ସୋନିଆଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ : କଂଗ୍ରେସର ସଂସ୍କାର ହେଉଛି ରାଜସ୍ୱ ଲୁଟିବା ଓ ମୋଦୀଙ୍କ ସଂସ୍କାର ହେଉଛି…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୩୦/୦୬:ମୋଦୀ ସରକାରରେ ଟଙ୍କା ଡିବିଟି ଜରିଆରେ ଗରିବଙ୍କ ପାଖରେ ପହଁଚୁଛି ମାତ୍ର କଂଗ୍ରେସ ସରକାରରେ ଟଙ୍କା ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଡିବିଟି ହେଉଥିଲା• ଏପ୍ରିଲ ଓ ମେ ମାସରେ ପେଟ୍ରୋଲ ଏବଂ ଡିଜେଲର ଚାହିଦା ୭୦ରୁ ୮୦ ପ୍ରତିଶତ କମି ଯାଇଥିଲା,

କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଦ୍ୱାରା ଅନଲକ୍ -୨.୦ ର ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : ଅନଲକ୍-୧ର ଅବଧି ଜୁନ୍ ୩୦ ତାରିଖରେ ଶେଷ ହେବାକୁ ଯାଉଛି। ଏହା ସହ ଅନଲକ୍-୨ର ଘୋଷଣା କରାଯାଇଛି, ଯାହା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିରେ କିଛି ଗତିବିଧିକୁ କିଛି କଟକଣା କୋହଳ କରାଯାଇଛି। କେନ୍ଦ୍ର ସରକାରଙ୍କ ଗୃହ

ଗଗନଯାନ ଅଭିଯାନ କୋଭିଡ-୧୯ ଦ୍ୱାରା ପ୍ରଭାବିତ ହେବନାହିଁ : ଡଃ ଜିତେନ୍ଦ୍ର ସିଂହ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୩୦/୦୬:ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ଗଗନ ଯାନ କୋଭିଡ-୧୯ ବୈଶ୍ଵିକ ମହାମାରୀ ଦ୍ୱାରା ପ୍ରଭାବିତ ହେବନାହିଁ ବୋଲି କେନ୍ଦ୍ର ଆଣବିକ ଶକ୍ତି ଓ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ କହିଛନ୍ତି। ଅଭିଯାନର ପ୍ରାକ ପ୍ରସ୍ତୁତି

ଜୁଲାଇ ମାସରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ୯ଟି ମନ୍ତ୍ର ଦେଲେ । କଟକଣା ପାଳନ ନକଲେ ଜିରୋ ଟଲରାନ୍ସ ଆଭିମୁଖ୍ୟ…

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୩୦/୦୬ : କନକ ବ୍ୟୁରୋ : ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଥିବା ବେଳେ ଆସନ୍ତା ଜୁଲାଇ ମାସରେ କରୋନା ମୁକାବିଲା ନେଇ ୯ଟି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ଏବଂ ଏସପି ମାନଙ୍କ ସହ ଆଲୋଚନା ପରେ ରାଜ୍ୟବାସୀଙ୍କୁ ୯ଟି ଆହ୍ୱାନ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ।

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଦବୋଧନ ଦେବେ। ଏନେଇ ପିଏମଓ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ବୁଧବାର ଠାରୁ ଅନଲକ୍-ଟୁ କାର୍ଯ୍ୟକାରୀ

ଫରିଦାବାଦରେ ଇଣ୍ଡିଆନ ଅଏଲର ଦ୍ୱିତୀୟ ଆର୍ ଆଣ୍ଡ୍ ଡି କ୍ୟାମ୍ପସର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୩୦/୦୬ :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହରିୟାଣା ମୁଖ୍ୟମନ୍ତ୍ରୀ ମୋନହର ଲାଲ୍ ଖଟ୍ଟରଙ୍କ ସହ ଫରିଦାବାଦ ଠାରେ ଇଣ୍ଡିଆନ ଅଏଲ ଟେକ୍ନୋଲୋଜି ଡେଭଲପମେଂଟ୍ ଆଣ୍ଡ୍ ଡିପ୍ଲୋଏମେଟ୍ ସେଂଟରର

ଯାଜପୁରରେ ସାଧାରଣ ଲୋକଙ୍କୁ ଅଫିସ ମନା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଯାଜପୁର ୩୦/୦୬: ଗତ ଦୁଇ ଦିନରେ ଯାଜପୁର ଜିଲାରେ ୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ଜିଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ରହିଥିବା ଜଣାପଡ଼ିଛି। ଏ ନେଇ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଜିଲାର କୌଣସି କାର୍ଯ୍ୟାଳୟକୁ ସାଧାରଣ

ଭାରତରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପ୍‌କୁ ନିଷିଦ୍ଧ ଘୋଷଣା : ବ୍ୟକ୍ତିଗତ ତଥ୍ୟଚୋରି ଅଭିଯୋଗ ।

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୦/୦୬ : ତଥ୍ୟ ଚୋରି ଅଭିଯୋଗରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପ୍‌କୁ ଭାରତରେ ବ୍ୟାନ୍ ଘୋଷଣା କରାଯାଇଛି। ଭାରତ-ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ଲାଗିରହିଥିବା ବେଳେ ଭାରତ ଚୀନ ଉପରେ ଜୋରଦାର ସାଇବର୍ ଆକ୍ରମଣ କରିଛି। ଦେଶର

ରାଜ୍ୟ ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା : କରୋନା ଔଷଧ ‘ରେମଡେସିଭିର୍’ ଓଡ଼ିଶାରେ ପହଞ୍ଚିଲା

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୯/୦୬ : କରୋନା ଔଷଧ ‘ରେମଡେସିଭିର୍’ ଓଡ଼ିଶାରେ ପହଞ୍ଚିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଉକ୍ତ ଔଷଧ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହେବ
error: Content is protected !!
Open chat