Browsing Category

Breaking News

ବେକାବୁ ହେଉଛି ରାଜଧାନୀ : ଆଜି ଭୁବନେଶ୍ଵରରୁ ରେକର୍ଡ ସଂଖ୍ୟକ ୧୨୪ ଆକ୍ରାନ୍ତ ଚିହ୍ନଟ – ହଜାରେ ଟପିଲା ମୋଟ…

ଭୁବନେଶ୍ଵର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ରାଜଧାନୀ ଭୁବନେଶ୍ଵରରେ ବେକାବୁ ହେଉଛି କରୋନା ସଂକ୍ରମଣ। ପ୍ରତିଦିନ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜଧାନୀ ଭୁବନେଶ୍ଵରରୁ ରେକର୍ଡ ସଂଖ୍ୟକ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷ କରି

ବିଶ୍ୱର ପ୍ରଥମ କରୋନା ଭ୍ୟାକସିନର ‘ହ୍ୟୁମାନ ଟ୍ରାଏଲ’ କଲା ଚୀନ : ବିନା ମଞ୍ଜୁରୀରେ ପରୀକ୍ଷଣ କରୁଛି…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ବିଶ୍ବରେ କରୋନାର ସବୁଠାରୁ ପ୍ରଥମେ ଭ୍ୟାକସିନ୍ ତିଆରି କରିବା ପାଇଁ ଚୀନର ଏକ କମ୍ପାନୀ ପରୀକ୍ଷଣ ଭାବରେ ନିଜର କର୍ମଚାରୀଙ୍କୁ କୋଭିଡ୍-୧୯ ଭ୍ୟାକସିନ୍ ଦେଇଛି। କୁହାଯାଉଛି ଯେ, ଏଥିପାଇଁ କମ୍ପାନୀକୁ କୌଣସି ଅନୁମତି ମିଳିନାହିଁ। ଦ୍ରୁତ

ଶେଷରେ ଭାରତର ଦାବି ମାନିଲା – କୁଳଭୂଷଣ ଯାଦବଙ୍କୁ ତୃତୀୟ ଥର ‘କନ୍‌ସୁଲାର୍‌ ଆକ୍ସେସ୍’ ପାଇଁ ଅନୁମତି…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଭାରତର ଦାବି ମାନିଲା ପାକିସ୍ତାନ। କୁଳଭୂଷଣ ଯାଦବଙ୍କୁ ତୃତୀୟ ଥର ଲାଗି କନ୍‌ସୁଲାର୍‌ ଆକ୍ସେସ୍ ପ୍ରଦାନ କଲା ପାକିସ୍ତାନ। କନସୁଲାର ଆକ୍ସେସ ମିଳିବା ପରେ କୁଳଭୂଷଣ ଯାଦବଙ୍କୁ ଭାରତୀୟ ଅଧିକାରୀ ଭେଟିପାରିବେ। ଏହି ସାକ୍ଷାତକାର ସମୟରେ

କୋଭିଡ ଯୋଦ୍ଧା ଅଙ୍ଗନୱାଡ଼ି, ଆଶା କର୍ମୀଙ୍କ କର୍ମକ୍ଷେତ୍ରରେ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ଭତ୍ତା : ସ୍ଵତନ୍ତ୍ର…

ଭୁବନେଶ୍ଵର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଅଙ୍ଗନଓ୍ବାଡି ଓ ଆଶାଙ୍କ ସମ୍ପର୍କୀୟଙ୍କୁ ଭତ୍ତା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୋଭିଡ ଯୋଦ୍ଧା ଭାବେ ପରିଚିତ ଅଙ୍ଗନୱାଡ଼ି ଏବଂ ଆଶା କର୍ମୀମାନଙ୍କ ପରିବାର ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ପ୍ରତିରକ୍ଷା ମନ୍ତ୍ରୀଙ୍କ ଦୁଇ ଦିନିଆ ଲେହ ଗସ୍ତ : ଭାରତୀୟ ସେନାର ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜନାଥ ସିଂହ

ନୂଆଦିଲ୍ଳୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଇ ଦିବସୀୟ ଲେହ ଯାତ୍ରାରେ ପହଁଞ୍ଚିଛନ୍ତି। ଲେହର ସ୍ଥାକନାରେ ସେନର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜପାଥ। ସ୍ଥାକନାରେ ଭାରତୀୟ ସେନାର ଖାସ୍ କାର୍ଯ୍ୟକ୍ରମ ଯବାନଙ୍କୁ ପାରା ଡ୍ରପଂ

ହ୍ୟାକର୍ସ ଙ୍କ ସାଇବର ଆଟାକ : ସାଇବର ହ୍ୟାକର୍ସଙ୍କ କବଳରେ ଓବାମା, ବିଲ୍‌ ଗେଟ୍ସଙ୍କ ସମେତ ବିଶ୍ୱର ଖ୍ୟାତନାମା…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମାଜନ ସିଇଓ ଜେଫ ବେଜୋସ, ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଏବଂ ଟେସ୍‌ଲା ସିଇଓ ଏଲନ୍‌ ମସ୍କଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଛି । ବିଶ୍ୱର ଖ୍ୟାତନାମା ଶିଳ୍ପପତି ଏବଂ ବଡ

ଟ୍ଵିନସିଟିରେ ‘ନାକାବନ୍ଦୀ’ – ବିନା କାରଣରେ କଟକ-ଭୁବନେଶ୍ୱର ଭିତରକୁ ଗାଡ଼ି ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : କଟକ-ଭୁବନେଶ୍ୱର ଟ୍ଵିନସିଟି ଭିତରକୁ ଏଣିକି ବିନା କାରଣରେ ବାହାର ଗାଡ଼ି ପ୍ରବେଶ କରିପାରିବନି । କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକକୁ ଛାଡ଼ି ସମସ୍ତ ବ୍ୟବସାୟିକ

ଆଜି ରାଜ୍ୟରେ ଆଉ ୭୧୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ : ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ପାର ହେଲା

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୭/୦୭ : ରାଜ୍ୟରେ ଦିନ କୁ ଦିନ କରୋନା ସ୍ଥିତି ବିସ୍ଫୋରକ ହେବାରେ ଲାଗିଛି। ଆକ୍ରାନ୍ତ ସଂଖ୍ୟା ମଧ୍ୟ ସବୁଦିନ ଲମ୍ବଡିଆଁ ମାରୁଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୨୪ଟି

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି : କରୋନା ମୁକାବିଲା ପାଇଁ ଆସନ୍ତାକାଲି, ଜୁଲାଇ ୧୭ ରାତି ୯ଟାରୁ ୩୧ଜୁଲାଇ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ୪ ଜିଲ୍ଲାରେ ଲକ୍‌ଡାଉନ୍‌ରେ ରହିବ । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାତି ୯ଟାରୁ ଲାଗୁହେବ ଲକ୍‌ଡାଉନ୍ । ଜୁଲାଇ ୩୧ ଯାଏଁ ବଳବତ୍ତର ରହିବ

ଅଲିମ୍ପିଆନ ଦୂତୀ ଚାନ୍ଦଙ୍କ ଅର୍ଥାଭାବ ଭେଳିକି : ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ତଥ୍ୟ ଉପସ୍ଥାପନା –…

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : ଚର୍ଚାରେ ଓଡ଼ିଶାର ଅଲିମ୍ପିଆନ ତଥା ଆଥଲେଟ ଦୂତୀ ଚାନ୍ଦ।ଅଲିମ୍ପିକ ପାଇଁ ଅର୍ଥ ଅଭାବ କହି ବିଏମ୍‌ଡବ୍ଲୁ କାର୍‌ ବିକ୍ରି କରିବାକୁ ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ କରିଥିଲେ ଧାବିକା ଦୂତୀ ଚାନ୍ଦ। କରୋନା ସମୟରେ କେହି ସ୍ପନ୍ସର ନ ମିଳିବା
error: Content is protected !!
Open chat