Browsing Category
Breaking News
ଓଲିଙ୍କ ବିବାଦୀୟ ‘ଅଯୋଧ୍ୟା’ ବୟାନ ନେଇ ସଫେଇ ଦେଲା ନେପାଳ ବୈଦେଶିକ ମନ୍ତ୍ରାଳୟ
ନୂଆଦିଲ୍ଲୀ / କାଠମାଣ୍ଡୁ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୭ : ନେପାଳ ପ୍ରଧାନମନ୍ତ୍ରୀ ଓଲି ନିଜର ଅଦ୍ଭୁତ ବୟାନକୁ ନେଇ ଆଲୋଚନାର ଶିକାର ହୋଇଥିବା ହେତୁ ନେପାଳର ବିଦେଶ ମନ୍ତ୍ରାଳୟ ସଫେଇ ଦେଇ କହିଛି ଯେ ଏହି ବୟାନର କୌଣସି ରାଜନୈତିକ ଲେନଦେନ ନାହିଁ । ଏହା ଦ୍ୱାରା କାହାର ଭାବନାକୁ ଆଘାତ!-->…
ରାଜସ୍ଥାନ ରାଜନୀତି ରେ ନୂଆ ମୋଡ: କଣ କରିବେ ସଚିନ ପାଇଲଟ ?
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୫/୦୭ : ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହୋଇଥିବା ସଚିନ ପାଇଲଟ ଏବେ କ‘ଣ କରିବେ, ତା’କୁ ନେଇ ଚର୍ଚ୍ଚା ଜୋରଧରିଛି। ସେ ବିଜେପିକୁ ଯିବେ ନା ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ ଗୋଟି ଚାଳନା କରିବେ, ତା’ ଉପରେ ସମସ୍ତଙ୍କ!-->…
ଓଡ଼ିଶାରେ କରୋନା ଆରୋଗ୍ୟହାର ବଢ଼ୁଛି : ରାଜେଶ ଭୂଷଣ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭: କରୋନା ଅପଡେଟ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ରାଜେଶ ଭୂଷଣଙ୍କ ସୂଚନା। ଦେଶରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବଢୁଥିବା କହିଲେ ରାଜେଶ। ଜୁଲାଇ ୧୨ ସୁଦ୍ଧା ଦେଶରେ କରୋନା ଆରୋଗ୍ୟ ହାର ୬୩% ରହିଛି। ଯାହା ଜାତୀୟ ହାର ଠାରୁ ୨୦ଟି ରାଜ୍ୟର!-->…
ଆଜି ମୁଖ୍ୟମନ୍ତ୍ରୀ ଅପରାହ୍ନ ୫ଟା ରେ ଭିସି ଜରିଆରେ ଓଡ଼ିଶାରେ ପ୍ଲାଜମା ଥେରାପି ବ୍ୟବସ୍ଥାର ଶୁଭାରମ୍ଭ କରିବେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭ : ଆଜି ଠାରୁ ଓଡ଼ିଶାରେ ଆରମ୍ଭ ହେଲା ପ୍ଲାଜମା ଥେରାପି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।
SCB ମେଡିକାଲରେ ଅପରାହ୍ଣ ୫ଟା ୧୫ରେ ଭିସି ଜରିଆରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ @Naveen_Odisha!-->!-->!-->…
ବିହାରରେ ଜୁଲାଇ ୧୬ରୁ ୩୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା ହେଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ପାଟନା ୧୫/୦୭ : କୋଭିଡ୍-୧୯ ବିସ୍ତାର ଦମନ କରିବାକୁ ଜୁଲାଇ ୧୬ରୁ ୩୧ ତାରିଖଯାଏଁ ବିହାରରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହେବ ବୋଲି ମଙ୍ଗଳବାର ଦିନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀ ଘୋଷଣା କରିଛନ୍ତି। ରାଜ୍ୟରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା!-->…
ଭାରତରେ ପ୍ରସ୍ତୁତ ଦୁଇଟି ଭ୍ୟାକ୍ସିନ୍ ର ମାନବ ପରୀକ୍ଷଣ ଆରମ୍ଭ : ଆଇସିଏମଆର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୫/୦୭: ଭାରତରେ ଏବେ ଦୁଇଟି କରୋନା ଟୀକା ଉପରେ ପରୀକ୍ଷଣ ଚାଲିଛି । ପଶୁମାନଙ୍କ ଉପରେ ସେଗୁଡ଼ିକର ପରୀକ୍ଷଣ ସଫଳର ରହିବା ପରେ ମାନବ ପରୀକ୍ଷଣ ଆରମ୍ଭ ହୋଇଛି ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ କୁହାଯାଇଛି ।
ସ୍ୱାସ୍ଥ୍ୟ!-->!-->!-->!-->!-->…
ଆସନ୍ତାକାଲି ଠାରୁ ବିହାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଗୋଆରେ ଅତି ପ୍ରବଳ ବର୍ଷା ସମ୍ଭାବନା: ଭାରତୀୟ ପାଣିପାଗ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୪/୦୭ : ଓଡ଼ିଶା,ବିହାର, ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, କୋଙ୍କଣ ଏବଂ ଗୋଆରେ ଆସନ୍ତାକାଲି ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି।
ଏହାଛଡ଼ା ଉତ୍ତର ପ୍ରଦେଶ,!-->!-->!-->!-->!-->…
ରାଜ୍ୟର ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ
ଭୁବନେଶ୍ୱର / ବାଲେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ବାଲେଶ୍ୱର ଜିଲ୍ଲାର ଆଉ ଜଣେ ବିଧାୟକଙ୍କୁ କରୋନା। ବିଜେଡିର ଜଣେ ବିଧାୟକ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କରୋନା ସଂକ୍ରମିତ ହୋଇଥିବା ନେଇ ସଂପୃକ୍ତ ବିଧାୟକଙ୍କ ସୂଚନା ଦେଇଛନ୍ତି।ଏହି ବିଧାୟକ ହେଲେ ବାଲେଶ୍ୱର!-->…
ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୩୭ କୋଭିଡ୍ ଯୋଦ୍ଧାଙ୍କ ସମେତ ୫୨ କରୋନା ଆକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡ଼ / ରାଉଲକେଲା, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ସୁନ୍ଦରଗଡ଼ ଆଜି ଜିଲ୍ଲାରୁ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୭ ଜଣ କରୋନା ଯୋଦ୍ଧା ଥିବା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଏହି କରୋନା ଯୋଦ୍ଧାଙ୍କ!-->…
ଓଡ଼ିଆ ମନୋରଞ୍ଜନ ଶିଳ୍ପରେ ଖୁସିର ଲହରି : ଏସ୍ଓପି ଅନୁସରଣ ସହ ସୁଟିଂ ପାଇଁ ସରକାରଙ୍କ ସବୁଜ ସଂକେତ
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ଚଳଚ୍ଚିତ୍ର ସୁଟିଂ ନେଇ ରାଜ୍ୟ ସରକାର ସବୁଜ ସଂକେତ ଦେବା ପରେ ଓଲିଉଡରେ ଖୁସିର ଲହରି ଖେଳିଯାଇଛି। ସୁଟିଂ ସମୟରେ କରୋନା କଟକଣା ମାନିବାକୁ ନିର୍ଦେଶ ଦିଆଯାଇଛି। ଏହାର ଗୁରୁଦାୟିତ୍ୱ ରହିଛି ପ୍ରଡକ୍ସନ ସଂସ୍ଥା ଉପରେ। ଚଳିତ ମାସ ୭!-->…