Browsing Category

Odisha

ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷାଫଳ ପ୍ରକାଶ: ପାସ୍‌ ହାର ୮୦.୮୩ %

୨୭୧ଛାତ୍ରଛାତ୍ରୀଙ୍କ ଗ୍ରେଡ ବଢ଼ିଛି, ୪୫୯ ଛାତ୍ରଛାତ୍ରୀଙ୍କ ଗ୍ରେଡ ହ୍ରାସ ପାଇଛି ଭୁବନେଶ୍ବର ୨୪/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆଜି ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି ଏବଂ ୧୪୧ ଜଣ ଛାତ୍ରଛାତ୍ରୀ

ଦିବ୍ୟାଙ୍ଗ ଶିଶୁଙ୍କ ନିମନ୍ତେ ଖୁବ୍‌ଶୀଘ୍ର ଖୋଲିବ ସେନ୍‌ସୋରୀ ପାର୍କ

ଭୁବନେଶ୍ୱର ୨୨/୦୮/୨୦୨୧ କଳିଙ୍ଗ ଜ୍ଯୋତି : ସହିଦନଗର ମହର୍ଷିନଗର ୱାର୍ଡ ନଂ ୩୦ରେ ଦିବ୍ୟାଙ୍ଗ ଶିଶୁଙ୍କ ନିମନ୍ତେ ଖୁବ୍‌ଶୀଘ୍ର ଖୋଲିବ ସେନ୍‌ସୋରି ପାର୍କ । ଅତ୍ୟାଧୁନିକ ଖେଳ ସାମଗ୍ରୀ ସାଙ୍ଗକୁ ଓପନ ଜିମ୍‌ର ଭରପୁର ମଜା ନେବେ ଦିବ୍ୟାଙ୍ଗ ଶିଶୁ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌

ମାଲକାନଗିରି ଜିଲାର ଉପାନ୍ତ ଅଞ୍ଚଳରେ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର ୨୧/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଗତକାଲି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ଆଜି ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ମନ୍ତ୍ରୀମାନଙ୍କ ଦ୍ୱାରା ହିତାଧିକାରୀଙ୍କୁ

ଭୁବନେଶ୍ବର ଏମ୍‌ସରେ ଗରିବ ଲୋକଙ୍କୁ ମିଳିବ ମାଗଣା ଇକମୋ ଚିକିତ୍ସା

ଭୁବନେଶ୍ୱର ୨୧/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ମାଗଣାରେ ଗରିବ ଲୋକଙ୍କୁ ବ୍ୟୟବହୁଳ ଇକ୍‌ମୋ ଚିକିତ୍ସା ପ୍ରଦାନ କରାଯିବ। ରେସନକାର୍ଡ଼ ଧାରୀ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ ବୋଲି ଏମ୍‌ସ ଅଧୀକ୍ଷକ

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ରାଉରକେଲା ଗସ୍ତ, ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ…

• ୨୦୨୨ ଜୁଲାଇ ସୁଦ୍ଧା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କାର୍ୟ୍ୟ ସରିବ। • ହକି ବିଶ୍ବକପ‌କୁ ଦୃଷ୍ଟିରେ ରଖି ରାଉରକେଲା ଏୟାରପୋର୍ଟର ସଂପ୍ରସାରଣ କରାଯାଉଛି • ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଉରକେଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତ ରହିଛି ରାଉରକେଲା ୧୮/୦୮/୨୦୨୧

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସଚେତନତା ରଥ ଶୁଭାରମ୍ଭ

କୋରୁକୋଣ୍ଡା ୧୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : ମାଲକାନଗିରି କୋରୁକୋଣ୍ଡା ଜିଲ୍ଲା ବାଲିମେଳା ଏନଏସିରେ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଚେତନତା ରଥ ଆରମ୍ଭ ହୋଇଯାଇଛି। ଏନେଇ ଆଜି ଏନଏସି କାର୍ଯ୍ୟାଳୟ ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ

+୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ, ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ଯାଏ ଅନଲାଇନ୍‌ ଆବେଦନ

ଭୁବନେଶ୍ୱର ୧୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଯୁକ୍ତ ୩ ନାମଲେଖା ପାଇଁ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୦ ତାରିଖ ସକାଳ ୧୧ଟାରୁ ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ମିନିଟ୍ ଯାଏଁ ଛାତ୍ରଛାତ୍ରୀମାନେ ଅନଲାଇନ୍ ଆବେଦନ କରିପାରିବେ।

ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ, ବାସଭବନ ଓ ଅଫିସରେ ରେଡ୍ ଜାରି

ପଦ୍ମପୁର ୧୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଭିଜିଲାନ୍ସ ପଞ୍ଝାରେ ପଡିଲେ ଫରେଷ୍ଟ। ବରଗଡ଼ ଜିଲ୍ଲା ଝାରବନ୍ଧ ବନବିଭାଗ ଫରେଷ୍ଟର ସୁଶାନ୍ତ ଦାସଙ୍କ ବାସଭବନରେ  ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମିଳିବା ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ଭିଜିଲାନ୍ସ ପଞ୍ଝାରେ ପିଇଓ, ଆବାସ ଯୋଜନାରେ ଲାଞ୍ଚ କାରବାର ବେଳେ ଧରା ପଡ଼ିଲେ

ଦାରିଙ୍ଗବାଡ଼ି,୧୭/୮: ଭିଜିଲାନ୍ସ ପଞ୍ଝାରେ ସରାମୁଳି ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟାଇଟସ ନାୟକ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟତା ରିପୋର୍ଟ ଦେବା ନିମନ୍ତେ ହିତାଧିକାରୀଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍ସ ଟିମ ଚଢ଼ଉ କରି

ସେପ୍ଟେମ୍ବର ୧ ତାରିଖ ଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର ୧୬/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ମୌସୁମୀ ଅଧିବେଶନ ସେପ୍ଟେମ୍ବର ୯ ତାରିଖ ଯାଏଁ ଜାରି ରହିବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ। ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ
error: Content is protected !!
Open chat