Browsing Category

National-International

ସାରା ଦେଶରେ କରୋନା ଟୀକାକରଣ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ସବୁ ସଫଳତାର ଶ୍ରେୟ ଦେଲେ ବୈଜ୍ଞାନିକଙ୍କୁ https://twitter.com/narendramodi/status/1350306962676715522 ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଟିକା ବିକଶିତ କରିବା ପାଇଁ ବହୁ ବର୍ଷ ଲାଗିଥାଏ କିନ୍ତୁ ଆମ ବୈଜ୍ଞାନିକମାନେ ବହୁତ କମ ସମୟରେ ମେଡ଼ ଇନ

ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ପିଆଇଏଲ ଦାଖଲ

ନୂଆଦିଲ୍ଲୀ: ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଚର୍ଚ୍ଚାରେ ରହିଛି । ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରହିବ ନା ନାହିଁ ଏହାକୁ ନେଇ ଏବେ ବିତର୍କ ସୃଷ୍ଟି ହୋଇଛି । ୟୁଜର୍ସଙ୍କ ତଥ୍ୟ ସେୟାର ପାଇଁ ଅନୁମତି ଲୋଡିଛି ହ୍ୱାଟ୍ସଆପ । ଫେବୃୟାରୀ ୮ ତାରିଖ ସୁଦ୍ଧା ଡାଟା ସେୟାର ପାଇଁ

ଶନିବାର ଠାରୁ ଆରମ୍ଭ ହେବ ଟୀକାକରଣ : ତିନି କୋଟି ଲୋକଙ୍କୁ ଦିଆ​‌ଯିବ ଟିକା

ନୂଆଦିଲ୍ଲୀ : ସମଗ୍ର ଦେଶରେ ଜାନୁଆରୀ ୧୬, ଅର୍ଥାତ୍ ଶନିବାର ଠାରୁ ଟୀକାକରଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଟିକା ନେଉଥିବା କିଛି ଲୋକଙ୍କ ସହ କଥା ହେବେ। ସୂଚନାଅନୁସାରେ, ପ୍ରଥମ ଦିନରେ

ଗଣତନ୍ତ୍ର ଦିବସ ସମାରୋହରେ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବେ ନାହିଁ

ନୂଆଦିଲ୍ଲୀ : ଏବର୍ଷର ଗଣତନ୍ତ୍ର ଦିବସ ପରେଡରେ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବେ ନାହିଁ । ଏ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଏବର୍ଷ କୌଣସି

କୋଭିଡ ଟିକା ସଂପୂର୍ଣ୍ଣ ନିରାପଦ ଓ ଫଳପ୍ରଦ : ଡ.ଜୟନ୍ତ ପଣ୍ଡା

ପ୍ରଥମେ କେବଳ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ, ପ୍ରଥମ ଡୋଜର ୨୮ ଦିନ ପରେ ୨ୟ ଡୋଜ୍ ଭୁବନେଶ୍ବର : ଆସନ୍ତା ୧୬ ତାରିଖରୁ ଓଡ଼ିଶା ସମେତ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହେବ । ଏଥିପାଇଁ ରାଜ୍ୟରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ପ୍ରଥମେ କେବଳ ଡାକ୍ତର ଓ ସ୍ବାସ୍ଥ୍ୟ

ଭାରତ ମାନବ ସମୁଦାୟକୁ ସୁରକ୍ଷିତ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶରେ ବିକଶିତ ଦୁଇଟି କୋଭିଡ୍‍ ୧୯ ଟିକା ଦ୍ୱାରା ଭାରତ ମାନବ ସମୁଦାୟକୁ ସୁରକ୍ଷିତ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। କୋଭିଡ୍‍ ୧୯ ମହାମାରୀ ସମସ୍ୟାର ସମାଧାନ ଲାଗି ଉଦ୍ଦିଷ୍ଟ ଏହି ଦୁଇଟି ଭାରତୀୟ ଟିକା ଦ୍ୱାରା ସମ୍ପୂର୍ଣ୍ଣ ବିଶ୍ୱ

କାଳିଆ ଦର୍ଶନ ପାଇଁ ନିୟମ କୋହଳ; ୨୧ରୁ ଦରକାର ପଡ଼ିବନି କୋଭିଡ ରିପୋର୍ଟ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ରହିଥିବା ନିୟମକୁ କୋହଳ କରାଯାଇଛି। ଏହି ନିୟମ ଆସନ୍ତା ୨୧ ତାରିଖରୁ ଲାଗୁ ହେବ। ରବିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ସୋମବାର ସମୀକ୍ଷା ବୈଠକରେ ମହାପ୍ରଭୁଙ୍କ

ଦିନିକିଆ କ୍ରିକେଟ୍‌କୁ ୫୦ ବର୍ଷ ପୂରିଲା

ମେଲ୍‌ବୋର୍ଣ୍ଣ: ୧୯୭୧ ଜାନୁଆରୀ ୫; ଠିକ୍ ୫୦ ବର୍ଷ ତଳେ ସର୍ବପ୍ରଥମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଖେଳା ଯାଇଥିଲା। ଇଂଲଣ୍ଡ ଦଳ ୬ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଆସିଥିଲା। ମେଲ୍‌ବୋର୍ଣ୍ଣରେ ୩ୟ ଟେଷ୍ଟମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା। ଆର୍ଥିକ

ଆସନ୍ତା ୧୦ ଦିନ ମଧ୍ୟରେ ଦେଶରେ କରୋନା ଟିକାଦାନ ଆରମ୍ଭ ହେବ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଆସନ୍ତା ୧୦ ଦିନ ମଧ୍ୟରେ ଅର୍ଥାତ ଜାନୁଆରି ୧୩-୧୪ ସୁଦ୍ଧା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇପାରେ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ସେ କହିଛନ୍ତି ଯେ ଦେଶରେ ଉପଲବ୍ଧ

ଦେଶରେ ଆରମ୍ଭ ହେଲା ପ୍ରାକ୍‌-ଟିକାକରଣ ଅଭ୍ୟାସ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଲାଗି ଟିକାକୁ ମଞ୍ଜୁରୀ ମିଳିସାରିଛି। ତେଣୁ ଖୁବଶୀଘ୍ର ଦେଶବ୍ୟାପୀ ଟିକାକରଣ ଆରମ୍ଭ ହେବ। ତେବେ ଏହା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତତ୍ତ୍ଵାବଧାନରେ ଦେଶବ୍ୟାପୀ ପ୍ରାକ୍‌-ଟିକାକରଣ ଅଭ୍ୟାସ ଶନିବାରଠାରୁ ଆରମ୍ଭ ହୋଇଛି। ଦେଶର ସମସ୍ତ
error: Content is protected !!
Open chat