Browsing Category

Breaking News

ଆଜି ପ୍ରକାଶ ପାଇଲା +୨ ବାଣିଜ୍ୟ ପରୀକ୍ଷାଫଳ : ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୮୮.୭୦% ପାସ‌ ହାର ଥିବାବେଳେ ଦେବଗଡ଼…

ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ଟ୍ୱିଟ କରି ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇଲେ । ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮ : ଆଜି ପ୍ରକାଶ ପାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ଵାରା ପରିଚାଳିତ +୨ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ।

ରାଜଗାଙ୍ଗପୁର: ଜୁଆ ଆଡ୍ଦା ଉପରେ ପୋଲିସ ଚଢ଼ଉ – ୧୬ ଗିରଫ, ୩୭,୭୩୪ ଟଙ୍କା ସମେତ, ୩ ମଟର ସାଇକେଲ,୧୬ଟି ମୋବାଇଲ…

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ସୌମ୍ୟଜିତ ସ୍ୱାଇଁ),୧୯/୦୮: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରରେ ନିଶା ଓ ଜୁଆ ଖେଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ଛୁଆ ଠାରୁ ବୁୁୁୁୁୁଢା ପର୍ଯ୍ୟନ୍ତ ଆବାଳବୃଦ୍ଧ ସମସ୍ତେ ଏହି କୁ-କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଫଳରେ ସମାଜରେ ଏହାର କୁପ୍ରଭାବ

ଆଜି ପୂର୍ବାହ୍ନ ୧୧.୩୦ରେ ପ୍ରକାଶ ପାଇବ +୨ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮: ଆଜି ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । ୧୯ ତାରିଖ ପୂର୍ବାହ୍ନ ୧୧ ଟା ୩୦ରେ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନେ

ଟ୍ୱିନସିଟିରେ କରୋନା କଟକଣା ସହ ଗଣେଶ ପୂଜା ଅନୁମତି ପ୍ରଦାନ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: କଟକ ସହରର ମଙ୍ଗଳାବାଗ ଥାନା ଅନ୍ତର୍ଗତ ବକ୍ସିବଜାର ନିକଟ ବାଣୀସାହିର ଆବେଦନକାରୀ ଶିବେନ୍ଦ୍ର କୁମାର ହାତୀ (୬୫) ହାଇକୋର୍ଟରେ ଭୁବନେଶ୍ୱର ଓ କଟକରେ ଗଣେଶ ପୂଜା ବନ୍ଦ ନେଇ ଜାରି ନିର୍ଦ୍ଦେଶନାମା ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଦେଶରେ କରୋନା ଟିକା ପ୍ରସ୍ତୁତି ଦ୍ରୁତଗତିରେ ଆଗେଇ ଚାଲିଛି: ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ.ପଲ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: ଆମ ଦେଶରେ ବର୍ତ୍ତମାନ କରୋନା ଟିକା ପ୍ରସ୍ତୁତିରେ ଦ୍ରୁତ ଅଗ୍ରଗତି ଦେଖାଦେଇଛି । ଆସନ୍ତାକାଲି ଠାରୁ ଗୋଟିଏ କରୋନା ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହେବ ବୋଲି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ.ପଲ ଆଜି କହିଛନ୍ତି। ଅନ୍ୟ ୨ଟି ଟିକାର

ନିର୍ବାଚନ ଆୟୋଗଙ୍କ ଇସ୍ତଫା: ଏସିଆନ ବିକାଶ ବ୍ୟାଙ୍କ (ଏଡିବି)ର ଉପ-ସଭାପତି ଦାୟିତ୍ଵରେ ରହିବେ ଅଶୋକ ଲାଭାସା

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: ନିର୍ବାଚନ ଆୟୋଗ ଅଶୋକ ଲାଭାସା ଆଜି ନିଜର ପଦରୁ ଇସ୍ତଫା ଦେଇଛନ୍ତି। ଲଭାସା ଆଗାମୀ ମାସରେ ଫିଲିପାଇନ୍ସ ସ୍ଥିତ ଏସିଆନ  ବିକାଶ ବ୍ୟାଙ୍କ(ଏଡିବି)ରେ ଉପ ସଭାପତି ଦାୟିତ୍ଵ ସମ୍ଭାଳିବେ। ସେ ଏଡିବିରେ ଦିବାକର ଗୁପ୍ତାଙ୍କ ସ୍ଥାନ ନେବେ। ଲାଭାସା

ବହୁ ପ୍ରତୀକ୍ଷିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ୨୦୨୦କୁ ସରକାର ଅନୁମତି ଦେଲେ : ୨୨୨ କୋଟି ଟଙ୍କା ଦେଇ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ମଧ୍ୟରେ ସମସ୍ତ ମ୍ୟାଚ ଆୟୋଜନ କରାଯିବ। ଶେଷରେ ବହୁ ପ୍ରତୀକ୍ଷିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ସରକାର ଅନୁମତି ଦେଇଛନ୍ତି। ୟୁନାଇଟେଡ୍‌ ଆରବ ଏମିରେଟ୍‌ସ (ୟୁଏଇ)ରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି

କୋଭିଡ ନମୁନା ପରୀକ୍ଷାରେ ଓଡିଶା ଆଗୁଆ: ରାଜ୍ୟରେ ୧୦ ଲକ୍ଷ ଟପିଲା କରୋନା ନମୂନା ପରୀକ୍ଷଣ – ଟ୍ୱିଟ କରି…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮ : ଓଡିଶା ନମୂନା ପରୀକ୍ଷଣ କରିବାରେ ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି। ନମୂନା ପରୀକ୍ଷା କରି ପ୍ରତି ୧୦ ଲକ୍ଷ ଜନସଂଖ୍ୟା ତୁଳନାରେ ଓଡିଶା ଜାତୀୟ ହାରଠାରୁ ଦୁଇ ଗୁଣ ଅଧିକ ରହିଛି। କରୋନା ସଂକ୍ରମଣକୁ ରୋକିବା ଏବଂ ରୋଗୀଙ୍କୁ ଚିହ୍ନଟ

ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଏସ.‌କେ.ସାଇନିଙ୍କ ଆଶ୍ୱାସନା: “ଭାରତୀୟ ସେନା ସ୍ୱଦେଶୀ ଅସ୍ତ୍ରରେ ଯୁଦ୍ଧ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮ : ସ୍ୱଦେଶ ନିର୍ମିତ ଅସ୍ତ୍ରଶସ୍ତ୍ର ଦ୍ୱାରା ସେନା ବାହିନୀ ଲଢ଼ିବାକୁ ପ୍ରସ୍ତୁତ ଅଛି ବୋଲି ‘ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର୍‌ ଅଫ୍ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି’ର (ଏଫ୍‌ଆଇସିସିଆଇ) ୱେବିନର୍‌ରେ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ୍‌ ଜେନେରାଲ୍

ରାଜଗାଙ୍ଗପୁର: ବିଧାୟକଙ୍କ ଦ୍ଵାରା ହସ୍ପିଟାଲ ଓ ବିଭିନ୍ନ ସରକାରୀ ଅଫିସ ମାନଙ୍କରେ ସେନସରଯୁକ୍ତ ସ୍ୱୟଂଚାଳିତ…

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ସୌମ୍ୟଜିତ ସ୍ୱାଇଁ),୧୭/୦୮ : ଦୀର୍ଘ ଦିନ ହେବ ସାରା ବିଶ୍ୱରେ ଚୀନରୁ ସୃଷ୍ଟି ହୋଇଥିବା କରୋନା ମହାମାରୀର ଆତଙ୍କ ତାର ତାଣ୍ଡବ ରଚି ଚାଲିଛି । ଶିଶୁ ଠାରୁ ବୃଦ୍ଧ-ବୃଦ୍ଧା ସମସ୍ତେ ତାର ପ୍ରଭାବରେ ପ୍ରଭାବିତ। ଏଥିରୁ ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର
error: Content is protected !!
Open chat