କରୋନା କାୟାରେ ପାର୍ବଣ ୠତୁ ଫିକା ପଡିବ : କଟକରେ ଏ ବର୍ଷ ହେବନି ଗଣେଶ ପୂଜା – ଦଶହରା ମଧ୍ୟ ଧୁମଧାମରେ ହେବ…

କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୭ : କରୋନା ମାହାମାରୀ ପାଇଁ ଏ ବର୍ଷ ରାଜ୍ୟରେ ସବୁ ଉତ୍ସବ ଫିକା ପଡ଼ିଛି। କରୋନା କରୋନା ପାଇଁ କଟକରେ ପୂଜା କଟକଣା । ମହାମାରୀ କରୋନା କାରଣରୁ ଚଳିତ ବର୍ଷ କଟକ ସହରରେ ଗଣେଶ ପୂଜା ମଧ୍ୟ ହେବ ନାହିଁ। ଏଭଳି ସ୍ଥିତି ଯଦି ଲାଗି ରହିଲା ତେବେ

ପ୍ଲାଜମା ଦାନ ପାଇଁ କୋଭିଡ଼ ଯୋଦ୍ଧାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୧୯/୦୭: ପ୍ଲାଜମା ଦାନ କରିବାକୁ ଥିବା କୋଭିଡ଼ ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନଡ଼ିଆରଏଫ, ହୋମଗାର୍ଡ଼ ଓ ଅଗ୍ନିଶମ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଗୁରୁତର କରୋନା ରୋଗୀଙ୍କ ପାଇଁ ଏହି ପ୍ଲାଜମା

ଗୋଷ୍ଠୀ ସଂକ୍ରମଣ ମୁହାଁ କେରଳ !! ସୂଚନା ଦେଲେ ମୁଖ୍ୟମନ୍ତ୍ରୀ – କୋଭିଡ-୧୯ ଗୋଷ୍ଠୀ ସଂକ୍ରମଣରେ ଭାରତର ପ୍ରଥମ…

ତିରୁଅନନ୍ତପୁରମ,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୯/୦୭ : କେରଳରେ ପ୍ରଥମ କରି କୋଭିଡ-୧୯ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ । କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଶୁକ୍ରବାର ଦିନ ନିଶ୍ଚିତ କରିଛନ୍ତି ଯେ, ରାଜଧାନୀ

ରାଜ୍ୟରେ ଆଜି ଆଉ ୭୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୫ ଆକ୍ରାନ୍ତଙ୍କ ମୃତ୍ୟୁ : ମୋଟ ପଜିଟିଭଙ୍କ ସଂଖ୍ୟା ୧୭ ହଜାର…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୧୮/୦୭ : ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ସେହିପରି ରାଜ୍ୟରୁ ଆଜି ଆଉ ୭୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟର ୨୫ଟି ଜିଲାରୁ ଚିହ୍ନଟ ୭୩୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ତିନି ବିଧାୟକ ରାଜଧାନୀରେ ୩ କୋଭିଡ୍ କେୟାର ସେଣ୍ଟର ପାଇଁ ବିଏମସିକୁ ଦାନ କଲେ ଦେଢ଼ କୋଟି ଟଙ୍କା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୭:ରାଜଧାନୀରେ ଥିବା ଦୁଇଟି କୋଭିଡ୍ ହସ୍ପିଟାଲରେ ରାଜଧାନୀ ସମେତ ସାରା ରାଜ୍ୟର କରୋନା ଆକ୍ରାନ୍ତଙ୍କର ଚିକିତ୍ସା ହେଉଛି। ଏବେ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଭୁବନେଶ୍ବରରେ କରୋନା ଆକ୍ରାନ୍ତ

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ସୋସିଆଲ ମିଡିଆ ପୋଷ୍ଟ ପାଇଁ ହେବନି ଜେଲ୍

କଳିଙ୍ଗ ଜ୍ଯୋତି ବ୍ଯୁରୋ ନୂଆଦିଲ୍ଲୀ ୧୯/୦୭ : ସୂଚନା ପ୍ରଯୁକ୍ତି ବିଦ୍ୟା ଅଧିନିୟମର ଧାରା ‘୬୬ କ’ ଉପରେ ଐତିହାସିକ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିବା ସହିତ ରଦ୍ଦ କରିଦେଇଛନ୍ତି। ଆଇଟି ଆକ୍ଟର ଏହି ଧାରା ସମ୍ବିଧାନର ଅନୁଚ୍ଛେଦ ‘୧୯(୧)କ’

ରାସନ ସାମଗ୍ରୀ ଆଣିଲା ବେଳେ ଫିଙ୍ଗର ପ୍ରିଣ୍ଟ ଦେବେନି ହିତାଧିକାରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୭: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାସନ କାର୍ଡଧାରୀ ରାସନ ସାମଗ୍ରୀ ଆଣିଲା ବେଳେ ଆଉ ଫିଙ୍ଗରପ୍ରିଣ୍ଟ ଦେବେନି। ବିନା ଫିଙ୍ଗରପ୍ରିଣ୍ଟରେ ସେମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯିବ। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।

IMAର ସତର୍କ ବାଣୀ – ଭାରତରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ପ୍ରତିଦିନ ୩୪ ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ଦେଶରେ ମୋଟ କରୋନା ମାମଲା ୧୦ ଲକ୍ଷ ଟପିଲାଣି । ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ଓ ସ୍ଥିତି

କୋଭିଡ୍ ‌ଔଷଧ ‘ଫେବିଫ୍ଲୁ’ ବିଷୟରେ ମିଥ୍ୟା ଦାବି ଓ ଅଧିକ ଦର ଯୋଗୁଁ ଗ୍ଲେନ୍‌ମାର୍କକୁ କାରଣ ଦର୍ଶାଅ ନୋଟିସ୍ ଦେଲା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୭ : କୋଭିଡ୍-୧୯ ଔଷଧ ‘ଫେଭିପାଇରାଭିୟର୍’ର ଜେନେରିକ୍ ସଂସ୍କରଣ ‘ଫେବିଫ୍ଲୁ’ ବିଷୟରେ ‘ମିଥ୍ୟା ଦାବି ଏବଂ ଅଧିକ ମୂଲ୍ୟ’ ସମ୍ବନ୍ଧରେ ଏହାର ନିର୍ମାତା ମୁମ୍ବାଇର ପ୍ରମୁଖ ଔଷଧ କମ୍ପାନି ଗ୍ଲେନ୍‌ମାର୍କକୁ ‘କେନ୍ଦ୍ରୀୟ ଡ୍ରଗ୍‌ସ୍ ଷ୍ଟାଣ୍ଡାର୍ଡ

ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହୋଇନି :ଆର୍‌ଏମ୍‌ଆର୍‌ସିର ଅନ୍ତରୀଣ ରିପୋର୍ଟ‌

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୧୯/୦୭ : ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଜୁଲାଇ ୧ରୁ ୧୮ ଭିତରେ ୮୨୦ ଜଣ ଆକ୍ରାନ୍ତ କେବଳ ଭୁବନେଶ୍ବର ସହରରେ ଚିହ୍ନଟ ହେଲେଣି। ଏବେ ବି ୬୨୪ଜଣ ସଂକ୍ରମିତ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପ୍ରତିଦିନ
error: Content is protected !!
Open chat