ଭାରତୀୟ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଚୀନକୁ ଦେଇନୁ : ଟିକଟକ ଇଣ୍ଡିଆ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୩୦/୦୬ : ଭାରତ ସରକାର ଲୋକପ୍ରିୟ ଭିଡିଓ ସେୟାରିଂ ମୋବାଇଲ ଆପ ଟିକଟକକୁ ନିଷିଦ୍ଧ କରିବା ପରେ ଟିକଟକ ପକ୍ଷରୁ ଆଜି ଏକ ବୟାନ ଜାରି କରାଯାଇଛି । ଟିକଟକ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ନିଜର ପକ୍ଷ ରଖିବାକୁ ଓ ଆବଶ୍ୟକ ସ୍ପଷ୍ଟୀକରଣ ଦେବାକୁ

ଜୁଲାଇ ମାସ ଶେଷ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ଫଳ

କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୩୦/୦୬:ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜୁନ ୩୦ରେ ଖାତାଦେଖା ଶେଷ ହେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଅଧିକାଂଶ

ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡାଯାତ୍ରା; ଜନ୍ନବେଦୀରୁ ରତ୍ନବେଦୀକୁ ବାହୁଡିବେ ଶ୍ରୀଜିଉ

କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୩୦/୦୬: ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡାଯାତ୍ରା । ଜନ୍ନବେଦୀରୁ ରତ୍ନବେଦୀକୁ ବାହୁଡିବେ ଶ୍ରୀଜିଉ। ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଆସନ୍ତାକାଲି ଭୋର ୪ଟାରେ ଶ୍ରୀଜିଉଙ୍କର ମଙ୍ଗଳ ଆଳତି ହେବ । ଏହାପରେ ୪ଟା ୧୫ରେ ମଇଲମ, ୪ଟା ୩୦ରେ

ରାଜ୍ୟର ୨୨ଟି ଜିଲ୍ଲାରୁ ନୂଆ ୨୦୬ ନୂଆ କରୋନା ପଜିଟିଭ୍ ଚିହ୍ନଟ, ୭ ହଜାର ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୩୦/୦୬:ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୦୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ଅଭୟ ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ସୁନ୍ଦରଗଡ ୩୦/୦୬: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଡିଜିପି ଅଭୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ନିର୍ଦ୍ଦେଶ ପାଇବା ପରେ କ୍ରାଇମବ୍ରାଞ୍ଚ ଟିମ୍ ରାଇବଗା ଥାନା ଅଭିମୁଖେ ଯାଇଥିବା

ଦେଶର ପ୍ରଥମ କରୋନା ଟିକା ‘କୋଭାକ୍ସିନ’ ପ୍ରସ୍ତୁତ , ଜୁଲାଇରୁ କ୍ଲିନିକାଲ୍ ଟ୍ରାଏଲ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୯/୦୬ :ଦେଶର ପ୍ରଥମ କରୋନା ଟିକା ‘କୋଭାକ୍ସିନ’ ପ୍ରସ୍ତୁତ ହୋଇଯାଇଛି। ଜୁଲାଇ ମାସରେ ଦେଶବ୍ୟାପୀ ଏହାର କ୍ଲିନିକାଲ୍ ଟ୍ରାଏଲ କରାଯିବ। ଆଇସିଏମ୍ଆର୍, ନ୍ୟାସନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଭାଇରୋଲୋଜି–ଏନ୍ଆଇଭି ସହ ମିଳିତ ଉଦ୍ୟମରେ ଭାରତ ବାୟୋଟେକ୍

କୋରାଇରେ ଜିଲ୍ଲାପାଳଙ୍କ ନିର୍ଦେଶକୁ ଫୁ , ସରକାରୀ କାର୍ଯ୍ୟାଳୟରେ ଶାସକ ଦଳର ବୈଠକ, ମାନିଲେନି କରୋନା କଟକଣା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଯାଜପୁର ୩୦/୦୬:କରୋନା କଟକଣା ଓ ଜିଲ୍ଲାପାଳଙ୍କ ନିର୍ଦେଶକୁ ଅମାନ୍ୟ କରି କୋରାଇ ବ୍ଲକ୍ କାର୍ଯ୍ୟାଳୟରେ ହୋଇଛି ଶାସକ ଦଳର ଦଳୀୟ ବୈଠକ । ତାହା ପୁଣି ବ୍ଲକ୍ ବିଜେଡି ସଭାପତିଙ୍କ ନେତୃତ୍ୱରେ । ଏନେଇ ନାଁ କୋରାଇ ବିଡିଓଙ୍କ ଅନୁମତି ନିଆଯାଇଛି ନାଁ ବ୍ଲକ୍

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ : ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ଯୁକ୍ତ ୨ ଛାତ୍ରଛାତ୍ରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୩୦/୦୬:ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ଯୁକ୍ତ ୨ ଛାତ୍ରଛାତ୍ରୀ। ବିଭିନ୍ନ ବିଷୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ନେଇ ହ୍ୱାଟ୍ସଆପ୍ ଗ୍ରୁପ କରିବେ। ଏହା ମାଧ୍ୟମରେ ଅନ୍ଲାଇନ୍ କ୍ଲାସ ନେବେ ଅଧ୍ୟାପକ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା
error: Content is protected !!
Open chat