Browsing Category

Breaking News

ଏଣିକି ବ୍ୟବସାୟିକ କୋଇଲା ଉତ୍ତୋଳନ ପାଇଁ ଭାରତରେ ହୋଇପାରିବ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ୨୦୧୭ରେ ପ୍ରଣୀତ ହୋଇଥିବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ନୀତିରେ ଆବଶ୍ୟକ ସଂଶୋଧନ କରାଯାଇଛି ଏବଂ ଏଥିପାଇଁ କେନ୍ଦ୍ର ସରକାର ପ୍ରେସନୋଟ ଜାରି କରିଛନ୍ତି। ତଦନୁସାରେ କୋଇଲା ଖନନ ଓ ଉତ୍ତୋଳନ ଆଦି କାର୍ଯ୍ୟରେ ଶତପ୍ରତିଶତ

ସାବଧାନ !! ଚାଇନାରୁ ଆସୁଛି ରହସ୍ୟମୟ ମଞ୍ଜି : ଘାରୁଛି ଚୀନ ପ୍ରାୟୋଜିତ ଆଉ ଜୈବ ଆତଙ୍କବାଦର ଭୟ !

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୪/୦୮ : ଚୀନରୁ ବାହାରିଥିବା କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିରଖିଥିବାବେଳେ ଚୀନ ଆଉ ଏକ କାରସାଦି ଆରମ୍ଭ କରିଛି । ବିଭିନ୍ନ ଦେଶର ଲୋକମାନେ ପାର୍ସଲ ମାଧ୍ୟମରେ ଏକ ରହସ୍ୟମୟ ମଞ୍ଜି ପାଉଛନ୍ତି । ଏହି ପାର୍ସଲ ଚୀନରୁ ଆସୁଥିବା କୁହାଯାଉଛି ।

ନରମିଲେ ନେପାଳ ସରକାର : ଭାରତୀୟ ଚ୍ୟାନେଲର ପୁନଃ ପ୍ରସାରଣ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ / କାଠମାଣ୍ଡୁ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ କ୍ଷମତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟି ସଭାପତି ପଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ମଧ୍ୟରେ ଚାଲି଼ଥିବା ବୈଠକ ଅସମ୍ପୂର୍ଣ୍ଣ ଥିଲା । ତେବେ ନେପାଳୀ ଗଣମାଧ୍ୟମର ଖବର ଅନୁଯାୟୀ ଉଭୟ

ପ୍ରଥମ ଅଣ-ଗୋରା ବ୍ୟକ୍ତି ଭାବେ ବ୍ରିଟିଶ ମୁଦ୍ରାରେ ସ୍ଥାନ ପାଇବେ ମହାତ୍ମା ଗାନ୍ଧୀ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୩/୦୮ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ବ୍ରିଟେନ ଏକ ମୁଦ୍ରା ଛାପିବାକୁ ଯାଉଛି। ଯେଉଁଥିରେ, ଜାତୀର ଜନକ ମହାତ୍ମା ଗାନ୍ଧୀଙ୍କୁ ସ୍ଥାନ ଦିଆଯିବ। ସଂଖ୍ୟାଲଘୁମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ପାଇଁ ବ୍ରିଟେନର ଟ୍ରେଜେରୀ ଶନିବାର

ରାଜ୍ୟ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳ ବଦଳ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୩/୦୮ :  ଆଜି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଆଜି ସରକାର ଉଭୟ ଆଇଏଏସ୍ ଏବଂ ଓଏଏସ୍ ସ୍ତରରେ ଏହି ଅଦଳ ବଦଳ କରିିିିିିିଥିବା ପ୍ରକାଶ। ଏଥିରେ ଛଅଜଣ ଆଇଏଏସ୍ ଏବଂ ଓଏଏସ୍ ଅଧିକାରୀଙ୍କ ବଦଳି କରାଯାଇଛି। ଏମାନଙ୍କ

ଭାରତ-ଚୀନ ସୀମା ବିବାଦ : ପୁଣି କାରସାଦି କରି ଲିପୁଲେଖ ସୀମାନ୍ତରେ ଠୁଳ ହେଲେଣି ୧,୦୦୦ ଚାଇନା ସୈନିକ !!

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୩/୦୮ : ଲିପୁଲେଖ ଅଞ୍ଚଳ ଭାରତ, ନେପାଳ ଓ ଚୀନ୍ ସୀମାକୁ ମିଶାଉଥିବା ସ୍ଥାନ, ଯାହାକି ଗତ କିଛି ଦିନ ଧରି ବେଶ୍ ଚର୍ଚ୍ଚାର ପରିସରରେ ରହିଛି। ଚୀନର ଏକ ବାଟାଲିୟନ ଅର୍ଥାତ ୧ ହଜାର ସୈନିକ ସେଠାରେ ମୁତୟନ ଅଛନ୍ତି। ଭାରତ ମଧ୍ୟ ନିଜର ସେହି ପରିମାଣ

ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମ : ଅସଦୁଦ୍ଦୀନ ଓବେସୀଙ୍କୁ ନିମନ୍ତ୍ରଣ କଲେ ତେଲେଙ୍ଗାନା ବିଜେପି ମୁଖ୍ୟ…

ନୂଆଦିଲ୍ଲୀ / ହାଇଦ୍ରାବାଦ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ତେଲେଙ୍ଗାନା ବିଜେପି ନେତା ତଥା ମୁଖ୍ୟ ପ୍ରବକ୍ତା କୃଷ୍ଣ ସାଗର ରାଓ ଅଯୋଧ୍ୟା ରାମମନ୍ଦିର ଭୂମି ପୂଜନକୁ ଅସଦୁଦ୍ଦୀନ ଓବେସୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ

ଭାରତୀୟ ରେଳବାଇର ୧୦୯ ରୁଟର, ୧୫୧ଟି ଟ୍ରେନରେ ଖୁବଶୀଘ୍ର ହୋଇପାରେ ଘରୋଇକରଣ : ଟ୍ରେନ ଟିକେଟ ଭଡାରେ ରହିବ ନାହିଁ କୌଣସି…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ଭାରତୀୟ ରେଳବାଇ ୩୫ ବର୍ଷ ପାଇଁ ବେସରକାରୀ କମ୍ପାନୀଙ୍କୁ ୧୦୯ ରୁଟ୍ ରେ ୧୫୧ ଟି ଟ୍ରେନ୍ ଚଳାଇବା ଦେବାକୁ ଯାଉଛି। ଏଥିପାଇଁ ଅନେକ ଆଶାୟୀ କମ୍ପାନୀ ଆବେଦନ କରିବାକୁ ଚାହୁଁଛନ୍ତି। ଇଣ୍ଡିଆନ୍‌ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟରୁ

ଭାରତରେ ମୋବାଇଲ କାରଖାନା ବସାଇବା ଲାଗି ୨୨ ବିଶ୍ୱସ୍ତରୀୟ କମ୍ପାନୀ ଆଗ୍ରହୀ : କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର…

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୨/୦୮ : ଭାରତରେ ମୋବାଇଲ ନିର୍ମାଣ ଲାଗି ଜର୍ମାନ, ଦକ୍ଷିଣକୋରିଆ, ତାଇୱାନ, ଅଷ୍ଟ୍ରିଆ କମ୍ପାନୀ ଆଗ୍ରହୀ - ସାମସଙ୍ଗ, ଆପଲ୍, ଡ଼ିକ୍ସନ, ଲାଭା ଆଦି କମ୍ପାନୀ ନିମନ୍ତେ ଠିକାରେ କାମ କରୁଥିବା କିଛି ଭାରତୀୟ କମ୍ପାନୀ ସହ ବିଦେଶର ୨୨ କମ୍ପାନୀ

ଚୀନରେ ଅତିଷ୍ଠ ‘ଵିଘର’ ମୁସଲିମ୍‌ ମହିଳା : ଖୋଲିଲେ ବେଜିଂ ପ୍ରଶାସନର ମୁଖା ! !

ବେଜିଂ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୦୮ : ଦୀର୍ଘ ବର୍ଷ ଧରି ଚୀନ୍‌ର ଜିଞ୍ଜିଆଙ୍ଗ ପ୍ରଦେଶରେ ରହୁଥିବା ତୁର୍କୀର ସଂଖ୍ୟାଲଘୁ ଵିଘର ମୁସଲିମ୍‌ ମହିଳାମାନେ ଦେଶ ଭିତରେ ଓ ବାହାରେ ଚୀନୀ ସରକାରଙ୍କ ବିରୋଧରେ ନାନା ଅଭିଯୋଗ ଗୋପନରେ ଉଠାଇ ଆସିଛନ୍ତି। ସେଗୁଡ଼ିକ ମଧ୍ୟରେ ବଳପ୍ରୟୋଗ ପରିବାର
error: Content is protected !!
Open chat