Browsing Category

Breaking News

ଆଇପିଏସ୍‌ ସ୍ତରରେ ବଡ ଧରଣର ଅଦଳ ବଦଳ : ବଦଳିଲେ ଭୁବନେଶ୍ୱର ଓ କଟକ ଡିସିପି

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ଆଜି ରାଜ୍ୟରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇ ଯାଇଛି। ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ ହୋଇଛନ୍ତି।  ପୁରୀ ଏସପି ଉମାଶଙ୍କର ଦାଶ ଭୁବନେଶ୍ୱର ଡିସିପି ଦାୟିତ୍ୱ ନେଇଥିବାବେଳେ କଟକ ଡିସିପି ହେଲେ

ରାଜସ୍ଥାନ ପିସିସି ମୁଖ୍ୟ ଏବଂ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ,ଅନ୍ୟ ୨ ମନ୍ତ୍ରୀ ବି ବରଖାସ୍ତ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ଆକ୍ସନ ମୁଡରେ କଂଗ୍ରେସ ହାଇକମାଣ୍ଡ । ରାଜସ୍ଥାନ ପିସିସି ମୁଖ୍ୟ ଏବଂ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ । ଏନେଇ ସୂଚନା ଦେଇଛନ୍ତି କଂଗ୍ରସର ଜାତୀୟ ମୁଖପାତ୍ର ରଣଦୀପ ସୂର୍ଜେୱାଲା । ଗତ କିଛି ଦିନ ଧରି ରାଜସ୍ଥାନ କଂଗ୍ରେସରେ

ସିବିଏସଇ ଦଶମ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବା ନେଇ ସୂଚନା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୪/୦୭ : ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭେଚ୍ଚା ଜଣାଇଛନ୍ତି । ଚଳିତ ବର୍ଷ

କରୋନା ଔଷଧ ଫାଭିପିରାବିରର କମିଲା ଦାମ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୭: ମୁମ୍ୱାଇରେ ଫାର୍ମାସ୍ୟୁଟିକାଲ କମ୍ପାନୀ ଗ୍ଲେନମାର୍କ କରୋନା ଔଷଧ ଫାଭିପିରାବିରର ଦାମ କମାଇଛି। ଗୋଟିଏ ଟାବଲେଟର ଦାମ ୧୦୩ ଟଙ୍କା ଥିଲା। ଏବେ ଏହା ୨୮ ଟଙ୍କା କମାଇ ୭୫ ଟଙ୍କା କରିଛି ଔଷଧ କମ୍ପାନୀ। ଏହି ଫାଭିପିରାବିରର ଫାବିଫ୍ଲୁ ବ୍ରାଣ୍ଡରେ

ସାମାନ୍ୟ ବା ଲକ୍ଷଣ ନଥିବା କରୋନା ରୋଗୀ ଏଣିକି ‘ହୋମ୍ ଆଇସୋଲେସନ’ରେ ରହି ଚିକିତ୍ସିତ ହୋଇପାରିବେ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : ସହରାଞ୍ଚଳର ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିଛି। ଏଣିକି ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ରହିପାରିବେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି ଯେ,

ଆମେରିକାର ‘ଫାଷ୍ଟ ଲେଡି’ମେଲାନିଆ ଟ୍ରମ୍ପ ମାସ୍କ ପିନ୍ଧିଲେ : ଶନିବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ୱାଶିଂଟନ / ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଗତ ସପ୍ତାହରେ ମେରି ଏଲିଜାବେଥ୍ ହାଉସ ପରିଦର୍ଶନବେଳେ ମାସ୍କ ପିନ୍ଧିଥିବା ନେଇ ଏକ ଫଟୋ ନିଜେ ମେଲାନିଆ

ରାଜସ୍ଥାନ ରାଜନୀତିରେ ନୂଆ ମୋଡ଼ : ଗେହଲଟଙ୍କ ଶକ୍ତି ପ୍ରଦର୍ଶନ, ଶତାଧିକ କଂଗ୍ରେସ ବିଧାୟକ ଉପସ୍ଥିତ !

ଜୟପୁର / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ଅଶୋକ ଗେହଲଟଙ୍କ ସରକାର ରହିବ କି ଯିବ ସେ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଶକ୍ତି ପ୍ରଦର୍ଶନ କରି ତାଙ୍କ ସପକ୍ଷରେ  ବହୁମତ ଥିବା ପ୍ରମାଣ କରିଛନ୍ତି ଅଶୋକ ଗେହଲଟ । ଅଶୋକ

ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ୯୪ ବର୍ଷ ବୟସରେ ପରଲୋକ : କେନ୍ଦ୍ର ମନ୍ତ୍ରୀ ଶ୍ରୀ…

ବାରିପଦା / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବାରିପଦାସ୍ଥିତ ବେଲଗଡ଼ିଆ ରାଜପ୍ରାସାଦରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା। ବେଲଗଡ଼ିଆ ରାଜପ୍ରସାଦରେ ଗତକାଲି ରାତି ପ୍ରାୟ

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା : ଆସନ୍ତା ଜୁଲାଇ ୩୧ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷାଫଳ, ଖୁବଶୀଘ୍ର ହେବ…

ଭୁବନେଶ୍ୱର / କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : କରୋନାର ଭୂତାଣୁ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ କଟକଣା ଓ ସୁରକ୍ଷା ମଧ୍ୟରେ ମାଟ୍ରିକ ଖାତା ଦେଖା ଶେଷ ହୋଇଛି ଏବଂ ବର୍ତମାନ ଟାବୁଲେସନ ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ଆଜି ପ୍ରକାଶ ପାଇଲା ‘ସିବିଏସ୍ଇ’ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : ଆଜି ପ୍ରକାଶ ପାଇଛି ସିବିଏସ୍ଇ  ଦ୍ୱାଦଶ ପରୀକ୍ଷାର ଫଳାଫଳ। ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇଥିବା ନେଇ ଟ୍ବିଟ୍‌ ଯୋଗେ କେନ୍ଦ୍ର ମାନବ ସମ୍ବଳ ବିକାଶ
error: Content is protected !!
Open chat