Browsing Category

Breaking News

ବରିଷ୍ଠ ନାଗରିକଙ୍କୁ ଭେଟି : ଆସିବ ସ୍ବତନ୍ତ୍ର ଯୋଜନା, ଉପକୃତ ହେବ ୧୦ ଲକ୍ଷ ବରିଷ୍ଠ ନାଗରିକ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୭/୦୭ : ରାଜ୍ୟରେ ଖୁବ୍‌ଶୀଘ୍ର ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଯୋଜନାର ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ହେବ। ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ସ୍ବତନ୍ତ୍ର ଯୋଜନାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି। ମୋବାଇଲ ଭ୍ୟାନ୍‌

ବିଜେପିର ଜାତୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ଆଜି ନିଜର ‘ପ୍ଲାଜମା’ ଦେଲେ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ବିଜେପିର ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଡ.ସମ୍ବିତ ପାତ୍ର ଆଜି ନିଜର ପ୍ଲାଜମା ଦେଇଛନ୍ତି। ଗତମାସରେ ସମ୍ବିତ ପାତ୍ରଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହି କାରଣରୁ ସେ ମେଦାନ୍ତ ହସ୍ପିଟାଲରେ

ଦ୍ଵେତ ମହାନଗରୀରେ ସ୍ଥିତି ଅସମ୍ଭାଳ : ଆଜି ପୁଣି ଭୁବନେଶ୍ବରରୁ ୧୭ ଏବଂ କଟକରୁ ୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର / କଟକ, (କଳିଙ୍ଗ ଜ୍ୟୋତି), ୦୬/୦୭ : ଆଜି ଭୁବନେଶ୍ବରରୁ ୧୭ ପଜିଟିଭ୍‌ ଏବଂ କଟକ ମହାନଗର ଅଞ୍ଚଳରୁ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବର ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ଲୋକାଲ୍‌ କେସ୍‌ ଥିବାବେଳେ ୫ ଜଣ ହୋମ୍‌ କ୍ବାରେଣ୍ଟାଇନ୍‌ ଓ ଦୁଇ ଜଣ କୋଭିଡ୍‌ ଯୋଦ୍ଧା

ପ୍ରଥମ ଥର ପାଇଁ ଓଡ଼ିଶାର ଜଣେ ବିଧାୟକ କରୋନା ଆକ୍ରାନ୍ତ : ନୀଳଗିରି ବିଧାୟକ କରୋନା ପଜିଟିଭ !

ନୀଳଗିରି / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୬/୦୭ : ବାଲେଶ୍ୱର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ୱାବ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ପ୍ରଥମ ଥର ପାଇଁ ଓଡ଼ିଶାର ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଖବର

ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ : ଆଜି ଆଉ ୪୫୬ ନୂଆ କରୋନା ପଜିଟିଭ୍ ।

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ରାଜ୍ୟରେ ୪୫୬ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ରେ ପହଞ୍ଚିଲା । ଗଞ୍ଜାମ ଜିଲ୍ଲାରେ ଆଜି ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ୨୪ଟି ଜିଲ୍ଲାରୁ ନୂଆ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭାରତ – ଚୀନ ସୀମା ବିବାଦ : ଗଲୱାନ ଘାଟିରେ ୧ କି.ମି. ପଛକୁ ହଟିଲେ ଚୀନ ସୈନ୍ୟ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ଗତ ଜୁନ ୧୫ ତାରିଖରେ ଗଲୱାନ ଘାଟିର ଯେଉଁ ସ୍ଥାନରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା, ସେହି ସ୍ଥାନଠାରୁ ୧ କି.ମି. ପଛକୁ ହଟିଛନ୍ତି ଚୀନ ସୈନ୍ୟ। ଉଭୟ ଦେଶ ମଧ୍ୟରେ ସେନା କମାଣ୍ଡର ସ୍ତରୀୟ ବୈଠକରେ ବାରମ୍ବାର ଦୁଇଦେଶ

ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ତାଲିକାରେ ଋଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଁଚିଲା ଭାରତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୦୬/୦୭ : କରୋନାଭାଇରସ୍ ମହାମାରୀରେ ଭାରତ ରବିବାରଦିନ ଋଷକୁ ପଛରେ ପକାଇ ଭାରତ ତୃତୀୟ ସ୍ଥାନରେ ପହଁଚିଛି। ଏହି ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦୁଇ ଦେଶ ଆମେରିକା ଏବଂ ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ପହଁଚିଛି। ଦେଶର ଦ୍ରୁତ ଗତିରେ

ପାକିସ୍ତାନର ଭୟଙ୍କର ଷଡଯନ୍ତ୍ର !! କରୋନା ସଂକ୍ରମିତ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଯୋଜନା

ଶ୍ରୀନଗର / ଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ପାକିସ୍ତାନ ଛାଡି ପାରୁନି ନିଜର ପୁରୁଣା ଅଭ୍ୟାସ। ପାକ୍ ଅଧିକୃତ କଶ୍ମୀର(ପିଓକେ)ରେ ଏଲଓସି ନିକଟରେ ଆତଙ୍କୀ ଶିବିରରେ ଚାଲିଛି ଏକ ବଡ ଧରଣର ଭୟଙ୍କର ଷଡଯନ୍ତ୍ର। ତାହା ହେଲା କରୋନା ଫିଦାଇନ୍ ପ୍ରସ୍ତୁତ କରାଯାଉଛି। ପାକିସ୍ତାନୀ

ମାଡ଼ିଚାଲିଛି କରୋନା : ରାଜଧାନୀରେ ଆଜି ପୁଣି ୧୯ ଜଣ ପଜିଟିଭ୍ ଚିହ୍ନଟ, ସୁସ୍ଥ ହୋଇଛନ୍ତି ୨୩ ଜଣ ।

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୫/୦୭ : ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ କ୍ୱାରାଣ୍ଟାଇନ୍‌ରୁ ଏବଂ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେହିପରି ୨ ଜଣ କୋଭିଡ୍‌ ଯୋଧ୍ୟା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ନେଇ

ବେହାଲ କଟକ : ଆଜି ସହରାଞ୍ଚଳରୁ ଆଉ ୭୪ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ଛୁଇଁଲା ୧୯୦

କଟକ, (କଳିଙ୍ଗ ଜ୍ୟୋତି) ୦୫/୦୭ : କଟକ ସହରରୁ ଆଜି ଆଉ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ଜଣ ସରକାରୀ କ୍ୱାରେଣ୍ଟାଇନରୁ ଅନ୍ୟ ୨୮ ଜଣ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମଣ ସଂଖ୍ୟାକୁ ମିଶାଇ କଟକ ସହରରେ
error: Content is protected !!
Open chat