ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆଠଗଡ଼ ଏନଏସିକୁ ସଟଡ଼ାଉନ୍ ଘୋଷଣା କଲେ ଜିଲ୍ଲାପାଳ

ଆଠଗଡ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : କଟକ ଜିଲାର ଆଠଗଡ଼ ଏନଏସିକୁ ୬୪ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ। ମଙ୍ଗଳବାର ଦିନ ଦ୍ବିପ୍ରହର ୨ଟାରୁ ଜୁଲାଇ ୩ ତାରିଖ ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆଠଗଡ଼ ସହରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ

ମାଲକାନଗିରି ଜିଲ୍ଲାରେ ମୁତୟନ ଥିବା ବିଏସଏଫ ଯବାନଙ୍କ ମଧ୍ୟରୁ ୨୯ଜଣ କରୋନା ଆକ୍ରାନ୍ତ !!

ମାଲକାନଗିରି, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : ୨୯ଜଣ ଯବାନଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଥିବା ନେଇ ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାର ୨୯ଜଣ ବିଏସଏଫ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ଜିଲ୍ଲାରୁ

ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ସମ୍ବୋଧନ : ନଭେମ୍ବର ଶେଷ ଯାଏ ଗରିବଙ୍କୁ ମାଗଣା ରାସନ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : ଦେଶବାସୀଙ୍କୁ ସମ୍ବୋଧନ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆସନ୍ତା ନଭେମ୍ବର ମାସ ଯାଏ ବୃଦ୍ଧି କରାଯାଉଛି। ଏହାର ଅର୍ଥ ୮୦ କୋଟି ଲୋକଙ୍କୁ

ଭାରତ ସରକାରଙ୍କ ଦ୍ୱାରା ୫୯ଟି ଚାଇନିଜ ଆପକୁ ନିଷିଦ୍ଧ କରାଯିବା ପରେ ଚୀନର ପ୍ରତିକ୍ରିୟା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୩0/୦୬:ଭାରତ ସରକାରଙ୍କ ଦ୍ୱାରା ୫୯ଟି ଚାଇନିଜ ଆପକୁ ନିଷିଦ୍ଧ କରାଯିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଚୀନ ସରକାର । ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ଯେ ଚୀନ ସରକାର ଏହାକୁ ନେଇ ଚିନ୍ତିତ

ଟିକ-ଟକ ବ୍ୟାନ ପରେ ଓଡ଼ିଆ ଯୁବକଙ୍କ ଦ୍ୱାରା ବିକଶିତ ଆପ ‘ଚିଙ୍ଗାରୀ’ର ବଢ଼ିଲା ଚାହିଦା

ଭୁବନେଶ୍ୱର: ଟିକଟକ୍ ସମେତ ଚୀନର ୫୯ଟି ଆପର ବ୍ୟବହାରକୁ ଭାରତ ସରକାର ନିଷେଧ କରିବା ପରେ ଏବେ ଓଡ଼ିଆ ଯୁବକଙ୍କ ଦ୍ୱାରା ପ୍ରସ୍ତୁତ ‘ଚିଙ୍ଗାରୀ’ ଆପର ଡାଉନଲୋଡ୍ ସଂଖ୍ୟା ବଢ଼ିବାରେ ଲାଗିଛି | ଓଡ଼ିଆ ଯୁବକଙ୍କ ନାଁ ବିଶ୍ୱାତ୍ମା ନାୟକ ବୋଲି ଜଣା ପଡିଥିବା ବେଳେ ସେ କଟକର ବାସିନ୍ଦା |

ବିଏମସି ଅଫିସକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ୧୫ ଦିନ ପାଇଁ କଟକଣା

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୩୦/୦୬: ବିଏମସି ଅଫିସକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ରାଜଧାନୀରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୫ ଦିନ ପାଇଁ ବିଏମ୍‌ସି କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।ରାଜଧାନୀରେ ସ୍ଥାନୀୟ

ଆଜି ପୁଣି ୬ କରୋନା ପଜିଟିଭ ଚିହ୍ନଟ । କଟକ ସହରରୁ ୨, ଭୁବନେଶ୍ୱରରୁ ୬ ଆକ୍ରାନ୍ତ ଚିହ୍ନଟ।

ଭୁବନେଶ୍ୱରରେ ଆଜି ପୁଣି ୬ କରୋନା ପଜିଟିଭ ଚିହ୍ନଟ Iଜଣେ ଘରୋଇ ସଙ୍ଗରୋଧରେ ଥିବା ବେଳେ ୫ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହେଇଛନ୍ତି I @bmcbbsr ପକ୍ଷରୁ ସୂଚନା I ୫ ଲୋକାଲ କେସ୍‌ ମଧ୍ୟରୁ ୩ ଜଣ ସିରିପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୧୫

ପୁଣି ଏକ ମହାମାରୀ ଆଶଙ୍କା: ଚାଇନାରେ ଚିହ୍ନଟ ହେଲା ନୂଆ ସ୍ବାଇନ ଫ୍ଲୁ ଭୂତାଣୁ “ଜି-୪”

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୩୦/୦୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ତେବେ ପୁଣି ଏକ ମହାମାରୀର ଆଶଙ୍କା କରାଯାଉଛି। ଚାଇନାରେ ସମ୍ପ୍ରତି ନୂଆ ପ୍ରକାର ସ୍ବାଇନ୍‌ ଫ୍ଲୁ ଚିହ୍ନଟ ହୋଇଛି। ଚାଇନାର ଗବେଷକ ଏହି ନୂଆ ମହାମାରୀ ଭୂତାଣୁକୁ ଚିହ୍ନଟ

ହୋଟେଲ୍‌ ତାଜ୍‌କୁ ଉଡ଼ାଇ ଦେବାକୁ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ର ଧମକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୩୦ ୦୬:ମୁମ୍ବାଇର କୋଲାବାରେ ଥିବା ‘ତାଜ ମହଲ ପ୍ୟାଲେସ୍ ହୋଟେଲ୍‌’ ଓ ବାନ୍ଦ୍ରାରେ ଥିବା ‘ତାଜ ଲ୍ୟାଣ୍ଡସ ଏଣ୍ଡ ହୋଟେଲ୍‌’କୁ ଉଡ଼ାଇ ଦିଆଯିବାକୁ ଧମକ ମିଳିଛି। ଫୋନ୍‌ରେ ଏହି ଧମକ ମିଳିଛି। ଏହି ଧମକ ପରେ ଏସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ
error: Content is protected !!
Open chat