ଭାରତ ଏବଂ ଚୀନ୍ ସୀମା ଉତ୍ତେଜନା : ଆସନ୍ତାକାଲି ସର୍ବୋଚ୍ଚ ସାମରିକ ସ୍ତରୀୟ ବୈଠକ
ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ଗଲୱାନ୍ ହିଂସା ପରିପ୍ରେକ୍ଷୀରେ ଆସନ୍ତାକାଲି ଭାରତ ଏବଂ ଚୀନ୍ ମଧ୍ୟରେ କର୍ପସ କମାଣ୍ଡର ସ୍ତରର ଆଲୋଚନା ହେବ। ଭାରତ-ଚୀନ ମଧ୍ୟରେ ସୀମାନ୍ତରେ ଉତ୍ତେଜନା ବଢି ଚାଲିଥିବା ବେଳେ ମଙ୍ଗଳବାର ଦିନ ଲେହର ଚୁସୁଲ ଜିଲ୍ଲାରେ ସାମରିକ ସ୍ତରୀୟ ଆଲୋଚନା!-->…
