ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ : ଆହୁରି ବଢିପାରେ ପେଟ୍ରୋଲ-ଡିଜେଲ୍ ଦର

ଲଣ୍ଡନ / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୧।୦୭ : ପେଟ୍ରୋଲ ରପ୍ତାନୀ କରୁଥିବା ୧୩ ସଦସ୍ୟ ବିଶିଷ୍ଟ ତୈଳ ଉତ୍ପାଦନକାରୀ ସଂଗଠନ(OPEC)ଜୁନ ମାସରେ ପ୍ରତିଦିନ ହାରାହାରି ୨୨.୬୨ ମିଲିୟନ ତୈଳ ଉତ୍ପାଦନ କରିଛନ୍ତି। ଏପ୍ରିଲ ମାସରେ ଓପେକ୍ ଓ ଏହାର ସହଯୋଗୀ କରୋନା ଭାଇରସ୍‌ ସଙ୍କଟ

ରାଜ୍ୟ ସରକାରଙ୍କ ଅନଲକ ୨.୦ ପାଇଁ ଗାଇଡ ଲାଇନ ଜାରି : ସାମାନ୍ୟ କୋହଳ ହେଲା ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି) ୩୦/୦୬ : ଅନଲକ୍‌-୨ ପ୍ରକ୍ରିୟାରେ ଜୁଲାଇ ମାସ ପାଇଁ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏଣିକି ଜୁଲାଇ ମାସରେ ୧୦ଟି ଜିଲ୍ଲା ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍‌ ରହିବ। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର,

ସାହସ ଓ ଦୃଢ଼ତାର ସହ ଆମକୁ ମିଳିମିଶି କରୋନା ସଂକ୍ରମଣକୁ ମୁକାବିଲା କରିବାକୁ ପଡିବ – ପ୍ରଧାନମନ୍ତ୍ରୀ ମୋଦୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ, ୩୦/୦୬ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍‌ଲକ୍-୨ ସମ୍ବନ୍ଧରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ ଦେଶର ସାମ୍ପ୍ରତିକ କରେନା ପରିସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇଛନ୍ତି। ଗତକାଲି ସନ୍ଧ୍ୟାରେ ଅନ୍‌ଲକ୍-୨ର

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟର ସୂଚନା : ପର୍ଯ୍ୟାୟକ୍ରମେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : ଅନ୍‌ଲକ୍‌ ୧.୦ର ଅବଧି ଆଜି ମଧ୍ୟରାତ୍ରରେ ଶେଷ ହେଉଥିବା ବେଳେ ଗତକାଲି (ସୋମବାର) ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଅନ୍‌ଲକ୍‌ ୨.୦ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିଲା ଏବଂ ଏହାର ଅବଧି
error: Content is protected !!
Open chat