Browsing Category
National-International
ଏୟାର ଇଣ୍ଡିଆ ବିଡିଂ କ୍ରମାଗତ ଭାବେ ତୃତୀୟ ଥର ଲାଗି ଘୁଞ୍ଚିଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୯।୦୬ : ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ବିଡିଂ ସୀମାକୁ ସରକାର ତୃତୀୟ ଥର ଲାଗି ଘୁଞ୍ଚାଇଛନ୍ତି। ବର୍ତ୍ତମାନ ଏହାକୁ ଆଗାମୀ ୨ ମାସ ବା ଅଗଷ୍ଟ ୩୧ ଯାଏ ଘୁଞ୍ଚାଯାଇଛି। କୋଭିଡ ଯୋଗୁ ସାରା ବିଶ୍ୱରେ ବର୍ତ୍ତମାନ ବିଭିନ୍ନ ସମସ୍ୟା!-->!-->!-->!-->!-->…
ସବୁଠୁ ଗରିବ ସାଂସଦ ହେଉଛନ୍ତି ମଣିପୁର ରାଜା
କଳିଙ୍ଗ ଜ୍ୟୋତି ଦିଲ୍ଲୀ ୨୯/୦୬:ନୂଆଦିଲ୍ଲୀ: ବିଜେପି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ମଣିପୁର ରାଜା ଲିସେମ୍ବା ସାନାଜୋବା ୬୨ ଜଣ ନୂଆ ସାଂସଦଙ୍କ ଭିତରେ ଗରିବ ବୋଲି ଜଣାଯାଇଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସର ଜୁନ୍–୨୦୨୦ ରିପୋର୍ଟ ଅନୁଯାୟୀ,!-->!-->!-->…
ଆମେରିକା ବୈଜ୍ଞାନିକମାନେ କରୋନା ଭାଇରସ୍ ସଂକ୍ରମଣ କରାଉଥିବା ଓ ରୋକୁଥିବା ଜିନ୍ ଚିହ୍ନଟ କଲେ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ଜିନ୍-ଏଡିଟିଙ୍ଗ୍ ଟୁଲ୍ ‘ସିଆର୍ଆଇଏସ୍ପିଆର୍-କ୍ୟାସ୍୯’ ବ୍ୟବହାର କରି ଆମେରିକା ବୈଜ୍ଞାନିକମାନେ ସଂକ୍ରମିତ ଜୀବକୋଷ ମଧ୍ୟରୁ କରୋନାଭାଇରସ୍ ସଂକ୍ରମଣରେ ସହାୟତା କରୁଥିବା କିଂବା ସଂକ୍ରମଣ ରୋକୁଥିବା କେତେକ ଜିନ୍ ବା ଗୁଣସୂତ୍ର!-->…
ଜୁଲାଇ ମାସ ୧୦ ସୁଦ୍ଧା ଆସିବ ଷ୍ଟାଣ୍ଡାର୍ଡ କୋଭିଡ ବୀମା-ଆଇ ଆର ଡ଼ି ଏ ଆଇ ଙ୍କ ବୀମା କମ୍ପାନୀ ଙ୍କୁ ନିର୍ଦେଶ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୯/୦୬ :ଜୁଲାଇ ୧୦ ସୁଦ୍ଧା କୋଭିଡ ଷ୍ଟାଣ୍ଡାର୍ଡ ଚିକିତ୍ସା ବୀମା ଆଣିବାକୁ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆର୍ଡିଏଆଇ) ପକ୍ଷରୁ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଦେଶ ମଧ୍ୟରେ କୋଭିଡ ମାମଲା ବଢୁଥିବାରୁ!-->!-->!-->…
ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ : ୪ଆତଙ୍କବାଦୀ ନିପାତ
କରାଚି, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯।୬ : କରାଚି ସ୍ଥିତ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ସୋମବାର ଷ୍ଟକ୍ ଏକ୍ସଚେଞ୍ଜ ଭିତରକୁ ୪ଜଣ ଆତଙ୍କବାଦୀ ପ୍ରବେଶ କରି ଗ୍ରେନେଡ ମାଡ଼ କରିବା ସହ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଘଟଣାରେ ୪ଜଣ ଆତଙ୍କବାଦୀ ନିହତ!-->…
ରାଜ୍ୟର ୯ ଜିଲ୍ଲାରେ ଆରମ୍ଭ ହେଲା ସେରୋଲଜିକାଲ ସର୍ଭେ
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୯/୦୬: କରୋନା ସଂକ୍ରମଣର ମାତ୍ରା ପରଖିବାକୁ ରାଜ୍ୟ ସରକାର ୯ଟି ଜିଲ୍ଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ କରିଛନ୍ତି। ପୁରୀ, ଭୁବନେଶ୍ୱର(ବିଏମସି), କଟକ ଓ ପୁରୀ ଜିଲ୍ଲା ସମେତ ୯ଟି ଜିଲ୍ଲାରେ ଏହି ସର୍ଭେ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ସେବାରେ ନିଯୁକ୍ତ!-->!-->!-->!-->!-->…
ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ ୨୦ହଜାର ନୂତନ ନିଯୁକ୍ତି ଦେବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୯/୦୬: ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ ଇଣ୍ଡିଆ ପକ୍ଷରୁ ୨୦ ହଜାର କର୍ମଚାରୀଙ୍କୁ ସାମୟିକ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯିବ। ଏ ନେଇ କମ୍ପାନୀ ରବିବାର ସୂଚନା ଦେଇଛି। ଅନ୍ଲାଇନ ଶପିଙ୍ଗ୍ରେ ଅଭିଜ୍ଞତା ଥିବା ବ୍ୟକ୍ତି ବିଶେଷଙ୍କୁ!-->!-->!-->…
ଗତ ୨୪ ଘଣ୍ଟାରେ ଦେଶରେ ୧୯ ହଜାର ୪୫୯ ଜଣ ଆକ୍ରାନ୍ତ ଚିହ୍ନଟ, ୩୮୦ ମୃତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ୨୯/୦୬: ଦେଶରେ ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗୁଛି କରୋନା। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସମକ୍ରମିତ ମୋଟ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ପାର କରିସାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ!-->!-->!-->…
ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର : ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କୁ ଅତିରିକ୍ତ…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ପଟେଲଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍!-->…
ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ଙ୍କ ପାଇଁ ବଢିଲା ଅଡୁଆ, ଥାନାରେ ରୁଜୁ ହେଲା FIR
ବଢିଲା ରାମଦେବଙ୍କୁ ଅଡୁଆ । ରାଜସ୍ଥାନରେ ଯୋଗଗୁରୁ ବାବା ରାମଦେବ, ପତଞ୍ଜଳି ଆୟୁର୍ବେଦର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଓ ଅନ୍ୟ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କରୋନା ରୋଗ ଠିକ୍ ହେବା ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବିକୁ ବିରୋଧ କରି ଥାନାରେ FIR ରୁଜ୍ଜୁ ହୋଇଛି ।!-->!-->!-->!-->!-->…
