Browsing Category

Llifestyle

ଫେକ୍ ନ୍ୟୁଜ୍ ପ୍ରସାର ଅଭିଯୋଗରେ ଆଲିବାବା ଓ ଜ୍ୟାକ୍ ମା ଙ୍କୁ ଭାରତୀୟ କୋର୍ଟଙ୍କ ନୋଟିସ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭: ଆଲିବାବା ଓ ଏହାର ସଂସ୍ଥାପକ ଜ୍ୟାକ୍‌ ମାଙ୍କୁ ଗୁରୁଗ୍ରାମ କୋର୍ଟ ସମନ୍‌ ଜାରି କରିଛନ୍ତି। ଏଥିରେ କମ୍ପାନୀ ଓ ସଂସ୍ଥାପକଙ୍କୁ ଜୁଲାଇ ୨୬ ତାରିଖରେ ପ୍ରତିନିଧିଙ୍କ ଦ୍ୱାରା କୋର୍ଟରେ ହାଜର ହେବାକୁ ନୋଟିସ୍ କରାଯାଇଛି। କମ୍ପାନୀରେ

କାର୍ଯ୍ୟରେ ଅବହେଳା ଅଭିଯୋଗରେ ଓଏଏସ ଅନିଶା ଦାସଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୭/୦୭ : ନିଲମ୍ବିତ ହେଲେ କଳାହାଣ୍ଡି ଡେପୁଟି କଲେକ୍ଟର OAS ଅନୀଶା ଦାସ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମୁଖ୍ୟ ସଚିବଙ୍କ ଦ୍ୱାରା ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।

କେରଳ ଓ କର୍ଣ୍ଣାଟକରେ ବହୁ ISIS ଆତଙ୍କବାଦୀ ସକ୍ରିୟ ଅଛନ୍ତି ! ! ଭାରତକୁ ସତର୍କ କରାଇଲା ଜାତିସଂଘ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ଭାରତୀୟ ଉପମହାଦେଶରେ କେବଳ ISIS ନୁହେଁ, ଅଲ୍‌କାଏଦାର ଏକ ଟିମ୍‌ ଭାରତରେ ବି ସକ୍ରିୟ ଥିବା ଚେତାଇ ଦେଇଛି ଜାତିସଂଘ। ଯେଉଁଥିରେ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ମିଆଁମାରରୁ ୧୫୦ ରୁ ୨୦୦ ଆତଙ୍କବାଦୀ ଅଛନ୍ତି। କେରଳ ଓ କର୍ଣ୍ଣାଟକରେ

ସବୁ ବିଶ୍ବବିଦ୍ୟାଳୟ ପାଇଁ ଏକକ ପ୍ରବେଶିକା, ପିଜି ପାଠ୍ୟକ୍ରମ ପାଇଁ ‘ସାମ୍‌ସ’ରେ ଆବେଦନ

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ଚଳିତ ବର୍ଷ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସବୁ ବିଶ୍ବବିଦ୍ୟାଳୟର ଏକକ ଭାବେ ନାମଲେଖା ପାଇଁ ପ୍ରଥମଥର ଉଚ୍ଚଶିକ୍ଷା ବିଭାଗ ଏଭଳି ପଦକ୍ଷେପ ନେଇଛି। ଏହାକୁ କାର୍ଯ୍ୟକାରୀ

ଚୀନ ଓ ପାକିସ୍ତାନ ଭାରତ ବିରୋଧରେ ଜୈବିକ ଯୁଦ୍ଧ ଷଡ଼ଯନ୍ତ୍ର କରୁଛନ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ, ନୂଆଦିଲ୍ଲୀ, ୨୬/୦୭ : ଭାରତ ବିରୋଧରେ ଜୈବିକ ଯୁଦ୍ଧ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଚୀନ ଏବଂ ପାକିସ୍ତାନ। କେବଳ ଭାରତ ନହେଁ, ଅନେକ ପାଶ୍ଚାତ୍ୟ ଦେଶକୁ ବି ଏହି ଦୁଇଦେଶ ଟାର୍ଗେଟ କରିଛନ୍ତି। ଏଥିପାଇଁ ଚୀନ ଏବଂ ପାକିସ୍ତାନ ମଧ୍ୟରେ ୩ବର୍ଷ ପାଇଁ ଗୁପ୍ତ ଚୁକ୍ତି

ଗ୍ରୋସରୀ ଓ ଅତ୍ୟାବଶ୍ୟକ ଜିନିଷ ଯୋଗାଇବ ଜିଓ ମାର୍ଟ :ଆପକୁ ୧୦ ଲକ୍ଷରୁ ଅଧିକ ଡାଉନଲୋଡ କଲେଣି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ଘରେ ବସି ଲୋକଙ୍କୁ ଗ୍ରୋସରୀ, ପନିପରିବା ସହ ଅତ୍ୟାବଶ୍ୟକ ଜିନିଷ ଯୋଗାଇବ ଜିଓମାର୍ଟ ଆପ। ଆଜ୍ଞା ହଁ, ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆଇଓଏସ୍ ଆପ୍ ଷ୍ଟୋରରେ ବର୍ତ୍ତମାନ ଉପଲବ୍ଧ ଜିଓମାର୍ଟ ଆପ୍। ଏହି ଆପଟିକୁ ବର୍ତ୍ତମାନ ୧୦ ଲକ୍ଷରୁ ଅଧିକ ଥର ଡାଉନଲୋଡ

ରାଜଧାନୀରେ ବିଭିନ୍ନ ଧର୍ମାନୁଷ୍ଠାନ ସହଯୋଗରେ ୨୨୦ କୋଭିଡ୍‌ କେୟାର ହସ୍ପିଟାଲ୍‌ ହେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ରାଜଧାନୀରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନ ସହଯୋଗରେ ବିଏମ୍‌ସି ୨୨୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହସ୍ପିଟାଲ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଗୁରୁଦ୍ବାରା, ଖ୍ରୀଷ୍ଟିଆନ ଆସୋସିଏସନ, ମୁସଲିମ୍‌ ଆସୋସିଏସନ୍ ଇତ୍ୟାଦି ଏନେଇ ବିଏମ୍‌ସିକୁ

ଓଜେଇଇ ଅନ୍‌ଲାଇନ୍‌ ପଞ୍ଜୀକରଣ ଜୁଲାଇ ୩୧କୁ ଘୁଞ୍ଚିଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭ : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନ୍‌ଲାଇନ୍‌ ପଞ୍ଜୀକରଣ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏଥିସହ ପରୀକ୍ଷା କେନ୍ଦ୍ର ପାଇଁ ସହର ସଂଖ୍ୟାକୁ ମଧ୍ୟ ବଢାଯାଇଛି। ଏନେଇ ଓଜେଇଇ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ବଦଳିଯିବ ସାମଗ୍ରୀ କ୍ରୟ ବିକ୍ରୟର ପ୍ରଣାଳୀ, ନୂଆ ନୀୟମ ଲାଗୁ କଲେ ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୭ : ଜୁଲାଇ 20 ରେ ସରକାର ଗ୍ରାହକଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିଥିଲେ। ଏହି ନୂତନ ନିୟମରେ ଗ୍ରାହକମାନେ ପୂର୍ବ ଅପେକ୍ଷା ଅଧିକ ଅଧିକାର ପାଇଛନ୍ତି। ଇ-କମର୍ସ କମ୍ପାନୀଗୁଡିକ ମଧ୍ୟ ଏହି ଆଇନର ଅଧୀନରେ ଅଛନ୍ତି। ତଥାପି, ଇ-ବାଣିଜ୍ୟ

ରାଉରକେଲା : ଗୋ-ମାଂସ ଚାଲାଣକାରୀଙ୍କ ଆକ୍ରମଣରେ ବଜରଙ୍ଗ ଦଳର କର୍ମୀ ଆହତ – ଜଣେ ମହିଳାଙ୍କ ସମେତ ୩ ଗିରଫ,…

ରାଉରକେଲା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ଗୋ-ମାଂସ ଜବତ ହେବା ସହ ପରିବହନରେ ବ୍ୟବହୃତ କାର ଜବତ କରାଯାଇଛି। ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ସେମାନେ ହେଲେ ଲାଠିକଟାର ହାସମୀ ନାଜ୍, ମହମ୍ମଦ ଫିରୋଜ୍ ଓ ଖାଲିଦ୍ କୁରେସୀ।
error: Content is protected !!
Open chat