ଭୁବନେଶ୍ବର ଠାରେ ଓଡିଶା ପାଇପ ଜଳ କର୍ମଚାରୀ ସଙ୍ଘର ଗଣଧାରଣା
ଭୁବନେଶ୍ବର ୦୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଓଡିଶା ପାଇପ ଜଳ କର୍ମଚାରୀ ସଙ୍ଘର ପୂର୍ବ ନିଷ୍ପତି ଅନୁସାରେ ଆଜି ସର୍ବୋଚ୍ଚ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗ ,ଉନ୍ନତି ଭବନରେ ସାମ୍ନାରେ ଗଣ ଧାରଣା କାର୍ଯ୍ୟକ୍ରମ କରାଯଇଥିଲା। ପୁରୀ ଖଣ୍ଡର ଶତାଧିକ କର୍ମଚାରୀ ମାନଙ୍କ ୨ ମାସର ଦରମା ପ୍ରଦାନ,!-->…