Browsing Category

National-International

ମିତ୍ରତା ସହ ଜବାବ ଦେବା ବି ଭଲରେ ଜାଣିଛୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କଳିଙ୍ଗ ଜ୍ୟୋତି ଦିଲ୍ଲୀ ୨୮/୦୬ : ଲଦାଖର ଗଲୱାନ ଉପତ୍ୟାକରେ ସହିଦ ହୋଇଥିବା ୨୦ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଚଳି ଦେବା ସହ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମରେ ସାରା ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ମୋଦୀ

ରାହୁଲ ଗାନ୍ଧୀଙ୍କୁ ଆଇନା ଦେଖାଇଲେ ଶରଦ ପାଓ୍ଵାର , କହିଲେ- ୧୯୬୨ରେ କ’ଣ ଘଟିଥିଲା ଭୁଲି ପାରିବୁ ନାହିଁ ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୨୮/୦୬: ପୂର୍ବ ଲଦାଖରେ ଚୀନ ସହିତ ଉତ୍ତେଜନାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ବାରମ୍ବାର ହମଲା କରି ଚାଲିଛନ୍ତି। ଲଦାଖରେ ଚୀନୀ ସୈନିକଙ୍କ ଅନୁପ୍ରବେଶକୁ ନେଇ ରାହୁଲ ଶୁକ୍ରବାର ମଧ୍ୟ କେନ୍ଦ୍ରର ମୋଦୀ ସରକାରଙ୍କୁ

ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ କରିବା ପାଇଁ ଦାୟିତ୍ୱ ନେବାକୁ ପଡ଼ିବ – ଧର୍ମେନ୍ଦ୍ର ପ୍ରଧାନ

ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ କରିବା ପାଇଁ ଦାୟିତ୍ୱ ନେବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନଓଡିଶାରେ ଏମଏସଏମଇ ନିମନ୍ତେ ଆର୍ଥିକ ପ୍ୟାକେଜ୍‍ ଏବଂ ସୁଯୋଗ ଉପରେ ଗୁରୁତ୍ୱାରୋପ-ରାଜ୍ୟରେ ଏମଏସଏମଇ କ୍ଷେତ୍ରର ବିକାଶ କରିବା ପାଇଁ ଅର୍ଥ, ଦକ୍ଷତା, କଞ୍ଚାମାଲ, ପରିଶ୍ରମୀ ମାନବସମ୍ବଳ,

ଲଦାଖ ସୀମାରେ ଏୟାର ଡିଫେନ୍ସ ମିସାଇଲ୍ ମୁତୟନ କଲା ଭାରତ,ଆଖି ଉଠାଇ ଚାହିଁବାକୁ ଡରିବ ଚୀନ୍

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୮।୦୬: ସରକାରୀ ସୂତ୍ର ଅନୁଯାୟୀ ସୀମାରେ ନିଜର ଉପସ୍ଥିତି ଏବଂ ଶକ୍ତି ବଢାଇବା ପାଇଁ ଭାରତ ସେନା ଓ ବାୟୁସେନା ଏୟାର ଡିଫେନ୍ସ ସିଷ୍ଟମକୁ ମୁତୟନ କରିଛି। ଯଦ୍ଵାରା ପିପଲ୍ସ ଲିବେରେସନ ଆର୍ମି(ପିଏଲଏ)ର ଲଢୁଆ ବିମାନ କିମ୍ବା ହେଲିକପ୍ଟରର ପ୍ରତିଟି ଦୁଃସାହାସର

ଦେଶରେ କରୋନା ଜନିତ ସୁସ୍ଥ ହାର ୫୮% ରୁ ଅଧିକ ,ମୃତ୍ୟୁ ହାର ପାଖାପାଖି ୩%

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ୨୮/୦୬ : ଭାରତରେ କରୋନା ଜନିତ ସୁସ୍ଥ ହାରରେ ୫୮ ପ୍ରତିଶତରୁ ଅଧିକ ରହିଛି। ପାଖାପାଖି ୩ ଲକ୍ଷ ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସେହିଭଳି ଦେଶରେ ମୃତ୍ୟୁ ହାର ପାଖାପାଖି ୩

ଜୁନ ୩୦ ସୁଦ୍ଧା ଅଭିଭାବକ ଫି ଦେଇ ନ ପାରିଲେ ପିଲାଙ୍କ ଆଡମିଶନ ରଦ୍ଦ କରିପାରିବ ନାହିଁ ଘରୋଇ ସ୍କୁଲ : ଗୁଜୁରାଟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଅହମଦାବାଦ ୨୮/୦୬ : ଗୁଜୁରାଟ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି ଯେ ଜୁନ ୩୦ ସୁଦ୍ଧା ଯେଉଁ ଅଭିଭାବକମାନେ ନିଜ ସନ୍ତାନର ସ୍କୁଲ ଫି ଦେଇପାରିନାହାନ୍ତି ଘରୋଇ ସ୍କୁଲ ସେମାନଙ୍କ ପିଲାଙ୍କ ଆଡମିସନ ରଦ୍ଦ କରିପାରିବ ନାହିଁ । ମୁଖ୍ୟ

ଚୀନ୍ ଭାରତକୁ ପିଓକେ ପଟରୁ ଟାର୍ଗେଟ୍ କରିବା ଯୋଜନା କରୁଛି କି?

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୮/୦୬:ଗୋଟିଏ ପଟେ ଏଲଏସି ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ କୂଟନୀତିକ ଏବଂ ସାମିରକ ସ୍ତରରେ ଆଲୋଚନା ଜାରି ରହିଛି। ଅନ୍ୟପଟେ ଦୁଇ ଦେଶ ସେନା ଠୁଳ କରିବା ସହିତ ସୀମାରେ ଲଢ଼ୁଆ ବିମାନ ମୁତୟନ କରୁଛନ୍ତି। ଏହାରି ଭିତରେ ଭାରତ ପାଇଁ

ଭାରତ-ଚାଇନା ସୀମା ବିବାଦ: LACରେ ଯୁଦ୍ଧ ଭଳି ପରିସ୍ଥିତି

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୮/୦୬ : LACରେ ଯୁଦ୍ଧ ଭଳି ପରିସ୍ଥିତି। ଉଭୟ ଚୀନ ଓ ଭାରତ ନିଜ ନିଜ ସ୍ଥିତିରେ ଅଟଳ ଅଛନ୍ତି। କେହି କାହା ପୋଜିସନରୁ ହଟୁନାହାନ୍ତି। ମିଲିଟାରି ଓ କୂଟନୈତିକ ସ୍ତରରେ ବାରମ୍ବାର ଆଲୋଚନା ପରେ ମଧ୍ୟ ସମାଧାନର କୌଣସି ସୂତ୍ର ବାହାରି ପାରି ନାହିଁ। ପୂର୍ବ

ବ୍ୟାଙ୍କ ଠକ ଫେରାର ମେହୁଲ ଚୌକସୀ ମଧ୍ୟ ଦେଇଛି ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଦାନ ଦେଇଛି !

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୭/୦୬: କଂଗ୍ରେସର ରାଜୀବ ଗାନ୍ଧି ଫାଉଣ୍ଡେସନ ଚୀନ୍ ଦୂତାବାସ ଜରିଆରେ ଧନ ସଂଗ୍ରହ କରିଥିବାର ବିଜେପି ଅଭିଯୋଗ କରିବା ପରେ ନୂଆନୂଆ ଘଟଣା ଏବେ ସାମ୍ନାକୁ ଆସିବାରେ ଲାଗିଛି। ଏଥିରେ ସୋନିଆ ଗାନ୍ଧିଙ୍କ ପରିଚାଳିତ ଏହି ଫାଉଣ୍ଡେସନକୁ ପିଏନବି ଋଣ ଠକେଇ

କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱଳ୍ପ ମୂଲ୍ୟର ଷ୍ଟେରଏଡ୍ ଡ୍ରଗ୍ ଡେକ୍ସାମେଥାସୋନ୍ ବ୍ୟବହାର କରିବାକୁ ଅନୁମତି…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୭/୦୬: ମଧ୍ୟମ ତଥା ଗୁରୁତର ଲକ୍ଷଣ ବିଶିଷ୍ଟ କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ମିଥାଇଲପ୍ରେଡନିସୋଲୋନର ବିକଳ୍ପ ଭାବରେ ଷ୍ଟେରଏଡ୍ ଡ୍ରଗ୍ ଡେକ୍ସାମେଥାସୋନ୍ ବ୍ୟବହାର କରିବାକୁ କେନ୍ଦ୍ର ସରକାର ଶନିବାର ଅନୁମତି ଦେଇଛନ୍ତି। ବ୍ରିଟିଶ କ୍ଲିନିକାଲ
error: Content is protected !!
Open chat