Browsing Category
Breaking News
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କଡ଼ା କାର୍ଯ୍ୟାନୁଷ୍ଠାନ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିର ୩୨୯.୬୬ କୋଟି ଟଙ୍କାର…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୭ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆର୍ଥିକ ଅପରାଧ ନିୟମ ଅନୁଯାୟୀ ନୀରବ ମୋଦିଙ୍କର ୩୨୯.୬୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି। ଜୁନ୍ ମାସ!-->…
ଆଉ ୨୦ ହଜାର ‘ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ’ କିଟ୍ ପହଞ୍ଚିଲା ଓଡ଼ିଶା
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୯/୦୭ : ଓଡ଼ିଶାରେ ପହଞ୍ଚିଲା ଆଉ ୨୦ ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍। ସେଥିରୁ କଟକ SCBକୁ ୧୫୦୦, କ୍ୟାନସର ହସ୍ପିଟାଲକୁ ୫୦୦ କିଟ୍ ଦିଆଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାକୁ ୩ ୦୦୦, ଗଜପତି ଜିଲ୍ଲାକୁ ୫୦୦ ଓ ଅନ୍ୟ ୫ ମେଡିକାଲ କଲେଜକୁ ୧୦୦୦!-->…
କଟକ ଶିଶୁଭବନରେ ପହଞ୍ଚିଲା କରୋନା : ଆଜି ସୁଦ୍ଧା ଦୁଇ ଶିଶୁ ଆକ୍ରାନ୍ତ
କଟକ, (କଳିଙ୍ଗ ଜ୍ୟୋତି), ୦୮/୦୭ : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ କଟକ ଶିଶୁଭବନରେ ପହଞ୍ଚିଛି କରୋନା ଭାଇରସ୍ । ଶିଶୁଭୁବନରେ ଦୁଇ ଜଣ କରୋନା ଆକ୍ରାନ୍ତ ଶିଶୁ ଚିହ୍ନଟ ହୋଇଛନ୍ତି । ଉଲ୍ଳେଖଯୋଗ୍ୟ ଯେ ୩ନମ୍ବର ୱାର୍ଡ଼ରେ ଜଣେ!-->…
ରାଜଧାନୀରେ ଚେର ମାଡି ଚାଲିଛି କରୋନା : ଭୁବନେଶ୍ୱରରୁ ଆଜି କେବଳ୪୬ ଆକ୍ରାନ୍ତ ଚିହ୍ନଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୦୮/୦୭ : ଭୁବନେଶ୍ବର ସହରରେ ଆଜି ଆଉ ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୪୬ ଜଣ ପଜିଟିଭରୁ ୨୨ କ୍ବାରେଣ୍ଟିନ ଓ ୨୪ ଲୋକାଲ କଣ୍ଟ୍ରାକ୍ଟ କେସ୍ ରହିଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ୩ ଆକ୍ରାନ୍ତ ଘରୋଇ ହସ୍ପିଟାଲରୁ, ୪ ଟି!-->…
କେବଳ ନୂଆ ପଦବୀ ସୃଷ୍ଟି ଉପରେ ସାମୟିକ କଟକଣା, ଖାଲି ପଦବୀ ପୂର୍ବ ଭଳି ପୂରଣ କରାଯିବ : ସ୍ପଷ୍ଟୀକରଣ ଦେଲା ଅର୍ଥ…
ଭୁବନେଶ୍ବର, (କଳିଙ୍ଗ ଜ୍ୟୋତି), ୦୮/୦୭ : କରୋନା ଭୂତାଣୁ ଯୋଗୁ ରାଜ୍ୟ ରାଜକୋଷରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ବିଭାଗରେ ନୂଆ ନିଯୁକ୍ତି ସୃଷ୍ଟି ଉପରେ ଗତ ମଙ୍ଗଳବାର ରୋକ୍ ଲଗାଇଥିଲେ। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ!-->…
୬୪ ବର୍ଷିୟ ମୃତ ବୃଦ୍ଧ ପାଲଟିଲେ ‘ସୁପରସ୍ପ୍ରେଡର୍’ : ସଂସ୍ପର୍ଶରେ ଆସି ସୁନ୍ଦରଗଡ଼ ଜିଲ୍ଲାରେ ୨ ଦିନ ମଧ୍ୟରେ ୯୫…
ରାଉରକେଲା (କଳିଙ୍ଗ ଜ୍ୟୋତି) ୦୮/୦୭ : ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ବୃଦ୍ଧଙ୍କ ସଂସ୍ପର୍ଶରେ ଆସି ୨ ଦିନ ମଧ୍ୟରେ ୯୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡ଼ିଛି । ଯାହାଫଳରେ ବୃଦ୍ଧ ଜଣକ ଜିଲ୍ଲାର ଜଣେ ‘ସୁପରସ୍ପ୍ରେଡର୍’ ପାଲଟି ଯାଇଛନ୍ତି। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ!-->…
‘ମୋ ସରକାର’ ଅଧୀନରେ ହେବ କୋଭିଡ୍ ପରିଚାଳନା, ଏଣିକି ମାସ୍କ ନ ପିନ୍ଧିଲେ କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ଏଣିକି କୋଭିଡ ପରିଚାଳନା ‘ମୋ ସରକାର’ ଅଧୀନରେ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂରେ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
‘ମୋ!-->!-->!-->!-->!-->…
ଗୁଜୁରାଟର ‘ଜାଇଡସ୍ କ୍ୟାଡିଲା କମ୍ପାନୀ’ ପ୍ରସ୍ତୁତ ଦେଶର ଦ୍ୱିତୀୟ କରୋନା ଭ୍ୟାକ୍ସିନକୁ ମିଳିଲା…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ଏହା ମଧ୍ୟରେ ଦେଶର ଅନ୍ୟ ଏକ ଭ୍ୟାକ୍ସିନର ହ୍ୟୁମାନ ଟ୍ରାୟଲ ପାଇଁ ଅନୁମତି ମିଳିଯାଇଛି । ଏହି ଭ୍ୟାକ୍ସିନ ଗୁଜୁରାତର ଜାଇଡସ୍ କ୍ୟାଡିଲା କମ୍ପାନୀ (Zydus Cadila Healthcare Ltd) ପକ୍ଷରୁ ପ୍ରସ୍ତୁତ କରଯାଇଛି । ଅହମ୍ମଦାବାଦସ୍ଥିତ!-->…
ଚାଇନିଜ ଆପକୁ ଆମେରିକା ଝଟକା : ଟିକ୍ଟକ ସମେତ ସମସ୍ତ ଚାଇନା ଆପ୍କୁ କରିପାରେ ବ୍ୟାନ୍
ୱାଶିଂଟନ / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ଭାରତ ପରେ ଏବେ ଆମେରିକା ସମାନ ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ସଙ୍କେତ ଦେଇଛି। ଆମେରିକା ବି ଟିକ୍ଟକ ସହ ଦେଶରେ ଚାଲୁଥିବା ସମସ୍ତ ଚାଇନିଜ୍ ଆପ ଉପରେ ବ୍ୟାନ୍ ଲଗାଇବାକୁ ଯାଉଥିବା ସୂଚନା ମିଳିଛି। ଏ ସମ୍ପର୍କରେ!-->…
‘କୋଭାକ୍ସିନ’କୁ ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି : ଭାରତରେ ପ୍ରଥମ କରୋନା ଭାକ୍ସିନର ଟ୍ରାଏଲ୍ ଟେଷ୍ଟ…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୭/୦୭ : ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ ପ୍ରସ୍ତୁତ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ - 'କୋଭାକ୍ସିନ' କୁ ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ଭାରତର ଏହି!-->…