୫ ରାଜ୍ୟକୁ ମିଳିବ ପ୍ରଥମ ପର୍ଯ୍ୟାୟରେ‌ କୋଭିଡ୍‌-୧୯ ଔଷଧ “କୋଭିଫର”, ଦ୍ୱିତୀୟ ପର୍ଯ୍ୟାୟରେ…

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଗୁଜରାଟ ଏବଂ ତେଲେଙ୍ଗାନାରେ କୋଭିଫର ପହଞ୍ଚିବ। ଦ୍ୱିତୀୟ ପର୍ଯ୍ୟାୟରେ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୌ, ପାଟଣା, ଭୁବନେଶ୍ୱର, ରାଞ୍ଚି, ବିଜୟଓ୍ୱାଡ଼ା, କୋଚି, ତ୍ରିଭେନ୍ଦ୍ରମ

ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ, ନାବାଳିକାକୁ ବାରମ୍ବାର ଦୁଷ୍କର୍ମ, ଗର୍ଭପାତ : ପୀଡିତାଙ୍କ ବୟାନ ରେକର୍ଡ କଲେ…

ରାଉରକେଲା (କଳିଙ୍ଗ ଜ୍ୟୋତି) ୨୫/୬: ବେଆଇନ୍ ଭାବେ ରାତିଅଧିଆ ନାବାଳିକାଙ୍କ ଗର୍ଭପାତ କରାଇବା ଘଟଣାରେ ନୂଆ ତଥ୍ୟା ସାମ୍ନାକୁ ଆସିଛି। ଏହି ଘଟଣାରେ ରାଏବଗା ଥାନାରେ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରେ ପୀଡିତାଙ୍କ ସାବତ ବାପାଙ୍କ ନାଁ ମଧ୍ୟ ରହିଛି। ପୀଡିତାଙ୍କ ସାବତ

ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନୀର ନିଷ୍ପତ୍ତି : ‘ଫେୟାର୍ ଆଣ୍ଡ ଲଭଲି’ ରୁ ହଟିବ…

ବେଙ୍ଗାଲୁରୁ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୬ : ବର୍ଣ୍ଣ ବୈଷମ୍ୟ ମନୋଭାବର ପୃଷ୍ଠପୋଷକତାର ଅଭିଯୋଗ ଫଳରେ, ସୁନ୍ଦର ତ୍ୱଚା ଓ ଉଜ୍ଜଳ ଚେହେରା ପାଇଁ ହିନ୍ଦୁସ୍ଥାନ ୟୁନିଲିଭର ଦ୍ୱାରା ପ୍ରସ୍ତୁତ ଫେୟାର ଆଣ୍ଡ ଲଭଲିରୁ ଏବେ ଫେୟାର୍ ନାମ ହଟାଇବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ଗୁରୁବାର

ଜୋର ଧରିଲା କେ.ପି.ଶର୍ମାଙ୍କ ଇସ୍ତଫା ଦାବୀ, ନେପାଳରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ଆରମ୍ଭ ହେଲା ଗୋଷ୍ଠୀ କନ୍ଦଳ।

(କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : ନେପାଳରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟିରେ ଅନ୍ତରିଣ ବିବାଦ ବଢିବାରେ ଲାଗିଛି। ପାର୍ଟିରେ ବିଦ୍ରୋହ ଉପୁଜିଥିବା ବେଳେ ନିଜ ଦଳର ସାଂସଦମାନେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ

ସୀମାରେ ଟି-୯୦ ଭୀଷ୍ମ ଟ୍ୟାଙ୍କ ମୁତୟନ, ଚୀନକୁ ଏବେ ଅସ୍ତ୍ର ମାଧ୍ୟମରେ ଜବାବ ଦେବ ଭାରତ।

(କଳିଙ୍ଗ ଜ୍ୟୋତି ବ୍ୟୁରୋ) ସୀମାନ୍ତ ଅଞ୍ଚଳରେ ଶତ୍ରୁର ସମସ୍ତ ଯୋଜନାକୁ ରଣନୈତିକ ଏବଂ ସାମରିକ ସ୍ତରରେ ମାତ ଦେବାକୁ ପ୍ରସ୍ତୁତ ହୋଇଉଠିଛି ଭାରତୀୟ ସେନା । ଉଭୟ ଦେଶର ସୀମାକୁ ପରସ୍ପର ଠାରୁ ଅଲଗା କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମାରେଖା - ଏଲଏସି ( Line of Actual Conmtrol-LAC)

‘ଆତ୍ମନିର୍ଭର ଭାରତ’ ଅଭିଯାନରେ ବଡ଼ ପେଣ୍ଠସ୍ଥଳୀ ହେବ ଯାଜପୁର : ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : ଆଜି ଯାଜପୁର ବିଧାନସଭା ସ୍ତରୀୟ ଜନସମ୍ବାଦ ଭର୍ଚୁଆଲ ରାଲିରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଅଭିଯାନରେ ବଡ଼ ପେଣ୍ଠସ୍ଥଳୀ ହେବ ଓଡ଼ିଶାର ଯାଜପୁର ଜିଲ୍ଲା । ଶ୍ରୀ ପ୍ରଧାନ କହିଛନ୍ତି ଯାଜପୁରର

ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀର ବାକିଥିବା ସମସ୍ତ ପରୀକ୍ଷା ବାତିଲ୍।

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : କରୋନା ଯୋଗୁଁ ଦେଶରେ ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଲକ୍‌ ଡାଉନ୍‌ କରାଯାଇଥିଲା । ଏହାପରେ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର କିଛି ପରୀକ୍ଷା ହୋଇପାରିନଥିଲା । ତେବେ ଦେଶରେ ଜୁନ୍‌ ୧ ତାରିଖରୁ ଦେଶରେ

ରାଜଧାନୀରେ ମାଡ଼ି ଚାଲିଛି କରୋନା: ଆଜି ଚିହ୍ନଟ ହେଲେ ଆଉ ୩୮ ଆକ୍ରାନ୍ତ

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୫/୦୬ : ଭୁବନେଶ୍ଵରର ମହାନଗର ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୁବନେଶ୍ଵରରେ ସର୍ବାଧିକ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୮ ପଜିଟିଭ୍‌ ମଧ୍ୟରୁ ୨୫ ଜଣ ହୋମ୍‌ କ୍ଵାରେଣ୍ଟାଇନ୍‌ ଓ ୧୩ ଜଣ ଲୋକାଲ କେସ୍‌। ଚିହ୍ନଟ

ଗଣତନ୍ତ୍ର ସଂରକ୍ଷଣ ପାଇଁ ଜରୁରୀ ପରିସ୍ଥିତି ବେଳେ ତ୍ୟାଗ ସ୍ବୀକାର କରିଥିବା ବ୍ୟକ୍ତିଙ୍କୁ ଭାରତ ଭୁଲିଯିବ ନାହିଁ :…

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) : ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀ ପରିସ୍ଥିତିର ୪୫ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତର ଗଣତନ୍ତ୍ର ନିମନ୍ତେ ଯେଉଁମାନେ ଅସୀମ ତ୍ୟାଗ ସ୍ବୀକାର

ଆଜି ଭକ୍ତଙ୍କ ପାଇଁ ବାହାରିଲା ଆଡ଼ପ ଅବଢ଼ା

ପୁରୀ (କଳିଙ୍ଗ ଜ୍ୟୋତି) ୨୫/୦୬ : ବର୍ଷକରେ ଥରେ ଆଡ଼ପ ଅବଢ଼ା ବାହାରିଥାଏ। ଏଥିପାଇଁ ଭକ୍ତମାନେ ବର୍ଷସାରା ଅପେକ୍ଷା କରି ରହିଥାନ୍ତି। ଆଜି ସକାଳ ଧୂପରେ ବାହାରିଛି ଏହି ଆଡ଼ପ ଅବଢ଼ା। ଏହାକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟାଯାଉଛି। ଆଡ଼ପ ଅବଢା ପାଇବାକୁ ଭକ୍ତଙ୍କ ପାଇଁ ଟୋକନ୍ ବ୍ୟବସ୍ଥା
error: Content is protected !!
Open chat