କଟକରେ ମାଡିଚାଲିଛି କରୋନା : ଆଜି ସହରାଞ୍ଚଳରୁ ଆଉ ୭ ଆକ୍ରାନ୍ତ ଚିହ୍ନଟ
କଟକ, (କଳିଙ୍ଗ ଜ୍ୟୋତି) ୦୧/୦୭ : କଟକ ଜିଲ୍ଲାରେ ଆଜି ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଅଛନ୍ତି କଟକ ମହାନଗର ନିଗମ ଅଞ୍ଚଳର । କଟକ ସହରରୁ ଚିହ୍ନଟ ସମସ୍ତ ୭ଟି ଯାକ କେସ୍ ଲୋକାଲ ସଂକ୍ରମଣ ବୋଲି ସୂଚନା ମିଳିଛି ।
୭ଜଣଙ୍କ ମଧ୍ୟରୁ ୬ଜଣ!-->!-->!-->!-->!-->…
