ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ; ୧୦୮ ଗରା ସୁବାସିତ ଜଳରେ ସ୍ନାନକଲେ ମହାପ୍ରଭୁ; ଗଜାନନ ବେଶରେ ଦର୍ଶନ ଦେଉଛନ୍ତି

ପୁରୀ ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଗତକାଲି ରାତିରୁ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଶେଷ ହେବାପରେ ରତ୍ନବେଦୀରୁ ଧାଡି ପହଣ୍ଡିରେ ଆସି ସ୍ନାନ ବେଦୀରେ ବିଜେ କରିଥିଲେ ଚତୁର୍ଦ୍ଧା

ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର ୨୪/୦୬/୨୦୨୧ କଳିଙ୍ଗ ଜ୍ଯୋତି :  ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ ପ୍ରକାଶ ପାଇବ ଏ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ । କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ଆସନ୍ତା କାଲି ଅପରାହ୍ନ ୪ଟାରେ ଏହା ପ୍ରକାଶ ପାଇବ । ଏହା ସହିତ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ଫଳ ବି

ଇଣ୍ଡିଗୋ ଏୟାର ଲାଇନ୍ସର ‘ଭ୍ୟାକ୍ସି ଫେୟାର’ଅଫର: ଟିକା ନିଅନ୍ତୁ, ଟିକେଟରେ ୧୦% ରିହାତି ପାଆନ୍ତୁ

ନୂଆଦିଲ୍ଲୀ ୨୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ ବଢିଚାଲିଥିବା କରୋନା ସଂକ୍ରମଣକୁ ରୋକିବାକୁ ଟିକା ହିଁ ଏକମାତ୍ର ମାଧ୍ୟମ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ହେଲେ ଟିକାକୁ ନେଇ ଅନେକ ଗୁଜବ ଉଠିବା ପରେ କିଛି ଲୋକଙ୍କ ମନରେ ଟିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଲୋକଙ୍କୁ ଟିକା

ଆମର ନୀତି ହେଉଛି ସବୁ ଜୀବନ ମୂଲ୍ୟବାନ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୨୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମହାମାରୀର ପ୍ରଭାବ ସତ୍ତ୍ବେ ଓଡିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି ବୋଲି

ଯୋଗୀ ଆଦିତ୍ୟନାଥ ହିଁ ହେବେ ଉତ୍ତରପ୍ରଦେଶରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା: ଅରୁଣ ସିଂ

ନୂଆଦିଲ୍ଲୀ ୨୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଭାରତୀୟ ଜନତା ପାର୍ଟି ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି, କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସନ୍ଦେହ ଲାଗି ରହିଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଯୋଗୀ

ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ସମସ୍ତ କ୍ରୀଡ଼ାବିତଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୨୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆଜି ଅଲିମ୍ପିକ୍ ଦିବସରେ ବିଭିନ୍ନ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କର ଅବଦାନ ପାଇଁ ଦେଶ ଗର୍ବିତ।

ଆତଙ୍କବାଦୀମାନଙ୍କୁ ପେନ୍‌ସନ୍‌ ଏବଂ ଅନ୍ୟାନ୍ୟ ସହାୟତା ଦେଉଥିବା ପାକିସ୍ତାନକୁ ଉତ୍ତରଦାୟୀ କରାଯିବା ଉଚିତ: ଭାରତ

ନୂଆଦିଲ୍ଲୀ ୨୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଦୁର୍ଦାନ୍ତ ଓ ତାଲିକାଭୁକ୍ତ ଆତଙ୍କବାଦୀମାନଙ୍କୁ ପେନ୍‌ସନ୍‌ ଯୋଗାଇବା ସହ ସେମାନଙ୍କୁ ନିଜ ଦେଶରେ ଆତିଥ୍ୟ ଦେବାକୁ ପାକିସ୍ତାନ ତା’ର ରାଷ୍ଟ୍ରୀୟ ନୀତି ଅନ୍ତର୍ଭୁକ୍ତ କରିଛି ବୋଲି ମଙ୍ଗଳବାର ଦିନ ଭାରତ କହିଛି। ଭାରତ ଆହୁରି ମଧ୍ୟ କହିଛି ଯେ,

ସେପ୍ଟେମ୍ବରରୁ ୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ମିଳିବ କୋଭାକ୍ସିନ ଟିକା

ନୂଆଦିଲ୍ଲୀ ୨୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ କୋଭିଡ ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଇଥିବାବେଳେ ପିଲାଙ୍କ ପାଇଁ କୋଭିଡ ଟିକା ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବା ଆଶା କରାଯାଉଛି। ଭାରତ ବାୟୋଟେକ୍‍ ପକ୍ଷରୁ ପିଲାଙ୍କ ପାଇଁ କୋଭାକ୍ସିନ ଟିକା ପ୍ରସ୍ତୁତି ଚାଲିଛି। ସେପ୍ଟେମ୍ବର

ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ହେବନାହିଁ ରଥଯାତ୍ରା -ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର ୨୩/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଚଳିତ ବର୍ଷ ପୁରୀ ବ୍ୟତୀତ ଅନ୍ୟ କେଉଁଠାରେ ରଥଯାତ୍ରାକୁ ଅନୁମତି ଦେବା ପ୍ରସଙ୍ଗରେ ଏ ସମ୍ପର୍କିତ ନିଷ୍ପତ୍ତିକୁ ଓଡ଼ିଶା ହାଇକୋର୍ଟ କାଏମ ରଖିଛନ୍ତି। ରାଜ୍ୟ ସରକାରଙ୍କ ଏ ସମ୍ପର୍କିତ ନିଷ୍ପତ୍ତିରେ ଓଡିଶା ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା

ଜୁଲାଇ ୧ରୁ ଆରମ୍ଭ ହେବ ଚାରଧାମ ଯାତ୍ରା

ଡେରାଡୁନ: ଚାରଧାମ ଯାତ୍ରା ଆଗାମୀ ଜୁଲାଇ ୧ ତାରିଖରୁ ଆରମ୍ଭ ହେବ। ଉତ୍ତରାଖଣ୍ଡ ସରକାର ହିମାଳୟ ପର୍ବତମାଳାରେ ଥିବା ପ୍ରସିଦ୍ଧ ଚାରିଟି ତୀର୍ଥସ୍ଥଳ ପାଇଁ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ସ୍ଥାନୀୟ ଅଧିବାସୀଙ୍କୁ ଜୁଲାଇ ୧ରୁ ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳର
error: Content is protected !!
Open chat