ଆମେରିକା କରୋନା ରକ୍ଷାକାରୀ ଔଷଧ ରେମଡେସିବିର ର ୫,୦୦,୦୦୦ ରୁ ଅଧିକ ଡୋଜ ୩ମାସ ପାଇଁ କିଣିନେଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୨/୦୭: କୋଭିଡ -୧୯କୁ ହରାଇବାରେ ସଫଳ ହୋଇଥିବା ଔଷଧ ରେମଡେସିବିର ର ପ୍ରାୟ ସମସ୍ତ ଷ୍ଟକକୁ ଆମେରିକା ପରବର୍ତ୍ତୀ ତିନିମାସ ପାଇଁ କ୍ରୟ କରିଛି | ଏଭଳି ହେବା ଦ୍ୱାରା ବ୍ରିଟେନ, ୟୁରୋପ କିମ୍ବା ବିଶ୍ୱର ଅଧିକାଂଶ ଦେଶ ମାନେ ଏହି ଔଷଧ ପାଇଁ ପାରିବେ

କୋଭିଡ୍ ଯୁଦ୍ଧରେ ଜନପ୍ରତିନିଧିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ମୁଖ୍ୟମନ୍ତ୍ରୀ

କଳିଙ୍ଗ ଜ୍ୟୋତି ଭୁବନେଶ୍ବର ୦୨/୦୭:ଭୁବନେଶ୍ୱର: ସମଗ୍ର ବିଶ୍ୱ କରୋନା ମହାମାରୀର ମୁକାବିଲା କରୁଛି। ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ଅଛି। ଓଡ଼ିଶାର ମୃତ୍ୟୁହ‌ାର ବି କମ୍ ରହିଛି। ଏହା ଲୋକଙ୍କ ସହଯୋଗ, ଜନପ୍ରତିନିଧି ଓ ସରାକାରୀ କର୍ମଚାରୀଙ୍କ ପରିଶ୍ରମର ଫଳ। କୋଭିଡ

ନିଖୋଜ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ

ରାଉରକେଲା / ଅନୁଗୁଳ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : କିଛି ଦିନର ଲୁଚକାଳି ପରେ, ଶେଷରେ ଗିରଫ ହେଲେ ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ। ଅନୁଗୁଳ ବଇଣ୍ଡା ଜଙ୍ଗଲରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ଏବଂ

ଲଜ୍ଜା : ବୀରମିତ୍ରପୁର ଅଞ୍ଚଳରେ ପୁଣି ନାବାଳିକାଙ୍କୁ ଅସଦାଚରଣ

ବୀରମିତ୍ରପୁର / ରାଉରକେଲା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ କେଇଟାଦିନ ପୁରି ନ ଥିବା ବେଳେ ପୁଣି ସେହି ଥାନା ଅନ୍ତର୍ଗତ ଡି.ଦାସ ଦଫେଇରେ ଆଉ ଏକ

ଭାରତ ପରେ ଏବେ ଆମେରିକାର ପ୍ରହାର : ଚୀନର ହୁଓ୍ୱାଇ ଏବଂ ଜେଟିଇ ଉପରେ ରୋକ

ନୂଆଦିଲ୍ଲୀ / ଓ୍ୱାଶିଂଟନ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ହୁଓ୍ୱାଇ ଏବଂ ଜେଟିଇର ଚୀନ୍ ସାମରିକ ଏବଂ ଗୁପ୍ତଚର ବିଭାଗ ସହ ସମ୍ପର୍କ ରଖିଥିବା ଆମେରିକା ସରକାର କହିଛନ୍ତି। ଭାରତ ପରେ ଏବେ ଆମେରିକା ଚୀନର ହୁଓ୍ୱାଇ ଏବଂ ଜେଟିଇ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକାର ୟୁସି

ଚାଇନା ଆପରେ ପ୍ରତିବନ୍ଧକ ଲାଗିବା ପରେ ପ୍ରଧାନମନ୍ତ୍ରୀ ନିଜର ‘ୱାଇବୋ’ ଆକାଉଣ୍ଟ ହଟାଇଲେ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ଭାରତରେ ‘ୱାଇବୋ’ ଆପ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିବା ପରେ ନିଜର ଆକାଉଣ୍ଟ ହଟାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍‌ କରିଥିବା ଆକ୍ରମଣର ଜବାବ ଦେବା ପାଇଁ ଭାରତ ଗୋଟେ ପରେ ଗୋଟେ ପଦକ୍ଷେପ ନେବା ଆରମ୍ଭ କରିଛି

ବିଜେଡିରେ ବଡ଼ ପରିବର୍ତ୍ତନ : ସୁପ୍ରିମୋ ଘୋଷଣା କଲେ ସାଙ୍ଗଠନିକ ନବକଳେବର

ଭୁବନେଶ୍ୱର : ବିଜୁ ଜନତା ଦଳରେ ଆଜି ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ଦଳ ସୁପ୍ରିମୋ । ଆଜି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି। ବିଜେଡି ସୁପ୍ରିମୋ ଆଠଜଣ ବରିଷ୍ଠ ଉପସଭାପତି ଓ ପ୍ରଥମ ଥର ପାଇଁ ୯ଜଣ

ଭିସୁଟ୍, ବୁର୍ଲା ଜୁଲାଇ ୩ ଯାଏଁ ସଟ୍ ଡାଉନ୍ : ଅଧ୍ୟାପିକା କୋଭିଡ୍ ପଜିଟିଭ୍ !

ସମ୍ବଲପୁର, (କଳିଙ୍ଗ ଜ୍ୟୋତି), ୧।୭ : ଆସନ୍ତା ୩ ତାରିଖ ଯାଏଁ ସଟ୍ ଡାଉନ୍ ହେଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ । ପ୍ରଥମେ ଅଧ୍ୟାପିକାଙ୍କ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଅଧ୍ୟାପିକାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ

ନେପାଳର ପ୍ରଧାନମନ୍ତ୍ରୀ ଓଲିଙ୍କ ଅଡୁଆ ବଢିଲା, ଇସ୍ତଫା ଦାବି : ଭାରତ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ଭାରତ ବିରୋଧୀ ମନ୍ତବ୍ୟ ନେପାଳର ପ୍ରଧାନମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଛି। ନିଜ ଦଳରୁ ତାଙ୍କ ବିରୋଧରେ ବିଦ୍ରୋହର ସ୍ୱର ତେଜିବାରେ ଲାଗିଛି। ଏବେ ଓଲିଙ୍କ ଇସ୍ତଫା ଦାବି କରିଛି ତାଙ୍କ ନିଜ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି। ଏହା ମଧ୍ୟରେ

ସାଇବର ହ୍ୟାକରର୍ସ ଙ୍କ ଟାର୍ଗେଟରେ ‘ଗୁଗଲ କ୍ରୋମ’ : ସତର୍କ କଲା ସାଇବର ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : 'ଗୁଗଲ କ୍ରୋମ' ଉପରେ ଆକ୍ରମଣ କରିପାରନ୍ତି ହ୍ୟାକର, ସତର୍କ ରହିବା ପାଇଁ କହିଲା ସାଇବର ସୁରକ୍ଷା ଏଜେନ୍ସି । କମ୍ପାନୀ କହିଛି ଯେ, ଉପଭୋକ୍ତାଙ୍କ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଥିବା ଜାଣି ୧୦୦ରୁ ଅଧିକ ଭୁଲ ଏକ୍ସଟେନ୍ସନ୍ ହଟାଇ
error: Content is protected !!
Open chat