Browsing Category

Llifestyle

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ପ୍ରେସ୍କ୍ରିପ୍‌ସନ୍‌ରେ ସ୍ପଷ୍ଟ ଓ କ୍ୟାପିଟାଲ୍‌ ଅକ୍ଷରରେ ଔଷଧର ନାଁ…

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୧୩/୦୮: ଅନେକ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ପଢି କ’ଣ ଲେଖା ହୋଇଛି ବୁଝିବା ଜଣଙ୍କ ପକ୍ଷରେ ସମ୍ଭବପର ହେଉନାହିଁ। ଯେଉଁ ଡାକ୍ତରମାନଙ୍କ ହସ୍ତାକ୍ଷର ଭଲ ନଥିବ ସେମାନେ ପ୍ରେସକ୍ରିପସନରେ ଔଷଧର ନାଁ ବଡ ଅକ୍ଷର (କ୍ୟାପିଟାଲ ଲେଟର)ରେ ସ୍ପଷ୍ଟ ଭାବେ ଲେଖିବେ।

ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟସେବାର ବିକାଶ ନିମନ୍ତେ ସରକାରଙ୍କ “ନିର୍ମଳ” ଯୋଜନା : ୫ ବର୍ଷରେ ଖର୍ଚ ହେବ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୩/୦୮ : ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟସେବାର ବିକାଶ ନିମନ୍ତେ ସରକାର ‘ନିର୍ମଳ’ ଯୋଜନାକୁ ସଂଶୋଧନ କରିଛନ୍ତି ଏବଂ ଏହି ଯୋଜନାରେ ଆଗାମୀ ୫ ବର୍ଷରେ ୧୯୯୮.୧୫ କୋଟି ଟଙ୍କା ବ୍ୟୟ କରିବାକୁ ଯୋଜନା କରିଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗତ ଏ 

ଭାରତରେ ବନ୍ଦ ହେବାକୁ ଯାଉଛି ଫେସବୁକ ଲାଇଟ : ଏହି ଲୋକପ୍ରିୟ ଆପର ଅଛନ୍ତି ଲକ୍ଷାଧିକ ବ୍ୟବହାରକାରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୮ : ଫେସବୁକର କିଛି ଆପ୍ ଅଛି ଯାହାକୁ କମ୍ପାନୀ କମ୍ ଇଣ୍ଟରନେଟ୍ ବେଗରେ ମଧ୍ୟ ବ୍ୟବହାର କରିବାକୁ ଲଞ୍ଚ କରିଛି | କମ ଇଣ୍ଟରନେଟ ଥିବା ଅଂଚଳରେ ଫେସବୁକକୁ ବ୍ୟବହାର କରିବାକୁ କମ୍ପାନୀ ଫେସବୁକ ଲାଇଟକୁ ଲଞ୍ଚ କରିଥିଲା | ଭାରତରେ ମଧ୍ୟ ଲକ୍ଷାଧିକ

ଅକ୍ଷୟ କୁମାର : ବିଶ୍ୱର ଷଷ୍ଠ ସର୍ବାଧିକ ଆୟକାରୀ ପୁରୁଷ ଅଭିନେତା – ଫୋର୍ବସ‌ ପତ୍ରିକା ପ୍ରକାଶ କଲା ବିଶ୍ୱର…

ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଅନ୍ତର୍ଜାତୀୟ ପତ୍ରିକା ଫୋର୍ବସ୍ ପକ୍ଷରୁ ପ୍ରକାଶିତ ୨୦୨୦ର ବିଶ୍ୱର ୧୦ ଜଣ ସର୍ବାଧିକ ରୋଜଗାର କରୁଥିବା ପୁରୁଷ ଅଭିନେତାଙ୍କ ତାଲିକାରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି । ପତ୍ରିକାରେ ପ୍ରଦତ୍ତ

କର୍ଣ୍ଣାଟକ : ଫେସବୁକ ପୋଷ୍ଟରୁ ହୋଇଥିବା ବେଙ୍ଗାଲୁରୁ ଦଙ୍ଗା ଯୋଜନାବଦ୍ଧ ଥିଲା, ଦଙ୍ଗାକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ବେଙ୍ଗାଲୁରୁ ୧୩/୦୮: ଗୋଟିଏ ଫେସବୁକ ପୋଷ୍ଟକୁ କେନ୍ଦ୍ର କରି ମଙ୍ଗଳବାର ରାତିରେ କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ଭୟଙ୍କର ଦଙ୍ଗା ଦେଖିବାକୁ ମିଳିଛି। ଦଙ୍ଗାକାରୀ ପୋଡ଼ା ଜଳା କରିବାରୁ ପୁଲିସ୍‌ ଗୁଳି ଚଳାଇଛି। ଏଥିରେ ୩ ଜଣ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ

ରାଜ୍ୟ ସରକାର ଗ୍ରୀଡ଼କୋକୁ ଦେବେ ୧୫୦୦ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି : ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୮ : ଗ୍ରୀଡ଼କୋକୁ ୧୫୦୦ କୋଟି ଟଙ୍କା ଋଣ ଗ୍ୟାରେଣ୍ଟି ଦେବେ ରାଜ୍ୟ ସରକାର । ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ଏ

ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍ କ୍ୟାନ୍‌ସର : ‌ଚିକିତ୍ସା ପାଇଁ ଖୁବଶୀଘ୍ର ଯିବେ ଆମେରିକା

ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ଅଭିନେତା ସଞ୍ଜୟ ଦତ୍ତ ଫୁସ୍‌ଫୁସ୍ କ୍ୟାନ୍‌ସର୍‌ରେ ଆକ୍ରାନ୍ତ ହୋଇଥିବା ଥିବା ସୂଚନା ମିଳିଛି। ବର୍ତ୍ତମାନ ଏହା ଷ୍ଟେଜ୍‌-୩ରେ ଅଛି। ବଲିଉଡ୍‌ରେ 'ସଞ୍ଜୁ ବାବା' ଭାବେ ପରିଚିତ ସଞ୍ଜୟ ଦତ୍ତ କ୍ୟାନ୍‌ସର୍‌ରେ ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର

‘ପାରଦର୍ଶୀ କରାଧାନ-ଇମାନଦାର କା ସମ୍ମାନ’ – ସଚ୍ଚୋଟ ଟିକସଦାତା ହେବେ ପୁରସ୍କୃତ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ଆସନ୍ତାକାଲି ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଚ୍ଚୋଟ ଟିକସଦାତାମାନଙ୍କ ପାଇଁ ‘ପାରଦର୍ଶୀ କରାଧାନ-ଇମାନଦାର କା ସମ୍ମାନ’ ନାମକ ଏକ ପ୍ଲାଟଫର୍ମ ଲଞ୍ଚ କରିବେ। ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍

ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ : ପାସ ହାର ୭୦.୨୧ ପ୍ରତିଶତ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮: ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ପୁର୍ବ ଘୋଷଣା ଅନୁୁଯାୟୀ, ଆଜି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ୨୦୨୦ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି । ମୋଟ ୯୭୩୭୭ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ

‘କଳିଙ୍ଗ ଜ୍ୟୋତି’ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଏବଂ ସ୍ୱାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ।

ତା.୧୨/୦୮/୨୦୨୦, ବୁଧବାର ଠାରୁ ଦୈନିକ 'କଳିଙ୍ଗ ଜ୍ୟୋତି' ଇ-ପେପର ରୂେପ ଆତ୍ମପ୍ରକାଶ କଲା । ପଢିବାକୁ ଲଗଅନ କରନ୍ତୁ - www.kalingajyoti.com/epaper
error: Content is protected !!
Open chat