ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲା : ନବୀନ ନିବାସ ଆଗରେ ପରିବାରର ଆତ୍ମାହୁତି ଚେତାବନୀ

ଖଇରା ଭୁବନେଶ୍ବର ୦୮/୦୮/୨୦୨୧ କଳିଙ୍ଗ ଜ୍ଯୋତି : ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ୨୬ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବା ଅଭିଯୋଗ ଆଣି ପରିବାର ଲୋକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନବୀନ ନିବାସ ଆଗରେ ସୌମ୍ୟଙ୍କ ପରିବାର ଲୋକେ

ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର ୦୬/୦୮/୨୦୨୧ କଳିଙ୍ଗ ଜ୍ଯୋତି: ଚଳିତ ମାସ ୧୬ ତାରିଖରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ। ୧୬ରୁ ଶ୍ରେଣୀଗୃହ ଶିକ୍ଷାଦାନ ହେବା ନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାସହିତ ହଷ୍ଟେଲ ଖୋଲିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

ଆଉ ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ଼ ନୁହେଁ, ଏଣିକି ମେଜର ଧ୍ୟାନ ଚାନ୍ଦ୍‌ ଖେଳ ରତ୍ନ ଆୱାର୍ଡ଼

ନୂଆଦିଲ୍ଲୀ ୦୬/୦୮/୨୦୨୧ କଳିଙ୍ଗ ଜ୍ଯୋତି : ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ଼କୁ ଏଣିକି ମେଜର୍‌ ଧ୍ୟାନ ଚାନ୍ଦ୍‌ ଖେଳ ରତ୍ନ ଆୱାର୍ଡ଼ କୁହାଯିବ। ମେଜର୍‌ ଧ୍ୟାନ ଚାନ୍ଦ୍‌ଙ୍କ ନାମରେ ଖେଳ ରତ୍ନ ପୁରସ୍କାର ନାମିତ ହେବା ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।

ଅକ୍ଟୋବର ସୁଦ୍ଧା ଉପଲବ୍ଧ ହେବ ଆଉ ୪ଟି କରୋନା ଟିକା

ନୂଆଦିଲ୍ଲୀ ୦୫/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶରେ ଆଉ ୪ଟି କରୋନା ଟିକା ଉପଲବ୍ଧ ହେବାକୁ ଯାଉଛି । ଏହି ଟିକାଗୁଡ଼ିକ ହେଲେ ଜାଇଡସ କାର୍ଡିଲାର ଜାଇକୋଭ-ଡି, ବାୟୋଲୋଜିକାଲ-ଇ, ନୋଭାଭାକ୍ସ ଓ ଜେନୋକା । ସେହି ସମୟ ବେଳକୁ କୋଭାକ୍ସିନର ଉପଲବ୍ଧତା ମଧ୍ୟ ବଢିବାର

ଆୟକର ଆଇନରେ ସଂଶୋଧନ କରିବେ ସରକାର, ଲୋପ ପାଇବ ବିବାଦୀୟ ଟିକସ ଆଦାୟ ନିୟମ

ନୂଆଦିଲ୍ଲୀ ୦୫/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଭାରତ ସରକାର ଆୟକର ଆଇନରେ ସଂଶୋଧନ ପାଇଁ ଏକ ବିଲ୍ ଲୋକସଭାରେ ଆଗତ କରିଛନ୍ତି । ଏହି ବିଲ୍ ଗୃହୀତ ହେବା ପରେ ୨୦୧୨ରୁ ପ୍ରଚଳିତ ବିବାଦୀୟ ପଶ୍ଚାତଗାମୀ ଟିକସ ଆଦାୟ ନିୟମର ଅବସାନ ହେବ । ଆୟକର ଆଇନରେ ସଂଶୋଧନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା

ଦେଶର ୧୮ଟି ଜିଲ୍ଲାରେ କରୋନା ସଂକ୍ରମଣ ବଢିଚାଲିଛି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ ୦୩/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ ସାମଗ୍ରିକଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବା ସତ୍ତ୍ବେ କେତେକ ରାଜ୍ୟରେ ଏବେ ବି ସ୍ଥିତି ଚିନ୍ତାଜନକ ରହିଛି । ଦେଶର ୧୮ଟି ଜିଲ୍ଲାରେ ଏବେ ଦୈନିକ ସଂକ୍ରମଣ ବଢିଚାଲିଛି । ଏସବୁ ଜିଲ୍ଲା ମଧ୍ୟରୁ କେବଳ କେରଳର ୧୦ଟି ଜିଲ୍ଲା ରହିଛି ।

ବିରୋଧୀମାନଙ୍କ ଆଚରଣ ସମ୍ବିଧାନ ଓ ଲୋକତନ୍ତ୍ର ପ୍ରତି ଅପମାନ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୦୩/୦୮/୨୦୨୧ କଳିଙ୍ଗ ଜ୍ଯୋତି :  ମୌସୁମୀ ଅଧିବେଶନରେ ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମାକୁ ପ୍ରଧାନମନ୍ତ୍ରୀ ଲୋକତନ୍ତ୍ର ଓ ସମ୍ବିଧାନ ପ୍ରତି ଅପମାନ ବୋଲି କହିଛନ୍ତି । ମଙ୍ଗଳବାର ଦିନ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ବିରୋଧୀଦଳମାନଙ୍କ ଦ୍ୱାରା ସଂସଦ ନଚଳାଇ ଦେବାକୁ

ଡିଜିଟାଲ ଇଲେକ୍ଟ୍ରିକ୍ ପେମେଣ୍ଟ ଭାଉଚର ‘ଈ-ରୂପି’ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୦୨/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଡିଜିଟାଲ ପେମେଣ୍ଟ ପାଇଁ ଇଲେକ୍ଟ୍ରୋନିକ୍ ଭାଉଚର ଈ-ରୂପିକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ। ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଓ କଲ୍ୟାଣ

ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ଆର୍ ଭ୍ୟାଲୁ ଭଲ: ଡିଏମଇଟି

ଭୁବନେଶ୍ବର ୦୨/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଓଡ଼ିଶାରେ ଆର୍ ଭ୍ୟାଲୁ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଭଲ ଅଛି ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି। ଆର୍ ଭ୍ୟାଲୁ ୧ ଉପରେ ରହିଲେ ଅଧିକ ଲୋକଙ୍କୁ ସଂକ୍ରମିତ ହୋଇଛି। ବର୍ତ୍ତମାନ ଆର ଭ୍ୟାଲୁ ୧ ପାଖାପାଖି କେତେକ ରାଜ୍ୟରେ ପହଞ୍ଚି

ଭାରତରେ କୋଭିଡ -୧୯ ଟିକା ଅନୁମୋଦନ ପ୍ରସ୍ତାବ ପ୍ରତ୍ୟାହାର କଲା ଜନସନ ଆଣ୍ଡ ଜନସନ

ନୂଆଦିଲ୍ଲୀ ୦୨/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଜନସନ ଆଣ୍ଡ ଜନସନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ।ଭାରତରେ ନିଜ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ ଆଣ୍ଡ ଜନସନ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)ଠାରୁ ଅନୁମତି ମାଗିଥିବା ବେଳେ ଏବେ ସେ ନିଜ ଅନୁମୋଦନ
error: Content is protected !!
Open chat