Browsing Category

Odisha

କରୋନା ପ୍ରଭାବ ଯୋଗୁଁ ଋଣ ଶୁଝି ପାରିନଥିବା ମାମଲାରେ ଗ୍ରାହକଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ଖାତାକୁ ବ୍ୟାଙ୍କ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୯ : କରୋନା ମହାମାରୀ ପ୍ରଭାବ ଯୋଗୁଁ ଋଣ ଶୁଝି ପାରିନଥିବା ଗ୍ରାହକମାନଙ୍କୁ ସୁପ୍ରିମକୋର୍ଟ ବଡ଼ ଧରଣର ଆଶ୍ବସ୍ତି ପ୍ରଦାନ କରିଛନ୍ତି। ମୋରାଟୋରିଅମ ମାମଲାର ଶୁଣାଣି କରି କୋର୍ଟ ଆଜି ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଗ୍ରାହକମାନେ ଅଗଷ୍ଟ ୩୧ ପର୍ଯ୍ୟନ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫେସ୍‌ବୁକ୍‌ରେ ଧମକ ଦେଇଥିବା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯:ରାଜଦ୍ରୋହ ମାମଲାରେ  ସାଲେପୁର ଅଞ୍ଚଳରୁ ଜଣେ ଯୁବକକୁ ଗିରଫ କରାଯାଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜଣେ ଯୁବକ ଫେସ୍‌ବୁକ୍‌ରେ ଧମକ ଦେଇଥିବା ଅଭିଯୋଗ

ସଂକ୍ରମଣ ସଂଖ୍ୟା ପାଞ୍ଚ ରାଜ୍ୟରେ ଦେଶର ୬୨% ସକ୍ରିୟ ମାମଲା, ୭୦% ମୃତ୍ୟୁ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୯ :ଦେଶର କରୋନା ସଂକ୍ରମଣ ସଂଖ୍ୟା ଗତ ସପ୍ତାହରେ ଦୈନିକ ହାରାହାରି ୬୦ ହଜାର ଟପିବାକୁ ବସିଛି । ତେବେ ପରିସଂଖ୍ୟାନ ଅନୁସାରେ ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୨% ସକ୍ରିୟ ମାମଲା ଓ ୭୦% ମୃତ୍ୟୁ ୫ଟି ରାଜ୍ୟରେ ଘଟିଛି । ଏହି ରାଜ୍ୟଗୁଡ଼ିକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ ମୁକାବିଲା ସମୀକ୍ଷା : ଫୋକସରେ କଟକ-ଖୋର୍ଦ୍ଧା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିସ୍ଥିତି ସହିତ କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଛନ୍ତି।

ରାଜ୍ୟର ଅର୍ଥନୀତି ବିକାଶ ଓ ସାଧାରଣ ଲୋକଙ୍କ ଜୀବନଜୀବିକାର ଉନ୍ନତି ନିମନ୍ତେ ଜୀବିକା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀଙ୍କ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋବିଡ଼ ସଂକ୍ରାନ୍ତ ସମୀକ୍ଷା କାଳରେ ରାଜ୍ୟର ଅର୍ଥନୀତିର ବିକାଶ ଓ ସାଧାରଣ ଲୋକଙ୍କ ଜୀବନଜୀବିକାର ଉନ୍ନତି ନିମନ୍ତେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିନିମନ୍ତେ ସେ ନିର୍ଦିଷ୍ଟ ପ୍ରସଙ୍ଗ ଉପରେ ଆଲୋକପାତ

ହନି ଟ୍ରାପ୍ ମାମଲାର ମହିଳା କଏଦୀଙ୍କ ସହ ଜେଲରଙ୍କ ଫଟୋ ଭାଇରାଲ, ତଦନ୍ତ ପାଇଁ ନିଜେ ଗଲେ ଭୋପାଳ ଡିଆଇଜି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଇନ୍ଦୋର ୦୪/୦୯ : ମଧ୍ୟ ପ୍ରଦେଶର ଚର୍ଚ୍ଚିତ ହନି ଟ୍ରାପ୍ ମାମଲାରେ ଜେଲରେ ସଜା କାଟୁଥିବା ମହିଳା ଅଭିଯୁକ୍ତ ଶ୍ବେତା ଓ ଜେଲରଙ୍କ ସାକ୍ଷାତ ବେଳର ଫଟୋ ଭାଇରାଲ। ପୂର୍ବରୁ ଥଣ୍ଡା ପଡିଯାଇଥିବା ଏହି ମାମଲାରେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ସୋସିଆଲ ମିଡିଆରେ

ଭାରତୀୟ ଆଣବିକ ଯୁଦ୍ଧାସ୍ତ୍ର ରେଞ୍ଜରେ ସମଗ୍ର ଚୀନ : ରିପୋର୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୯ : ଚୀନଆଡ଼ୁ ବିପଦ ଆଶଙ୍କା ବଢିଚାଲିଥିବାରୁ ଭାରତ ନିଜର ଆଣବିକ ରଣନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ପୂର୍ବରୁ ଭାରତ ମୁଖ୍ୟତଃ ପାକିସ୍ତାନକୁ କେନ୍ଦ୍ରରେ ରଖି ନିଜର ସାମରିକ ଓ ଆଣବିକ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଏବେ ଫୋକସରେ ରହିଛି ଚୀନ

ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ୩୦ରୁ ୪୫ ଦିନ ମଧ୍ୟରେ କମିପାରେ

ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧାରେ ଓ ସର୍ଵନିମ୍ନରେ ଦେବଗଡ କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯: ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ଏକ ପ୍ରକାର ଉର୍ଧ୍ବମୁଖୀ ଥିବା ବେଳେ ପ୍ଲାଜମା ଚିକିତ୍ସାରେ ୫୬୫ ଜଣଙ୍କ ମଧ୍ୟରୁ ୧୪୪ ଜଣ ସୁସ୍ଥ ହେବା କରୋନା ମୁକାବିଲା ଦିଗରେ ଆଶା

ରିଆ ,ସୌଭିକ ଚକ୍ରବର୍ତ୍ତୀ ଓ ମିରାଣ୍ଡାଙ୍କ ଘରେ ଏନସିବି ଚଢଉ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୪/୦୯ : ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁମାମଲାରେ ଆଜି ଏକ ନାଟକୀୟ ମୋଡ଼ ଆସିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) (ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ) ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ, ରିଆଙ୍କ ଭାଇ ସୌଭିକ ଓ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଆଦିତ୍ୟଙ୍କ ସହ ସମ୍ପର୍କକୁ ନେଇ ରହସ୍ୟରୁ ପରଦା ଉଠାଇଲେ ରହସ୍ୟମୟୀ ଯୁବତୀ ‘ସାଇକୋ ଲେଡି’

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୪/୦୯: ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ ସାଇକୋ ଲେଡିଙ୍କ ସମ୍ପୃକ୍ତି ଥିବା ନେଇ ଗତ ୨ ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ଆଜି ଏହି ଘଟଣାକୁ ନେଇ ବାଲେଶ୍ୱରର ରହସ୍ୟମୟୀ ଯୁବତୀ ଚିନ୍ମୟୀ ମହାପାତ୍ର ମୁହଁ ଖୋଲିଛନ୍ତି। ସମାଜ ସେବୀ
error: Content is protected !!
Open chat