Browsing Category

National-International

ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ : କେନ୍ଦ୍ର ସରକାର

ନୂଆଦିଲ୍ଲୀ ୧୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : ସମ୍ମତି ବିନା କୌଣସି ବ୍ୟକ୍ତିଙ୍କୁ ବାଧ୍ୟ କରି ଟିକା ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ‘କୋଭିଡ୍‌-୧୯ ଟିକାକରଣ ଗାଇଡ୍‌ଲାଇନ୍‌’ରେ ଉଲ୍ଲେଖ ଥିବା କଥା କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ

ଭାରତରେ କୋଭିଡ୍‌ ଟିକାକରଣ ଅଭିଯାନର ୧ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ ୧୬/୦୧/୨୦୨୨ କଳିଙ୍ଗ ଜ୍ୟୋତି : କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନର ରବିବାର ଦିନ ଏକ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବଧି ମଧ୍ୟରେ ୧୫୬.୭୬ କୋଟିରୁ ଅଧିକ ଟିକା ଡୋଜ୍‌ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ

ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପାରାସିଟାମଲ୍ ହିଁ ଯଥେଷ୍ଟ : ବିଶେଷଜ୍ଞ

ନୁଆଦିଲ୍ଲୀ ୧୬/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନାର ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ପାରାସିଟାମଲ୍ ହିଁ ଯଥେଷ୍ଟ । ଆଜିଥ୍ରୋମାଇସିନ୍ ଓ ମଲୁନୋପିରାଭିର ଭଳି ଆଣ୍ଟିବାୟ‌ୋଟିକର ବହୁଳ ବ୍ୟବହାର ନେଇ ଚିନ୍ତା ବ୍ୟକ୍ତକରିଛନ୍ତି ବିଶେଷଜ୍ଞ । ବିଶେଷଜ୍ଞଙ୍କ ମତରେ ଯେଉଁ ରୋଗୀ କରୋନା ଟିକା

୨୨ ପର୍ଯ୍ୟନ୍ତ ଶୋଭାଯାତ୍ରା ମନା, ସଭାକୁ ଅନୁମତି

ଶୋଭାଯାତ୍ରା ଓ ରୋଡ୍‌ ଶୋ’ ଉପରେ କଟକଣା ଜାରି କଲେ ଭାରତ ନିର୍ବାଚନ ଆୟୁକ୍ତ ନୂଆଦିଲ୍ଲୀ ୧୫/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଶନିବାର ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ଦେଶର ୫ଟି ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କଟକଣାକୁ ବୃଦ୍ଧି କରାଯାଇଛି। ନିର୍ବାଚନ ହେବାକୁ

ଏଣିକି ପ୍ରତିବର୍ଷ ଜାନୁଆରୀ ୨୩ରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ

ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଉତ୍ସବକୁ ପାଳନରେ ସାମିଲ କରାଯିବ ନୂଆଦିଲ୍ଲୀ ୧୫/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଦେଶରେ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ଏଣିକି ପ୍ରତିବର୍ଷ ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେବ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବୀର ପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର

ହୋମ ଆଇସୋଲେସନ ପାଇଁ ଗାଇଡଲାଇନ ଜାରି ପଜିଟିଭ ହେଲେ ୭ ଦିନ ହୋମ ଆଇସୋଲେସନ

ନୂଆଦିଲ୍ଲୀ: ଘରୋଇ ସଙ୍ଗରୋଧ ପାଇଁ ଜାରି ହେଲା ମାର୍ଗଦର୍ଶିକା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି ହୋଇଛି । ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ବିହୀନ ଲୋକଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ କୁହାଯାଇଛି । ୬୦ ବର୍ଷରୁ ଅଧିକ ବୟସ୍କ ଲୋକ ଘରେ ସଙ୍ଗରୋଧରେ ରହିବେ

ଦିଲ୍ଲୀରୁ ମିଳିଥିବା ବିସ୍ଫୋରକ ଆରଡିଏକ୍ସ ଥିଲା : ଏନଏସଜି

ନୂଆଦିଲ୍ଲୀ ୧୪/୦୧/୨୦୨୨ କଳିଙ୍ଗ ଜ୍ୟୋତି : ପୂର୍ବ ଦିଲ୍ଲୀର ଗାଜିପୁର ଫୁଲ ବଜାର ନିକଟରୁ ଆଜି ମିଳିଥିବା ବିସ୍ଫୋରକ (ଆଇଇଡି) ସଂପର୍କରେ କେତେକ ତଥ୍ୟ ପ୍ରଦାନ କରିଛନ୍ତି ଏନଏସଜି ମହାନିର୍ଦ୍ଦେଶକ ଏମଏ ଗଣପତି । ସେ କହିଛନ୍ତି ଯେ ଆଇଇଡିରେ ଆରଡିଏକ୍ସ ଓ ଆମେନିୟମ ନାଇଟ୍ରେଟ୍ ପରି ବିପଜ୍ଜନକ

ଆମ ଶରୀର ପାଇଁ ଟିକା ଓ କାଢା ଉଭୟ ଜରୁରୀ: ଡାକ୍ତର ଅଶୋକ ମହାପାତ୍ର

ଭୁବନେଶ୍ବର ୧୪/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ଆମ ଶରୀର ପାଇଁ ଭ୍ୟାକସିନ୍ ଓ କାଢା ଉଭୟ ଜରୁରୀ ବୋଲି ବରିଷ୍ଠ ଏଲୋପାଥି ଚିକିତ୍ସକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଟିକା କରୋନାର ଅମୋଘ ଅସ୍ତ୍ର। କାଢା ମଣିଷ ଶରୀରରେ ରୋଗ

କରୋନା ବିରୋଧୀ ଲଢେଇରେ ଆମେ ନିଶ୍ଚିତ ବିଜୟୀ ହେବା : ପ୍ରଧାନମନ୍ତ୍ରୀ

ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ନୂଆଦିଲ୍ଲୀ ୧୩/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପରିପ୍ରକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କହିଛନ୍ତି।

ଟିକା ନେଇନଥିବା ଲୋକଙ୍କ ପାଇଁ ଓମିକ୍ରନ ବିପଜ୍ଜନକ- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ

ଜେନେଭା ୧୩/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଓମିକ୍ରନ ପ୍ରକରଣ କେବଳ ଦ୍ରୁତ ଗତିରେ ବିଶ୍ୱବାସୀଙ୍କୁ ସଂକ୍ରମିତ କରୁନାହିଁ । ଏହା ମଧ୍ୟ କୋଭିଡ-୧୯ର ଅନ୍ୟ ପ୍ରକରଣ ଭଳି ବିପଜ୍ଜନକ । ଏଥିରେ ଆକ୍ରାନ୍ତ ଲୋକ ହାସପାତାଳରେ ଭର୍ତ୍ତି ହେଉଛନ୍ତି । କେତେକଙ୍କର ମୃତ୍ୟୁ ଘଟୁଛି । ତେଣୁ ଏହାକୁ ହାଲୁକା
error: Content is protected !!
Open chat