ବିଶ୍ୱର ବଡ଼ ବଡ଼ ନେତା, ଶିଳ୍ପପତି ଯଥା ବାରାକ ଓବାମା, ବେଞ୍ଜାମିନ , ଡାରେନ ବଫ, ବିଲ ଗେଟସଙ୍କ ଆକାଉଂଟ ହ୍ୟାକ : ଟୁଇଟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୬/୦୭: ବିଶ୍ୱର ବଡ ବଜ ହସ୍ତୀଙ୍କ ଟ୍ୱିଟର ଆକାଉଂଟକୁ ହକ କଲେ ହ୍ୟାକର । ରାଜନେତା, ବଡ ବ୍ୟବସାୟୀ, ସେଲିବ୍ରେଟିଙ୍କ ଟ୍ୱିଟର ଆକାଉଂଟ ହ୍ୟାକ ହୋଇଯାଇଛି । ଟ୍ୱିଟର ଆକାଉଂଟ ହ୍ୟାକ କରିବା ପରେ ହ୍ୟାକର ସେହି ଟୁଇଟର ହ୍ୟାଣ୍ଡଲରୁ ଟ୍ୱିଟ୍ ବିଟ କଏନ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍‌ଲାଇନ୍‌ କ୍ଲାସ୍‌ର ସମୟ ସୀମାନେଇ ମାର୍ଗଦର୍ଶିକା ଜାରି : ଛୋଟ ପିଲା ଅଧଘଣ୍ଟାରୁ ଅଧିକ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୬/୦୭ : କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ସମସ୍ତ ସ୍କୁଲ କଲେଜକୁ ମାର୍ଚ୍ଚ ୧୬ ଠାରୁ ବନ୍ଦ କରାଯାଇଛି। ଫଳରେ ୨୪ କୋଟିରୁ ଅଧିକ ଛାତ୍ରୀଛାତ୍ରଙ୍କ ଶିକ୍ଷା ପ୍ରଭାବିତ ହୋଇଛି। ଛାତ୍ରୀଛାତ୍ରମାନେ ଅନ୍‌ଲାଇନ୍‌ କ୍ଲାସ୍‌

କରୋନା ପାଇଁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ସ୍କୁଲ ଆଡମିଶନ ତାରିଖ ବଢିଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୬/୦୭ : କରୋନା ପାଇଁ ସ୍କୁଲରେ ଆଡମିଶନ ତାରିଖ ବଢାଇଲେ ସରକାର । ଆଡମିଶନ ତାରିଖ ଅଗଷ୍ଟ ୧୪ ଯାଏଁ ବୃଦ୍ଧି କରିଛି ଗଣଶିକ୍ଷା ବିଭାଗ । ପୂର୍ବରୁ ଜୁନ ୮ ‌ଆଡମିଶନ୍‌ ଆରମ୍ଭ ହୋଇ ଜୁଲାଇ 15 ତାରିଖ ଭିତରେ ସାରିବାକୁ ନିର୍ଦ୍ଦେଶ ଥିଲା । ସେହିପରି

ଭଲ ଇଂରାଜୀ କହିଲେ ଚଳିବନି, ପ୍ରତିଶୃତିବଦ୍ଧତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ: ଅଶୋକ ଗେହଲଟ୍‌

କଳିଙ୍ଗ ଜ୍ୟୋତି ବ୍ୟୁରୋ ଜୟପୁର ୧୬/୦୭ : ରାଜସ୍ଥାନ ରାଜନୈତିକ ପାଣିପାଗ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ପଦରୁ ହଟାଇବାରେ ସକ୍ଷମ ହୋଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣି ସଚିନଙ୍କ ଉପରେ ବର୍ଷିଛନ୍ତି। ସଚିନ ବିଧାୟକଙ୍କୁ

ରାଜ୍ୟ କଂଗ୍ରେସ ନେତୃତ୍ୱ ଏବେ ପରିବର୍ତ୍ତନ ହେବାର ନାହିଁ : ରଂଜୀବ ବିଶ୍ୱାଳ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭ : ରାଜ୍ୟରେ ପିସିସି ନେତୃତ୍ୱ ପରିବର୍ତ୍ତନକୁ ଚାଲିଛି ଚର୍ଚ୍ଚା। ହେଲେ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ରଂଜୀବ ବିଶ୍ୱାଳ । ସେ କହିଛନ୍ତି, ତାଙ୍କ ପାଖରେ ଥିବା ତଥ୍ୟ ଅନୁସାରେ ରାଜ୍ୟର କଂଗ୍ରେସ ମଙ୍ଗୁଆଳ ଏବେ ବଦଳିବାର ନାହିଁ କିମ୍ବା

ବଦଳିଲା କମିସନରେଟ୍‌ ପୁଲିସର କଳେବର : ଉମାଶଙ୍କର ଦାଶ ହେଲେ ଭୁବନେଶ୍ୱର ଡିସିପି, ସୌମ୍ୟା ମିଶ୍ର ଟ୍ରାଫିକ ଡିସିପି…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୭ : ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ରାଜ୍ୟ ସରକାର ଭୁବନେଶ୍ୱରର ୫ମ ଡିସିପି ଭାବରେ ତାଙ୍କ ନାମ ଘୋଷଣା କରିଛନ୍ତି। କମିସନରେଟ୍‌ ପୁଲିସର ଭୁବନେଶ୍ୱର ଡିସିପି ଭାବରେ ଉମାଶଙ୍କର ଦାଶଙ୍କୁ ଦାୟିତ୍ବ ଦିଆଯାଇଛି। ଖୁବ୍‌ଶୀଘ୍ର ସେ

କରୋନା ପାଇଁ ଭୁବନେଶ୍ୱରରେ ୪୦ ପ୍ରତିଶତ ‌ରେସ୍ତୋରାଁ ଓ ଢାବାରେ ତାଲା ଝୁଲିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭: କରୋନା ପାଇଁ ହୁଗୁଳି ଗଲାଣି ବ୍ୟାବସାୟିକ ଭିତ୍ତିଭୂମି। ଦେବାଳିଆ ହୋଇଗଲାଣି ବ୍ୟବସାୟ। ଏପରିକି ରାଜଧାନୀ ଭଳି ସ୍ଥାନରେ ମଧ୍ୟ କିଛି ରେସ୍ତୋରାଁ ଓ ଢାବାରେ ସବୁଦିନ ପାଇଁ ତାଲା ଠୁଙ୍କି ଦିଆଯାଇଛି। କେବଳ ପାର୍ସଲ ଦେବା ପାଇଁ ଅନୁମତି ଥିଲେ ହେଁ

ଓଲିଙ୍କୁ କଟାକ୍ଷ କଲା ଶିବସେନା- ବାବର ବି ନେପାଳୀ ଥିଲେ ବୋଲି ଦାବି କରିପାରନ୍ତି ଓଲି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୫/୦୭: ପ୍ରଭୁ ଶ୍ରୀରାମଙ୍କ ପ୍ରକୃତ ଅଯୋଧ୍ୟା ଭାରତରେ ନାହିଁ, ନେପାଳରେ ବୋଲି କହିବା ପରେ ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲିଙ୍କୁ ଭାରତରେ କଡ଼ା ବିରୋଧ କରାଯାଉଛି। ଭାରତର ହିନ୍ଦୁ ସଂଗଠନଗୁଡ଼ିକ ଓଲିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଆଇଆଇଟି ଦିଲ୍ଲୀ ଦ୍ଵାରା ବିଶ୍ବର ସବୁଠୁ ଶସ୍ତା କୋଭିଡ-୧୯ ଟେଷ୍ଟିଙ୍ଗ କିଟ୍ ପ୍ରସ୍ତୁତ : ମୂଲ୍ୟ ମାତ୍ର ୬୫୦ ଟଙ୍କା

କଳିଙ୍ଗ ଜ୍ଯୋତି ବ୍ଯୁରୋ ନୂଆଦିଲ୍ଲୀ ୧୫/୦୭: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ ପକ୍ଷରୁ ବିଶ୍ବର ସବୁଠାରୁ ଶସ୍ତା କୋଭିଡ-୧୯ ଟେଷ୍ଟିଙ୍ଗ କିଟ୍ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ ବିଭାଗୀୟ ରାଷ୍ଟ୍ର ମନ୍ତ୍ରୀ

କରୋନା ରେସରେ ଆଗେଇ ଚାଲିଛି ଭୁବନେଶ୍ୱର : ଆଜି ଗୋଟିଏ ଦିନରେ ରାଜଧାନୀରୁ ୯୦ ପଜିଟିଭ ଚିହ୍ନଟ,୨୭ ଲୋକାଲ୍‌ କେସ୍…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି),୧୫/୦୭ : ରାଜ୍ୟରେ ଆଜି ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୯୦ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬୩ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୭ଜଣ ଚିହ୍ନଟ ହୋଇଛନ୍ତି । ଏଥିସହିତ
error: Content is protected !!
Open chat