Browsing Category
Breaking News
ମାର୍ଚ୍ଚ 2021 ସୁଦ୍ଧା କରୋନା ଟିକା ଆରମ୍ଭ ହେବ: Zydus Cadila |
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭ : ଜାଇଡସ୍ କ୍ୟାଡିଲା ହେଲଥ କେୟାର ଲିମିଟେଡ୍ ଜୁଲାଇ 15 ରୁ COVID-19 ଟିକା ପାଇଁ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିଛି। ଏହି ସୂଚନା ପ୍ରଦାନ କରି ଜାଇଡସ୍ କ୍ୟାଡିଲାର ଚେୟାରମ୍ୟାନ୍ ତଥା ଏମଡି ପଙ୍କଜ ଆର ପଟେଲ କହିଛନ୍ତି ଯେ ଏକ ସମ୍ଭାବ୍ୟ ଟିକା!-->…
ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପୁଣି ଥରେ ନିଜ ବୟାନରେ ଅଟଳ ଥିବା ଦୋହରାଇଲେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ :…
ମୁମ୍ବାଇ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୮/୦୭ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ କଙ୍ଗନା ରାଣାଓ୍ବତ ବଲିଉଡର ଅନେକ ବଡ଼ ବଡ଼ ଡାଇରେକ୍ଟର-ପ୍ରଡ୍ୟୁସର ଏବଂ ଅଭିନେତାଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ବଲିଉଡରେ ନେପୋଟିଜମ ଯୋଗୁଁ ସୁଶାନ୍ତ ସୁଇସାଇଡ ଭଳି ଚରମ ନିଷ୍ପତ୍ତି!-->…
ବଢୁଛି ସ୍ଥାନୀୟ ସଂକ୍ରମଣ; ଭୁବନେଶ୍ବରରେ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭: ଭୁବନେଶ୍ବରରେ ଶନିବାର ଆଉ ୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୪୧ଜଣ ଓ ସ୍ଥାନୀୟ ସଂକ୍ରମଣ ୪୬ଜଣ ରହିଛନ୍ତି । ଏ ନେଇ ବିଏମ୍ସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
!-->!-->!-->…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଚାଇନା ଆପ୍ ଟିକ୍ଟକ୍ ବିରୋଧରେ ଇନଷ୍ଟାଗ୍ରାମ୍-ଫେସ୍ବୁକ୍ରେ ଆଡ୍…
ଓ୍ବାଶିଂଟନ / ନୂଆଦିଲ୍ଲୀ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୧୮/୦୭ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶର୍ଟ ଭିଡ଼ିଓ ମେକିଂ ଆପ୍ ଟିକ୍ଟକ୍ ବିରୋଧରେ ଫେସ୍ବୁକ୍ ଏବଂ ଇନଷ୍ଟାଗ୍ରାମ୍ରେ ଆଡ୍ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି। ଏହି ଆପ୍ ଆମେରିକା ନାଗରିକଙ୍କ ଗୁପ୍ତ ତଥ୍ୟ ଚୋରି!-->…
ରାଜ୍ଯ ସରକାରୀ କର୍ମଚାରୀଙ୍କ ପାଇଁ କଟକଣା : ଲକଡାଉନ୍ ସମୟରେ ଛାଡି ପାରିବେନି ହେଡ୍-କ୍ୱାର୍ଟର୍
ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୧୮/୦୭ : କରୋନା ସଂକ୍ରମଣ ରୋକିବାକୁ କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ସହରରେ ଲକଡାଉନ୍ ଲାଗୁ ହୋଇଛି। ଏହି ଲକ୍ଡାଉନ୍ରେ ଜରୁରୀ ସେବା ବାଦ୍ ଅନ୍ୟ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ । ରାଜ୍ୟର ୪ ଜିଲ୍ଲାରେ ଲାଗୁ!-->…
ଏଣିକି ହଟସ୍ପଟ ଜିଲାର ରୋଗୀଙ୍କୁ ଚିକିତ୍ସା ନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ : ଘରୋଇ ହସ୍ପିଟାଲ ଓ କ୍ଲିନିକକୁ…
ଭୁବନେଶ୍ବର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୮/୦୭ : ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ରାଜ୍ୟ ସରକାରଙ୍କ ଚେତାବନୀ। ରାଜ୍ୟର କରୋନା ହଟସ୍ପଟ ଜିଲାରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନକଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦେବା ହେଉଛି!-->…
ଟିକା ପ୍ରସ୍ତୁତ ନ ହେବା ଯାଏ କରୋନା କଟକଣା ମାନନ୍ତୁ – କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୮/୦୭ : କରୋନା ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଆମ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ। କରୋନା ଟିକା ତିଆରି ନ ହେବା ପର୍ଯ୍ୟନ୍ତ ଆମକୁ କଟକଣା ମାନିବାକୁ ପଡ଼ିବ। ମାସ୍କ ପିନ୍ଧିବାକୁ!-->…
ରାଜ୍ୟରେ ଆଜି ପୁଣି ୫୯୧ କରୋନା ପଜିଟିଭ୍ ଚିହ୍ନଟ ,୧୯୭ ସ୍ଥାନୀୟ ସଂକ୍ରମିତ – ମୋଟ ଆକ୍ରାନ୍ତ ସଂଖ୍ୟା୧୬,୭୦୧ରେ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭ : ସାରା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୫୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯୪ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୯୭ ଜଣ ଚିହ୍ନଟ!-->…
ଅଭିନେତ୍ରୀ ଐଶ୍ୱର୍ୟ୍ୟା ଓ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୧୮/୦୭ : ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି । ୪୬ ବର୍ଷୀୟା ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ ତାଙ୍କ!-->…
ରାଜସ୍ଥାନରେ ହାଇ-ଭୋଲଟେଜ ରାଜନୈତିକ ଡ୍ରାମା : ବାଚସ୍ପତିଙ୍କ ନୋଟିସ ବିରୋଧରେ୧୯ ବିଦ୍ରୋହୀ ବିଧାୟକ ହାଇକୋର୍ଟଙ୍କ…
ଜୟପୁର / ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜସ୍ଥାନ ପିସିସି ସଭାପତି ସଚିନ ପାଇଲଟଙ୍କ ସମେତ ୧୯ ଜଣ ବିଧାୟକଙ୍କୁ ନୋଟିସ ବିରୋଧରେ ହାଇକୋର୍ଟରେ ରୁଜୁ ମାମଲାର ଶୁକ୍ରବାର ଶୁଣାଣି ହୋଇଛି । ଏହାପୂର୍ବରୁ ଏହି!-->…