Browsing Category
National-International
ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲା ହାଇକୋର୍ଟ ନିର୍ଦ୍ଦେଶ ବିନା ପ୍ରତ୍ୟାହାର କରାଯାଇପାରିବ ନାହିଁ:…
ନୂଆଦିଲ୍ଲୀ ୧୦/୦୮/୨୦୨୧ କଳିଙ୍ଗ ଜ୍ଯୋତି : ହାଇକୋର୍ଟଙ୍କ ଅନୁମତି ବିନା ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିପାରିବେ ନାହିଁ। ଆଜି ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।
ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା!-->!-->!-->…
କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ଅଧିକ ପ୍ରଭାବଶାଳୀ: ଆଇସିଏମଆର
ନୂଆଦିଲ୍ଲୀ ୦୮/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଦେଶରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ରୋକିବାକୁ ଟିକାକରଣ ହିଁ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି କାରଣରୁ କୋଭିଡ-୧୯ ଟିକାକୁ ନେଇ ଏବେ ବି ପରୀକ୍ଷା ଜାରି ରହିଛି । ଏହି କ୍ରମରେ ଅନ୍ୟ ଦେଶ ଭଳି!-->…
ଆଉ ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ଼ ନୁହେଁ, ଏଣିକି ମେଜର ଧ୍ୟାନ ଚାନ୍ଦ୍ ଖେଳ ରତ୍ନ ଆୱାର୍ଡ଼
ନୂଆଦିଲ୍ଲୀ ୦୬/୦୮/୨୦୨୧ କଳିଙ୍ଗ ଜ୍ଯୋତି : ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ଼କୁ ଏଣିକି ମେଜର୍ ଧ୍ୟାନ ଚାନ୍ଦ୍ ଖେଳ ରତ୍ନ ଆୱାର୍ଡ଼ କୁହାଯିବ। ମେଜର୍ ଧ୍ୟାନ ଚାନ୍ଦ୍ଙ୍କ ନାମରେ ଖେଳ ରତ୍ନ ପୁରସ୍କାର ନାମିତ ହେବା ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।!-->…
ଅକ୍ଟୋବର ସୁଦ୍ଧା ଉପଲବ୍ଧ ହେବ ଆଉ ୪ଟି କରୋନା ଟିକା
ନୂଆଦିଲ୍ଲୀ ୦୫/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶରେ ଆଉ ୪ଟି କରୋନା ଟିକା ଉପଲବ୍ଧ ହେବାକୁ ଯାଉଛି । ଏହି ଟିକାଗୁଡ଼ିକ ହେଲେ ଜାଇଡସ କାର୍ଡିଲାର ଜାଇକୋଭ-ଡି, ବାୟୋଲୋଜିକାଲ-ଇ, ନୋଭାଭାକ୍ସ ଓ ଜେନୋକା । ସେହି ସମୟ ବେଳକୁ କୋଭାକ୍ସିନର ଉପଲବ୍ଧତା ମଧ୍ୟ ବଢିବାର!-->…
ଆୟକର ଆଇନରେ ସଂଶୋଧନ କରିବେ ସରକାର, ଲୋପ ପାଇବ ବିବାଦୀୟ ଟିକସ ଆଦାୟ ନିୟମ
ନୂଆଦିଲ୍ଲୀ ୦୫/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଭାରତ ସରକାର ଆୟକର ଆଇନରେ ସଂଶୋଧନ ପାଇଁ ଏକ ବିଲ୍ ଲୋକସଭାରେ ଆଗତ କରିଛନ୍ତି । ଏହି ବିଲ୍ ଗୃହୀତ ହେବା ପରେ ୨୦୧୨ରୁ ପ୍ରଚଳିତ ବିବାଦୀୟ ପଶ୍ଚାତଗାମୀ ଟିକସ ଆଦାୟ ନିୟମର ଅବସାନ ହେବ ।
ଆୟକର ଆଇନରେ ସଂଶୋଧନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା!-->!-->!-->…
ବିରୋଧୀମାନଙ୍କ ଆଚରଣ ସମ୍ବିଧାନ ଓ ଲୋକତନ୍ତ୍ର ପ୍ରତି ଅପମାନ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ ୦୩/୦୮/୨୦୨୧ କଳିଙ୍ଗ ଜ୍ଯୋତି : ମୌସୁମୀ ଅଧିବେଶନରେ ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମାକୁ ପ୍ରଧାନମନ୍ତ୍ରୀ ଲୋକତନ୍ତ୍ର ଓ ସମ୍ବିଧାନ ପ୍ରତି ଅପମାନ ବୋଲି କହିଛନ୍ତି । ମଙ୍ଗଳବାର ଦିନ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ବିରୋଧୀଦଳମାନଙ୍କ ଦ୍ୱାରା ସଂସଦ ନଚଳାଇ ଦେବାକୁ!-->…
ଡିଜିଟାଲ ଇଲେକ୍ଟ୍ରିକ୍ ପେମେଣ୍ଟ ଭାଉଚର ‘ଈ-ରୂପି’ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ ୦୨/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଡିଜିଟାଲ ପେମେଣ୍ଟ ପାଇଁ ଇଲେକ୍ଟ୍ରୋନିକ୍ ଭାଉଚର ଈ-ରୂପିକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ। ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଓ କଲ୍ୟାଣ!-->…
ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ଆର୍ ଭ୍ୟାଲୁ ଭଲ: ଡିଏମଇଟି
ଭୁବନେଶ୍ବର ୦୨/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଓଡ଼ିଶାରେ ଆର୍ ଭ୍ୟାଲୁ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଭଲ ଅଛି ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି। ଆର୍ ଭ୍ୟାଲୁ ୧ ଉପରେ ରହିଲେ ଅଧିକ ଲୋକଙ୍କୁ ସଂକ୍ରମିତ ହୋଇଛି। ବର୍ତ୍ତମାନ ଆର ଭ୍ୟାଲୁ ୧ ପାଖାପାଖି କେତେକ ରାଜ୍ୟରେ ପହଞ୍ଚି!-->…
ଭାରତରେ କୋଭିଡ -୧୯ ଟିକା ଅନୁମୋଦନ ପ୍ରସ୍ତାବ ପ୍ରତ୍ୟାହାର କଲା ଜନସନ ଆଣ୍ଡ ଜନସନ
ନୂଆଦିଲ୍ଲୀ ୦୨/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଜନସନ ଆଣ୍ଡ ଜନସନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ।ଭାରତରେ ନିଜ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ ଆଣ୍ଡ ଜନସନ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)ଠାରୁ ଅନୁମତି ମାଗିଥିବା ବେଳେ ଏବେ ସେ ନିଜ ଅନୁମୋଦନ!-->…
ଭାରତୀୟ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର ୦୨/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିବା ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ଟିମରେ ଏହା ଜବରଦସ୍ତ ବିଜୟ ବୋଲି ସେ କହିଛନ୍ତି। ଆଗକୁ ଟିମ୍ ଭଲ ପ୍ରଦର୍ଶନ କରି ବିଜୟ ଧାରା ଜାରି ରଖିବେ!-->…