Browsing Category

National-International

‘ଫେମ ଇଣ୍ଡିଆ ଏସିଆ ପୋଷ୍ଟ’: ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟରେ ଓଡ଼ିଶାର ଦୁଇ ବିଧାୟକ ତାରାପ୍ରସାଦ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେଡ଼ି ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟ​‌ରେ ସ୍ଥାନ ପାଇଛନ୍ତି । ଓଡ଼ିଶାର ଦୁଇ ବିଧାୟକ ଫେମ୍ ଇଣ୍ଡିଆ ଏସିଆ ପୋଷ୍ଟରେ ସ୍ଥାନ ପାଇଛନ୍ତି । ନିଜର

ପୂର୍ବତନ ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ତଥା ଉତ୍ତରପ୍ରଦେଶ ମନ୍ତ୍ରୀ ଚେତନ ଚୌହ୍ୱାଣଙ୍କ ପରଲୋକ

ନୂଆଦିଲ୍ଲୀ/ଲକ୍ଷ୍ନୌ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : ଗତ ୧୧ ତାରିଖରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ତଥା ଉତ୍ତରପ୍ରଦେଶରେ ଯୋଗୀ ସରକାରରେ ମନ୍ତ୍ରୀ ଥିବା ଚେତନ ଚୌହ୍ବାନ କରୋନା ସଂକ୍ରମିତ ହେବା ଜଣାପଡ଼ିଥିଲା । ତାଙ୍କୁ ମେଦାନ୍ତ ହସପିଟାଲରେ ଭର୍ତି

ବରଫ ଭିତରୁ ମିଳିଲା ସହିଦ ଯବାନଙ୍କ ମର ଶରୀର: ନିୟନ୍ତ୍ରଣ ରେଖା ନିକଟରୁ ୮ମାସ ହେବ ନିଖୋଜ ଥିଲେ

ନୂଆଦିଲ୍ଲୀ/ଡେରାଡୁନ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : ଭାରତୀୟ ସେନାର ୧୧ ଘର୍‌ୱାଲ‌ ରାଇଫଲର ଯବାନ ହାବିଲ‌ଦାର ରାଜେନ୍ଦ୍ର ସିଂହ ନେଗି ଏ ବର୍ଷ ଜାନୁଆରି ମାସରେ କଶ୍ମୀରର ଗୁଲମାର୍ଗ ଅଞ୍ଚଳ ନିୟନ୍ତ୍ରଣ ରେଖା ପାଖରେ ଡିୟୁଟି କରୁଥିବା ସମ‌ୟରେ ହଠାତ୍ ବହଳ ବରଫ ମଧ୍ୟକୁ ଖସଡ଼ି ଯାଇଥିଲେ।

ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ : ରାଷ୍ଟ୍ରପତି,…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପୁଣ୍ୟତିଥି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଅଟଳ ବିହାରୀ ବାଜପେୟୀଙ୍କ ସମାଧିସ୍ଥଳ ‘ସଦୈବ ଅଟଳ’ ଯାଇ ସେଠାରେ ତାଙ୍କୁ ପୁଷ୍ପ ଅର୍ପଣ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଛି, ଶୀଘ୍ର ସୁସ୍ଥ ହୋଇ ଫେରିବେ : ଟ୍ୱିଟ କରି…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ରବିବାର ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେଇ ଦିଲ୍ଲୀ ସ୍ଥିତ ସେନା

ଭାରତର ୭୪ତମ ସ୍ୱାଧୀନତା ଦିବସ ଅବସରରେ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭକାମନା…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : ସୀମା ବିବାଦକୁ ନେଇ ଉତ୍ତେଜନା ଚାଲିଥିବା ବେଳେ ନେପାଳର ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଦୁଇ ଦେଶର ନେତାଙ୍କ ମଧ୍ୟରେ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି : ସମଗ୍ର ଦେଶ ଦେଉଛି…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୬/୦୮ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ପୂଣ୍ୟତିଥି । https://twitter.com/narendramodi/status/1294806334756384768

୭୪ତମ ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଶୁଭେଚ୍ଛା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୬/୦୮ : ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଶୁଭେଚ୍ଛା ଜଣାଇଛନ୍ତି । ୭୪ତମ ସ୍ଵାଧୀନତା ଦିବସ ଅବସରରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଜାତୀୟ ପତାକା ଉତ୍ତୋଳନ

୭୪ତମ ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୬/୦୮ : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୭୪ତମ ସ୍ଵାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅଗଷ୍ଟ ଶେଷ ସୁଦ୍ଧା ବଜାରକୁ ଆସିବ ରୁ‌ଷ୍ ଉତ୍ପାଦିତ କୋଭିଡ୍‌-୧୯ ଟିକା “ସ୍ପୁଟ୍‌ନିକ୍‌-୫” : ରିପୋର୍ଟ

ନୁଆଦିଲ୍ଲୀ / ମସ୍କୋ: କୋଭିଡ୍‌-୧୯ ସଂକ୍ରମଣରୁ ରକ୍ଷା ପାଇବାକୁ ରୁଷ୍‌ ନୂଆ ଟିକା ଉତ୍ପାଦନ ଆରମ୍ଭ କରିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଠାରୁ ସୂଚନା ପାଇ ‘ଇଣ୍ଟର୍‌ଫ୍ୟାକ୍ସ’ ନିଉଜ୍ ଏଜେନ୍‌ସି ଶନିବାର ଦିନ ରିପୋର୍ଟ କରିଛି।ରୁଷ୍‌ କହିଛି ଯେ, ମସ୍କୋର ଗାମାଲେୟା ଇନ୍‌ଷ୍ଟିଚ୍ୟୁଟ୍‌
error: Content is protected !!
Open chat