Browsing Category
Odisha
ନୂଆବର୍ଷରେ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ/ଭୁବନେଶ୍ବର ୧୦/୧୨/୨୦୨୧ କଳିଙ୍ଗ ଜ୍ୟୋତି : ନୂଆବର୍ଷରେ ପୁଣି ଥରେ ଜଗନ୍ନାଥପ୍ରେମୀଙ୍କୁ ନିରାଶ ହେବାକୁୁ ପଡ଼ିବ। ସାଧାରଣ ଭକ୍ତଙ୍କୁ ଜଗାଦର୍ଶନ ପାଇଁ ଅନୁମତି ମିଳିବ ନାହିଁ। ଅର୍ଥାତ ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ନୂଆବର୍ଷ ଉପଲକ୍ଷେ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ।!-->…
୨୦ ଦିନ ପୂର୍ବରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ
ଭୁବନେଶ୍ବର ୧୨/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଗୋଟିଏ ଦିନ ବି ଚାଲି ପାରିଲାନି ଗୃହ । କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକକୁ ନେଇ ବିରୋଧୀ ବିଜେପି!-->…
ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା
ଭୁବନେଶ୍ବର ୧୩/୧୦/୨୦୨୧ କଳିଙ୍ଗ ଜ୍ୟୋତି : କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟକୁ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି। ଏ ସମ୍ପର୍କରେ ଟ୍ବିଟ୍ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର!-->…
ଜାମିନ ପାଇଁ ହାଇକୋର୍ଟରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
କଟକ ୧୨/୧୦/୨୦୨୧ କଳିଙ୍ଗ ଜ୍ୟୋତି: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅକ୍ଟୋବର ୮ରେ ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଜାମିନ ଖାରଜ ହେବା ପରେ ଏହି ନିର୍ଦ୍ଦେଶ ବିରୋଧରେ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଆବେଦନ କରିଛନ୍ତି। ଏଠାରେ!-->…
ହଟିଲା କ୍ଷମତା ପ୍ରତିବନ୍ଧକ କଟକଣା : ଅକ୍ଟୋବର ୧୮ରୁ ଦେଶ ଭିତରେ ବିମାନ ଉଡ଼ାଣ ନିୟମିତ
ନୂଆଦିଲ୍ଲୀ ୧୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଚଳିତ ମାସ ୧୮ରୁ କୌଣସି କ୍ଷମତା ପ୍ରତିବନ୍ଧକ ବିନା ସମସ୍ତ ଘରୋଇ ବିମାନ ଉଡ଼ାଣ କାର୍ଯ୍ୟକୁ ନିୟମିତ କରିବାକୁ ନିଷ୍ପତ୍ତି ନେଇଛି। ନିର୍ଦ୍ଧାରିତ ଘରୋଇ ଅପରେଟରଙ୍କ ସ୍ଥିତି ଏବଂ ବିମାନ ଯାତ୍ରା ପାଇଁ!-->…
୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ କୋଭାକ୍ସିନକୁ ଅନୁମତି
ନୂଆଦିଲ୍ଲୀ ୧୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ଦୀର୍ଘ ଦିନ ଧରି ନିଜ ପିଲାମାନଙ୍କ ପାଇଁ କରୋନା ଟିକାକୁ ଅପେକ୍ଷା କରିଥିବା ଅଭିଭାବକଙ୍କ ପାଇଁ ଆଶ୍ବସ୍ତିକର ଖବର। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ପିଲାଙ୍କ ପାଇଁ ଟିକାକରଣକୁ ମଞ୍ଜୁରୀ ଦେଇଛନ୍ତି। ଭାରତ ସରକାର ୨ରୁ ୧୮ ବର୍ଷ ବୟସ୍କ!-->…
ୟୁଜିସି ପାଠ୍ୟକ୍ରମରେ ସ୍ଥାନ ପାଇବ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ
ରେଢାଖୋଲ ୦୨/୧୦/୨୦୨୧ କଳିଙ୍ଗ ଜ୍ୟୋତି : ୟୁଜିସି ପାଠ୍ୟକ୍ରମରେ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ସାମିଲ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ରେଢାଖୋଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଭୀମ ଭୋଇଙ୍କ ଉପରେ!-->…
୨୯ରୁ ସିଟି ପରୀକ୍ଷା, ୬୭ କେନ୍ଦ୍ରରେ ପରୀକ୍ଷା ଦେବେ ୬ ହଜାର ଛାତ୍ରଛାତ୍ରୀ
କଟକ ୧୫/୦୯/୨୦୨୧ କଳିଙ୍ଗ ଜ୍ୟୋତି : ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍ (ଡି.ଇଏଲ୍.ଇଡି) ବା ସିଟି ପରୀକ୍ଷା (ଦ୍ୱିତୀୟ ବର୍ଷ ଏବଂ ଦ୍ୱିତୀୟ ବର୍ଷ ବ୍ୟାକ୍) ପରୀକ୍ଷା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ । ୬ ଦିନ ବ୍ୟାପୀ ହେବାକୁ ଥିବା ଏହି ପରୀକ୍ଷା ଅକ୍ଟୋବର ୮ତାରିଖରେ ଶେଷ ହେବ!-->…
ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା : ସ୍ବତନ୍ତ୍ର ରିଲିଫ କମିଶନର
ଭୁବନେଶ୍ବର ୧୫/୦୯/୨୦୨୧ କଳିଙ୍ଗ ଜ୍ୟୋତି : ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ତେବେ ଏଥିପାଇଁ ମହାନଦୀ ଅବବାହିକାରେ ବିଶେଷ କ୍ଷତି ହେବ ନାହିଁ ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ସେ!-->!-->!-->…
ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ସୁନ୍ଦରଗଡ଼ରେ ୪.୩୭ଲକ୍ଷ ହିତାଧିକାରୀଙ୍କୁ ମିଳିବ କାର୍ଡ
ରାଉରକେଲା: ଅବିଶ୍ରାନ୍ତ ବର୍ଷା ସତ୍ତ୍ବେ ରାଉରକେଲାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀଙ୍କୁ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ!-->!-->!-->…
