ଅଧିକ ମିତ୍ରରାଷ୍ଟ୍ରଗୁଡ଼ିକୁ ଭାରତ ଯୋଗାଇବ କୋଭିଡ ଟିକା – ବୈଦେଶିକ ମନ୍ତ୍ରୀ

ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି, ଭାରତ କୋଭିଡ ୧୯ ସମୟରେ ବିଶ୍ୱର ୧୫୦ଟିରୁ ଅଧିକ ଦେଶକୁ ଚିକିତ୍ସା ସାମଗ୍ରୀ ଯୋଗାଇଛି। ଇସ୍ରାଏଲ୍‍ର ଜାତୀୟ ସୁରକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି, ଏପରିକି ଭାରତରେ କୋଭିଡ ପ୍ରତିଷେଧକ

କୃଷି ଆଇନକୁ ବିରୋଧ: ଆଖି ବୁଜିଲେ ଆଦିବାସୀ ମହିଳା କୃଷକ ନେତ୍ରୀ

ବର୍ଡରରେ ଜାନୁୟାରୀ ୧୬ରୁ କୃଷି ଆଇନ ବିରୋଧରେ ଧାରଣା ଦେଇଥିବା ଜଣେ ମହିଳା ଚାଷୀ ନେତ୍ରୀଙ୍କର ବୁଧବାର ରାତିରେ ମୃତ୍ୟୁ ଘଟିଛି। ମହିଳା ଜଣକ ହେଉଛନ୍ତି ମହାରାଷ୍ଟ୍ରର ନନ୍ଦୁରବାର ଜିଲା ଅନ୍ତର୍ଗତ ଆମ୍ବାବାରୀ ଗ୍ରାମର ସୀତାବାଇ ରାମଦାସ ତଡବୀ(୫୬)। ଅତ୍ୟଧିକ ଥଣ୍ଡା ଯୋଗୁ ତାଙ୍କର ମୃତ୍ୟୁ

ଗାଙ୍ଗୁଲିଙ୍କର ପୁନର୍ବାର ଆଞ୍ଜିଓପ୍ଲାଷ୍ଟି କଲେ ଡାକ୍ତର, ଆଉ ୨ଟି ଷ୍ଟେଣ୍ଟ ଲାଗିଲା

କଲକାତା: ବିସିସିଆଇ ସଭାପତି ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ପୁନର୍ବାର ହୃଦଘାତ ଯୋଗୁ କଲକାତାର ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମାସକ ମଧ୍ୟରେ ୨ୟ ଥର ପାଇଁ ହୃଦ୍‌ଘାତ ଯୋଗୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ତାଙ୍କଠାରେ ପୁନର୍ବାର

୨୦୨୧ ହେବ ଅଭାବୀ ଲୋକଙ୍କୁ ଟିକା ଯୋଗାଣ ସମସ୍ୟା ସମାଧାନର ବର୍ଷ – ଡଃ ହର୍ଷବର୍ଦ୍ଧନ

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଭିଡିଓ କନଫରେନସିଂ ମାଧ୍ୟମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କାର୍ଯ୍ୟନିର୍ବାହୀ ବୋର୍ଡର ୧୪୮ ତମ ଅଧିବେଶନରେ ଅଧ୍ୟକ୍ଷତା କରିଛନ୍ତି। ସେ ତାଙ୍କ ଅଭିଭାଷଣରେ ବିଶ୍ୱର ଅତ୍ୟଧିକ ଅଭାବୀ ବ୍ୟକ୍ତିଙ୍କ ଜୀବନରେ ଉଲ୍ଲେଖନୀୟ

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ହତ୍ୟା ସନ୍ଦେହ, ସ୍କୁଟିରେ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଦେଲେ ଦୁଇ…

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ହତ୍ୟା ପରେ ଯାଜପୁର ଜିଲାରେ ଫିଙ୍ଗି ଦିଆଯାଇଛି। ଦୁଇ ଯୁବକ ଜଣ ଯୁବକ ଏକ ସ୍କୁଟିରେ ଯୁବତୀଙ୍କ ମୃତ ଦେହକୁ ଆଣି ଯାଜପୁର ଜିଲାରେ ଫିଙ୍ଗି ଦେଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ଆଜି ଦୁଇଜଣ ଯୁବକ ମୃତାଛାତ୍ରୀଙ୍କୁ

ଆନ୍ଦୋଳନରତ କୃଷକ ସଂଗଠନ ହାତ ଛାଡିଲେ ୨ କୃଷି ସଂଗଠନ

ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ ସମୟରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଘଟଣାରେ ୨ଟି କୃଷକ ସଂଗଠନ ରାଷ୍ଟ୍ରିୟ କିସାନ ମଜଦୁର ସଂଗଠନ ଏବଂ ଭାରତୀୟ କିସନ ୟୁନିଅନ (ଭାନୁ) ଆଜି କୃଷକଙ୍କ ବିରୋଧକୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି।ଭାରତୀୟ କିସାନ ୟୁନିଅନ (ଭାନୁ)ର ଅଧ୍ୟକ୍ଷ ଠାକୁର ଭାନୁ

ଅଜବ ଭାରତ: ଜମିରେ ଫଳୁଛି ହଳଦିଆ ଓ ବାଇଗଣୀ ରଙ୍ଗର ଫୁଲକୋବି

ଗୋରଖପୁର: ଆପଣ କେବେ ହଳଦିଆ ଏବଂ ବାଇଗଣୀ ରଙ୍ଗର ଫୁଲକୋବି ଦେଖିଛନ୍ତି କି ?ଫଟୋରେ ଦେଖିବାକୁ ମିଳିଥିବା ଭିନ୍ନ ରଙ୍ଗର ଫୁଲକୋବି ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି | ତେବେ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ପିପିଗଞ୍ଜ ଅଞ୍ଚଳର ଜଣେ ଚାଷୀ ଏଭଳି ରଙ୍ଗୀନ ଫୁଲକୋବି ଚାଷ

ଦେବରାଜ ସାହୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ମାଷ୍ଟରମାଇଣ୍ଡ୍ ଅଜୟ ସମେତ ୫ ଗିରଫ

ବ୍ରହ୍ମପୁର : ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ପୁଲିସ । ଏହା ଘଟଣାର ମାଷ୍ଟରମାଇଣ୍ଡ ଅଜୟ ବାରିକ ସମେତ ମୋଟ ୫ ଜଣଙ୍କୁ ପୁଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି । ପୂର୍ବ ଶତ୍ରୁତାରୁ ଏହି

ପରାକ୍ରମ ଦିବସ; ଭିକ୍ଟୋରିଆ ମେମୋରିଆଲ ସମାରୋହରେ ଯୋଗଦେଲେ ମୋଦୀ ଓ ମମତା

କଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀକୁ ଚଳିତବର୍ଷଠାରୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଶନିବାର କଲକାତାର ଭିକ୍ଟୋରିଆ ମେମୋରିଆଲରେ ବିରାଟ ସମାରୋହର ଆୟୋଜନ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିସରରେ ବୀର ସୁରେନ୍ଦ୍ର…

ଝାରସୁଗୁଡ଼ା: ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିସରରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଆଜି ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ବିମାନ ବନ୍ଦର ପରିସରରେ ଏହି ୧୪ ଫୁଟ ଉଚ୍ଚତା
error: Content is protected !!
Open chat