Browsing Category

National-International

୫ ରାଜ୍ୟକୁ ମିଳିବ ପ୍ରଥମ ପର୍ଯ୍ୟାୟରେ‌ କୋଭିଡ୍‌-୧୯ ଔଷଧ “କୋଭିଫର”, ଦ୍ୱିତୀୟ ପର୍ଯ୍ୟାୟରେ…

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଗୁଜରାଟ ଏବଂ ତେଲେଙ୍ଗାନାରେ କୋଭିଫର ପହଞ୍ଚିବ। ଦ୍ୱିତୀୟ ପର୍ଯ୍ୟାୟରେ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୌ, ପାଟଣା, ଭୁବନେଶ୍ୱର, ରାଞ୍ଚି, ବିଜୟଓ୍ୱାଡ଼ା, କୋଚି, ତ୍ରିଭେନ୍ଦ୍ରମ

ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନୀର ନିଷ୍ପତ୍ତି : ‘ଫେୟାର୍ ଆଣ୍ଡ ଲଭଲି’ ରୁ ହଟିବ…

ବେଙ୍ଗାଲୁରୁ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୬ : ବର୍ଣ୍ଣ ବୈଷମ୍ୟ ମନୋଭାବର ପୃଷ୍ଠପୋଷକତାର ଅଭିଯୋଗ ଫଳରେ, ସୁନ୍ଦର ତ୍ୱଚା ଓ ଉଜ୍ଜଳ ଚେହେରା ପାଇଁ ହିନ୍ଦୁସ୍ଥାନ ୟୁନିଲିଭର ଦ୍ୱାରା ପ୍ରସ୍ତୁତ ଫେୟାର ଆଣ୍ଡ ଲଭଲିରୁ ଏବେ ଫେୟାର୍ ନାମ ହଟାଇବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ଗୁରୁବାର

ଜୋର ଧରିଲା କେ.ପି.ଶର୍ମାଙ୍କ ଇସ୍ତଫା ଦାବୀ, ନେପାଳରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ଆରମ୍ଭ ହେଲା ଗୋଷ୍ଠୀ କନ୍ଦଳ।

(କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : ନେପାଳରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟିରେ ଅନ୍ତରିଣ ବିବାଦ ବଢିବାରେ ଲାଗିଛି। ପାର୍ଟିରେ ବିଦ୍ରୋହ ଉପୁଜିଥିବା ବେଳେ ନିଜ ଦଳର ସାଂସଦମାନେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ

ସୀମାରେ ଟି-୯୦ ଭୀଷ୍ମ ଟ୍ୟାଙ୍କ ମୁତୟନ, ଚୀନକୁ ଏବେ ଅସ୍ତ୍ର ମାଧ୍ୟମରେ ଜବାବ ଦେବ ଭାରତ।

(କଳିଙ୍ଗ ଜ୍ୟୋତି ବ୍ୟୁରୋ) ସୀମାନ୍ତ ଅଞ୍ଚଳରେ ଶତ୍ରୁର ସମସ୍ତ ଯୋଜନାକୁ ରଣନୈତିକ ଏବଂ ସାମରିକ ସ୍ତରରେ ମାତ ଦେବାକୁ ପ୍ରସ୍ତୁତ ହୋଇଉଠିଛି ଭାରତୀୟ ସେନା । ଉଭୟ ଦେଶର ସୀମାକୁ ପରସ୍ପର ଠାରୁ ଅଲଗା କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମାରେଖା - ଏଲଏସି ( Line of Actual Conmtrol-LAC)

ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀର ବାକିଥିବା ସମସ୍ତ ପରୀକ୍ଷା ବାତିଲ୍।

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : କରୋନା ଯୋଗୁଁ ଦେଶରେ ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଲକ୍‌ ଡାଉନ୍‌ କରାଯାଇଥିଲା । ଏହାପରେ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର କିଛି ପରୀକ୍ଷା ହୋଇପାରିନଥିଲା । ତେବେ ଦେଶରେ ଜୁନ୍‌ ୧ ତାରିଖରୁ ଦେଶରେ

ଗଣତନ୍ତ୍ର ସଂରକ୍ଷଣ ପାଇଁ ଜରୁରୀ ପରିସ୍ଥିତି ବେଳେ ତ୍ୟାଗ ସ୍ବୀକାର କରିଥିବା ବ୍ୟକ୍ତିଙ୍କୁ ଭାରତ ଭୁଲିଯିବ ନାହିଁ :…

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) : ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀ ପରିସ୍ଥିତିର ୪୫ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତର ଗଣତନ୍ତ୍ର ନିମନ୍ତେ ଯେଉଁମାନେ ଅସୀମ ତ୍ୟାଗ ସ୍ବୀକାର

ଉଦ୍ୟୋଗଗୁଡିକ ପାଇଁ ଦ୍ୱାର ଖୋଲିଲା ଇସ୍ରୋ ।

ନୂଆଦିଲ୍ଲୀ (କଳିଙ୍ଗଜ୍ୟୋତି ବ୍ୟୁରୋ) ୨୫/୦୬ : ଘରୋଇ ଉଦ୍ୟୋଗଗୁଡିକ ପାଇଁ ସ୍ପେସ୍ ସେକ୍ଟର ଖୋଲି ଇସ୍ରୋ ପାଇଁ ସଂସ୍କାରମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଭାରତର ଶିଳ୍ପ ଭିତ୍ତିଭୂମି ବିସ୍ତାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ

ଭର୍ଚୁଆଲ ପ୍ଲାଟଫର୍ମରେ ଶୁଭାରମ୍ଭ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କଳିଙ୍ଗ ଜ୍ୟୋତି ବ୍ୟୁରୋ : ପାରାଦ୍ୱୀପଠାରେ ମିଳିତ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଇଣ୍ଡିଆନ ଅଏଲ ଦ୍ୱାରା ଏହାର ବିଶୋଧନାଗାର ଓ ପେଟ୍ରୋକେମିକାଲ କମ୍ପେ୍ଲସ ସହ ୪୩ କୋଟି ଟଙ୍କାର ଏକ ପ୍ରଡକ୍ଟ ଆପ୍ଲିକେସନ ଓ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ଗୁରୁତ୍ଵପୂର୍ଣ୍ଣ ରୁଷ ଗସ୍ତ।

ମସ୍କୋ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) : ରୁଷର ରାଜଧାନୀ ମସ୍କୋର ରେଡ୍‌ ସ୍କୋୟାରରେ ଦ୍ବିତୀୟ ବିଶ୍ଵଯୁଦ୍ଧର ୭୫ ବର୍ଷ ପୂର୍ତ୍ତି ଅବସରରେ ବୁଧବାର ବିଜୟ ଦିବସ ପରେଡ୍‌ ଅନୁଷ୍ଠିତ ହୋଇଛି। ଏଥିରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତିଥିଭାବେ ଯୋଗଦେଇ ପରେଡ୍‌ରେ‌ ଅଭିଭାଦନ ଗ୍ରହଣ

ଦେଶରେ ଥିବା ସମସ୍ତ ସମବାୟ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ପରିଚାଳିତ ହେବ।

ନୂଆଦିଲ୍ଲୀ/ଭୁବନେଶ୍ବର : ‌କେନ୍ଦ୍ର କ୍ୟାବିନେଟ୍‌ରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧୀନକୁ ଆଗାମୀ ଦିନରେ ସମସ୍ତ ସମବାୟ ବ୍ୟାଙ୍କ ଆସିବ । ଏଥିପାଇଁ ସରକାର ଏକ ଅଧ୍ୟାଦେଶ ଆଣିବେ। ସେଥିରେ ରାଷ୍ଟ୍ରପତି ଯେଉଁଦିନ ସ୍ବାକ୍ଷର କରିବେ ସେହିଦିନ ଠାରୁ ସମସ୍ତ ସମବ‌ାୟ
error: Content is protected !!
Open chat