ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ଟିକା ହିଁ ନୂତନ ଭାରତର ଶକ୍ତି – ମୋଦୀ
ନୂଆଦିଲ୍ଲୀ ୨୭/୦୬/୨୦୨୧ କଳିଙ୍ଗ ଜ୍ଯୋତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ ତୃତୀୟ ଟୀକାକରଣ ପର୍ଯ୍ୟାୟରେ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ଟୀକାକରଣ କରାଯିବ ବିଷୟ ଉଲ୍ଲେଖ କରି କହିଛନ୍ତି ଯେ ଏହା ହିଁ ହେଉଛି ନୂତନ ଭାରତର ଶକ୍ତି। ଆଜି ଆକାଶବାଣୀରେ ପ୍ରଚାରିତ ମନ କି!-->…