ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ : ୧୫ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ବର ୧୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ନବୀନ ବଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୫ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଆନ୍ତଃ ରାଜ୍ୟ ଯୋଗାଯୋଗକୁ ଉନ୍ନତ କରିବାକୁ, ରାଜ୍ୟ

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପାଇଁ ବଢିଲା ଅଡୁଆ, ୪.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ ୧୬/୦୭/୨୦୨୧ କଳିଙ୍ଗ ଜ୍ଯୋତି : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ମାମଲାରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆକ୍ସନ ମୋଡକୁ ଆସିଛି । ବେଆଇନ ଅର୍ଥ କାରବାର ମାମଲାରେ ଶୁକ୍ରବାର ଦିନ ଇଡି ପକ୍ଷରୁ ଅନୀଲ ଦେଶମୁଖଙ୍କ ୪.୨୦ କୋଟି ଟଙ୍କାର ସଂପତ୍ତି ଜବତ

ଅଗଷ୍ଟ ୧ ଯାଏଁ ଆଂଶିକ ତାଲାବନ୍ଦ ; ରାଜ୍ୟ ପାଇଁ ନୂଆ ଗାଇଡ ଲାଇନ

ସମଗ୍ର ଜିଲାରେ ଗଡିବ ବସ ; ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ ଭୁବନେଶ୍ୱର ୧୫/୦୭/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟ ପାଇଁ ନୂଆ ଗାଇଡ଼ଲାଇନ ସହ ପୁଣି ବୃଦ୍ଧି ହେଲା ଆଂଶିକ ତାଲାବନ୍ଦ। ଅଗଷ୍ଟ ୧ ଯାଏଁ ଆଂଶିକ ତାଲାବନ୍ଦ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ଯୋଗେ ମୁଖ୍ୟ ଶାସନ

ପ୍ରତ୍ୟେକ ନିର୍ମାଣ ଶ୍ରମିକ ହେଉଛନ୍ତି ଜଣେ ଜଣେ ବିଶ୍ବକର୍ମା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୧୫/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ନିର୍ମାଣ ଶ୍ରମିକ ମାନଙ୍କୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ

ୱାସିମ୍ ଜାଫର ହେଲେ ଓଡ଼ିଶା କ୍ରିକେଟ ଦଳର କୋଚ୍‌

ଭୁବନେଶ୍ୱର ୧୪/୦୭/୨୦୨୧ କଳିଙ୍ଗ ଜ୍ଯୋତି : ୱାସିମ୍ ଜାଫର ଓଡ଼ିଶା କ୍ରିକେଟ ଦଳର କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ପୂର୍ବରୁ ୱାସିମ୍ ଜାଫର ଉତ୍ତରାଖଣ୍ଡର କୋଚ ଭାବେ ଦାୟିତ୍ୱ ତୁଲାଇଥିଲେ । ଉଭୟ ପ୍ରଥମ ଶ୍ରେଣୀ ଓ

ଅନ୍‌ଲକ୍‌ ହେବ ଓଡ଼ିଶା ! ସାରା ରାଜ୍ୟରେ ଗଡିବ ବସ୍ : ପରିବହନ ମନ୍ତ୍ରୀ

ଭୁବନେଶ୍ବର ୧୪/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଲକଡାଉନ୍ ଖୋଲିଲେ ସାରା ରାଜ୍ୟରେ ଗଡିବ ବସ୍। ଆଉ ଦିନକ ପରେ ରାଜ୍ୟରେ ଆଂଶିକ ଲକଡାଉନ୍‌ର ଦ୍ଵିତୀୟ ପର୍ଯ୍ୟାୟ ଶେଷ ହେଉଥିବା ବେଳେ ବସ୍ ପରିବହନକୁ ନେଇ ବିଚାର ବିମର୍ଷ ଜାରି ରହିଛି। ବର୍ତ୍ତମାନ ସରକାରଙ୍କ A କ୍ୟାଟଗୋରୀ ଚିହ୍ନିତ ୨୦ ଜିଲ୍ଲାରେ

ଚଳିତ ବର୍ଷ ବି ବୋଲବମ୍ ଉପରେ ଲାଗିଲା କଟକଣା, ଜଳଧରି ଯାତ୍ରା କରିପାରିବେନି କାଉଡ଼ିଆ

ଭୁବନେଶ୍ୱର ୧୩/୦୭/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟ ସରକାର ଚଳିତ ବର୍ଷ ମଧ୍ୟ ବୋଲବମ୍ ଉପରେ ରୋକ୍ ଲଗାଇଛନ୍ତି । ଶ୍ରାବଣ ମାସ ପାଇଁ ରାଜ୍ୟ ସରକାର ନିୟମ ଲାଗୁ କରିଛନ୍ତି । ଫଳରେ ଜୁଲାଇ ଓ ଅଗଷ୍ଟ ମାସରେ କାଉଡ଼ିଆ ଯାତ୍ରା ବନ୍ଦ ରହିବ । ରାଜ୍ୟରେ କୋଭିଡ-୧୯ ସ୍ଥିତିରେ ସୁଧାର ଆସି ନଥିବାର

ସେପ୍ଟେମ୍ବର ୧୨ରେ ହେବ ଏନଇଇଟି (ୟୁଜି) ପରୀକ୍ଷା

ନୂଆଦିଲ୍ଲୀ ୧୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ସେପ୍ଟେମ୍ବର ୧୨ରେ ହେବ ଏନଇଇଟି (ୟୁଜି) ପରୀକ୍ଷା । ସଂପୂର୍ଣ୍ଣ କୋଭିଡ୍ ଗାଇଡଲାଇନ ମାନି ଏହି ପରୀକ୍ଷା ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

କରୋନାର ୩ୟ ଲହର ନିଶ୍ଚିତ ଆସିବ, ସରକାର ଓ ଜନ ସାଧାରଣ ସତର୍କ ରୁହନ୍ତୁ : ଆଇଏମଏ

ନୂଆଦିଲ୍ଲୀ ୧୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : କରୋନାର ୩ୟ ଲହର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରମାନେ ସତର୍କତାର ସ୍ତରକୁ ଢିଲା କରିବା ଉଚିତ ନୁହେଁ ବୋଲି ଭାରତୀୟ ଡାକ୍ତରୀ ସଂଘ (ଆଇଏମଏ) ସତର୍କ କରାଇଦେଇଛି । ସଂଘ ପକ୍ଷରୁ କୁହାଯାଇଛି

ବିନା ଭକ୍ତରେ ଗଡ଼ିଚାଲିଛି ଶ୍ରୀଜିଉଙ୍କ ରଥ: ଭାବବିହ୍ବଳ ହେଲେ ପୁରୀବାସୀ

ପୁରୀ ୧୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଗତବର୍ଷ ଭଳି ଏଥର ମଧ୍ୟ ଭକ୍ତ ଓ ଭଗବାନଙ୍କ ଭିତରେ ଦୂରତା ସୃଷ୍ଟି କରିଛି କରୋନା ମହାମାରୀ। ଗତବର୍ଷ କରୋନାର ପ୍ରଥମ ଲହର କାରଣରୁ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା। ଏଥର ପୁଣି ଦ୍ୱିତୀୟ ଲହରର ପ୍ରଭାବ କମିନଥିବାରୁ ବିନା ଭକ୍ତରେ ବିଶ୍ୱ ପ୍ରସିଦ୍ଧ
error: Content is protected !!
Open chat