କରୋନା କବଳରେ ପ୍ରମୁଖ ସରକାରୀ ଅଫିସ : ଲୋକସେବା ଭବନ ସମେତ ୩ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ପ୍ରବେଶ ମନା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଏହା ସରକାରଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଲୋକାସେବା ଭବନ , ଖାରବେଳ ଭବନ , କୃଷି ଭବନ ଓ ରାଜୀବ ଭବନର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ତେଣୁ ଆସନ୍ତା ୩୧

ସରକାରୀ ବଙ୍ଗଳା ଖାଲି କରିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ୍

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୨/୦୭ : ଉତ୍ତର ପ୍ରଦେଶ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଲୋଧି ରୋଡ଼ ସ୍ଥିତ ସରକାରୀ ଆବାସ ଖାଲି ଅରିବାକୁ ଆଦେଶ ଦିଆଯାଇଛି । ଆଦେଶ ପରେ ଅନୁମାନ କରାଯାଉଛି ଯେ ପ୍ରିୟଙ୍କା ଉତ୍ତର ପ୍ରଦେଶ ସ୍ଥାନାନ୍ତର କରିପାରନ୍ତି । କିନ୍ତୁ ସୂତ୍ର

ସୀମାରେ କୋଡ଼ିଏ ହଜାର ସେନା ମୁତୟନ କଲା ପାକିସ୍ତାନ : ଷଡ଼ଯନ୍ତ୍ର ପଛରେ ଚୀନ୍‌ର ରଣନୀତି

ନୂଆଦିଲ୍ଲୀ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୦୨/୦୭ : ଗତ ୩ ଦିନ ମଧ୍ୟରେ ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନ ଅଂଚଳରେ ପାକିସ୍ତାନ ପ୍ରାୟ ୨୦ ହଜାର ସେନା ମୁତୟନ କରିଥିବାରୁ ଏହାର ମୁକାବିଲା ପାଇଁ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରୁଛି। ଚୀନର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ଭାରତକୁ

ଭୁବନେଶ୍ୱରରେ ସ୍ଥିତି ବିଗିଡିବାରେ ଲାଗିଛି। ବସ୍ତି ଅଂଚଳର ବଢ଼ୁଛି କରୋନା ।

କଳିଙ୍ଗଜ୍ୟୋତି ଭୁବନେଶ୍ୱର ୦୨/୦୭ : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ବସ୍ତି ଅଂଚଳର ବଢ଼ୁଛି କରୋନା । ପ୍ରତ୍ୟକ ଦିନ ନୂଆ ନୂଆ ବସ୍ତିରୁ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ବୁଧବାର ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ଥିବା ତାଲିକାରେ ଯୋଡି

ଚୀନ୍‌ ବିରୋଧରେ ଭାରତ ଅନ୍ତର୍ଜାତୀୟ ମେଣ୍ଟ ଗଠନ କରିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୭: ଟିକ୍‌ଟକ୍‌, ୟୁସି ବ୍ରାଉଜର ଏବଂ କ୍ୟାମ୍‌ ସ୍କାନର ସମେତ ୫୯ ଚୀନ୍‌ ମୋବାଇଲ୍‌ ଆପ୍‌କୁ ନିଷିଦ୍ଧ କରିବାପରେ ଭାରତ ଚୀନ୍‌ ବିରୋଧରେ ଆହୁରି ଅଧିକ କଡ଼ା‌ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି। ଚୀନ୍‌ ବିରୋଧରେ ଭାରତ ଏବେ ଅନ୍ୟ

ଭାରତକୁ ସୈନ୍ୟ ସହାୟତା ଦେବାକୁ ଫ୍ରାନ୍ସର ଘୋଷଣା

ନୂଆଦିଲ୍ଲୀ : ଗୋଟିଏ ପଟେ ଚୀନ୍‍ ପୂର୍ବ ଲଦାଖରେ ସୈନ୍ୟ ଠୁଳ କରି ଚାଲିଥିବାବେଳେ ପାକ୍‍ ଅଧିକୃତ କାଶ୍ମୀର(ପିଓକେ)ରେ ୨୦ ହଜାର ପାକ୍‍ ସୈନ୍ୟ ମୁତୟନ ହୋଇଥିବା ଜଣାପଡ଼ିଛି। ଭାରତକୁ ଦୁଇପଟରୁ ଘେରିବା ପାଇଁ ଚୀନ୍‍ ଇସାରାରେ ପାକ୍‍ ସେନା ଏହି ନିଷ୍ପତ୍ତି ନେଇଥିବା ଗୁଇନ୍ଦା ସୂତ୍ରରୁ

ରାଜଧାନୀରେ ବରିଷ୍ଠ ନେତାଙ୍କ ପରିବାରରୁ ୭ କରୋନା ପଜିଟିଭ !

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୨/୦୭: ରାଜଧାନୀର ଜଣେ ବରିଷ୍ଠ ନେତାଙ୍କ ପରିବାରରୁ ୭ କରୋନା ଆକ୍ରାନ୍ତ ବାହାରିଛନ୍ତି । ଏଥିସହ ଆଜି ରାଜଧାନୀରୁ ଆଉ ୧୧ ନୂଆ ପଜିଟିଭ୍‌ ବାହାରିବେ ବୋଲି ସୂଚନା ମିଳିଛି । ବୁଧବାର ୧୨ ପଜିଟିଭ୍‌ ବାହାରିଥିଲେ। ଦୁଇ ଦିନରେ ୨୨ରୁ ଅଧିକ ଆକ୍ରାନ୍ତ

ଆଜି ମହାପ୍ରଭୁଙ୍କ ସୁନାବେଶ – ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୦୨/୦୭ : ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ଆଜି ମହାପ୍ରଭୁ ସୁନାବେଶରେ ଦର୍ଶନ ଦେବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହୋଇ ରଥ ଉପରେ ଦର୍ଶନ

ଆଇସିସି ଅଧ୍ୟକ୍ଷ ପଦରୁ ଶଶାଙ୍କ ମନୋହର ଙ୍କ ଇସ୍ତଫା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୨/୦୭:ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଶଶାଙ୍କ ମନୋହର। ଶଶାଙ୍କ ଦୁଇବର୍ଷର କାର୍ଯ୍ୟକାଳ ପରେ ନିଜ ପଦ ଛାଡ଼ିଛନ୍ତି। ତାଙ୍କ ସ୍ଥାନରେ ଭାଇସ୍ ଚେୟାରମ୍ୟାନ୍ ଥିବା ହଂକଂର ଇମ୍ରାନ ଖ୍ୱାଜା
error: Content is protected !!
Open chat