Browsing Category
Odisha
ହ୍ବାଟ୍ସ ଆପ୍ କମ୍ପାନୀ ଖୁବ ଶୀଘ୍ର ମଲଟିପଲ ଡିଭାଇସ୍ ଫିଚର ଲଞ୍ଚ କରିବ – ଏକାଧିକ ଫୋନରେ ସିଙ୍କ ହୋଇପାରିବ ଚାଟ୍…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : ହ୍ବାଟସ୍ଆପ୍ ମଲଟିପଲ ଡିଭାଇସ୍ ସପୋର୍ଟ ଉପରେ କାମ କରାଯାଉଛି । କିନ୍ତୁ ବର୍ତ୍ତମାନ ଧୀରେ ଧୀରେ, ଏହି ସ୍ପଷ୍ଟତା ମିଳିବାରେ ଲାଗିଛି ଯେ ଏହି ବୈଶିଷ୍ଟ୍ୟ କିପରି କାର୍ଯ୍ୟ କରିପାରିବ । ଅର୍ଥାତ, ବିଭିନ୍ନ ଡିଭାଇସରେ ଏକକାଳୀନ ହ୍ବାଟସ୍ ଆପ୍!-->…
ଆଇପିଏଲରୁ ପ୍ରାୟୋଜକ ଚାଇନିଜ ମୋବାଇଲ କମ୍ପାନି “ଭିଭୋ” ଆଉଟ : ଟାଇଟଲ ସ୍ପନସରସିପ ଦୌଡ଼ରେ ପତଞ୍ଜଳି…
ଇଣ୍ଡିଆନ ପ୍ରିମିୟର ଲିଗ ଉପରେ ବାବା ରାମଦେବଙ୍କ ଆଖି – ଆଇପିଏଲ ଟାଇଟଲ ସ୍ପନସରସିପ୍ ଦୌଡ଼ରେ ସ୍ୱଦେଶୀ କମ୍ପାନୀ 'ପତଞ୍ଜଳି' ସାମିଲ
ନୂଆଦିଲ୍ଲୀ/ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଟାଇଟଲ ପ୍ରାୟୋଜକ ଦୌଡ଼ରେ ସାମିଲ ହୋଇଛି ସ୍ୱଦେଶୀ!-->!-->!-->!-->!-->…
ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ: କରୋନା କଟକଣା ଭିତରେ ସାମାଜିକ ଦୂରତା ରଖି ସାମିଲ ହେବେ ୩ ପ୍ଲାଟୁନ୍ ଫୋର୍ସ ; ମଂଚରେ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୦/୦୮ : ଦେଶରେ ଓ ରାଜ୍ୟରେ ମହାମାରୀ କରୋନାର ସଂକ୍ରମଣ ବଢି ଚାଲିଥିବାବେଳେ ଆଗକୁ ଆସୁଛି ଅଗଷ୍ଟ ୧୫ । ଭୂତାଣୁ ସଂକ୍ରମଣର ଭୟ ଭିତରେ ସାମାଜିକ ଦୂରତା ରଖି କିଭଳି ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ତାକୁ ନେଇ ଲାଗି ରହିଛି କଳ୍ପନା!-->…
ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା : ଅଗଷ୍ଟ ୧୨ତାରିଖରେ ପ୍ରକାଶ ପାଇବ +୨ ବିଜ୍ଞାନ…
ଆସନ୍ତା ଅଗଷ୍ଟ ୧୨ ତାରିଖ ଦିନ ୧୨.୩୦ ମିନିଟ ସମୟରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) କାର୍ଯ୍ୟାଳୟରେ ଓ ୱେସାଇଟ ମାଧ୍ୟମରେ ପ୍ରକାଶ ପାଇବ : ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : ଉଚ୍ଚ!-->!-->!-->…
ପୁଣି ଆଉ ଏକ ବଡ଼ ଋଣ ଘୋଟାଲାର ପର୍ଦାଫାସ : ୨ଟି ବ୍ୟାଙ୍କରୁ ‘କକ୍ସ ଆଣ୍ଡ କିଙ୍ଗ୍ସ’ ଠକିଛି ୧,୨୦୪…
ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : କୋଟାକ ମହିନ୍ଦ୍ରା ଓ ଏକ୍ସିସ୍ ବ୍ୟାଙ୍କ ଟ୍ରାଭେଲ୍ କମ୍ପାନି କକ୍ସ ଆଣ୍ଡ କିଙ୍ଗ୍ସ ଲିମିଟେଡ ବିରୋଧରେ ୨ଟି ପୃଥକ୍ ଠକେଇ ଅଭିଯୋଗ ଆଣିଛନ୍ତି । କକ୍ସ ଆଣ୍ଡ କିଙ୍ଗ୍ସ ଲିମିଟେଡ୍ ବିରୋଧରେ ଆସିଛି ୧,୨୦୪ କୋଟି ଟଙ୍କାର ବ୍ୟାଙ୍କ ଠକେଇ!-->…
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କୋଭିଡ-୧୯ ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ସଂକ୍ରମଣରେ ଆକ୍ରାନ୍ତ । ତାଙ୍କର କୋଭିଡ-୧୯ ପରୀକ୍ଷାରୁ ଏହା ଜଣାପଡ଼ିଛି । ଆଜି ତାଙ୍କର ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିଛି,ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି। ତାଙ୍କ!-->…
“ଗ୍ରାମ ଉଜ୍ଜ୍ୱଳା ଯୋଜନା” : ଗାଁରେ ମିଳିବ ୧୦ ଟଙ୍କିଆ ଏଲଇଡି ବଲ୍ବ
"ଗ୍ରାମ ଉଜ୍ଜ୍ୱଳା ଯୋଜନା" ଅଧୀନରେ ଗ୍ରାମାଞ୍ଚଳ ଲୋକଙ୍କୁ ଇଇଏସଏଲ ସଂସ୍ଥା ୧୦ ଟଙ୍କାରେ ଏଲଇଡି ବଲ୍ବ ଉପଲବ୍ଧ କରାଇବ
ପ୍ରସ୍ତାବିତ ଯୋଜନାରେ ଦେଶର ଗାଁ ଗୁଡିକରେ ୬୦ କୋଟି ବଲ୍ବ ବଣ୍ଟନ କରାଯିବ
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୦୮ : ଆମେରିକା ଓ ଚୀନ୍ ପରେ ତୃତୀୟ!-->!-->!-->…
ରାଜ୍ୟ ତମାମ ପିଲାଙ୍କ ପାଠ ପଢ଼ାରେ ବଡ଼ ପ୍ରତିବନ୍ଧକ ସାଜିଛି ଘନଘନ ଅଘୋଷିତ ବିଦ୍ୟୁତ୍ କାଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୦/୦୮ : କରୋନା ଯୋଗୁଁ ପିଲାଙ୍କ ପାଠ ପଢ଼ା ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଅନ୍ଲାଇନ୍ ପାଠ ପଢ଼ା ଏକମାତ୍ର ବିକଳ୍ପ ସାଜିଛି। ତେବେ ଅଘୋଷିତ ବିଦ୍ୟୁତକାଟ ପିଲାଙ୍କ ପାଠ ପଢ଼ାରେ ସାଜିଛି ବଡ଼ ପ୍ରତିବନ୍ଧକ। ରାଜଧାନୀ ଠାରୁ ଆରମ୍ଭ କରି ଗଁା ଗହଳି!-->…
‘ଆଗାମୀ ଦଶନ୍ଧି ଭାରତର’ ଲକ୍ଷ୍ୟ ନେଇ ଚୀନ୍କୁ ରୋକିବା ପାଇଁ ଦେଶକୁ ୨୦୨୪ ସୁଦ୍ଧା ସବୁକ୍ଷେତ୍ରରେ ସ୍ବାବଲମ୍ବୀ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୮: ବିଶ୍ବକୁ କରୋନା ଭୂତାଣୁ ବାଣ୍ଟିଥିବା ଓ ଏବେ ଅଜଣା ବିହନ ପାର୍ସଲ ପ୍ୟାକେଟ୍ରେ ଜୈବିକ ଭୂତାଣୁ ପଠାଇ ବୈଶ୍ବିକ ପରିବେଶ ଓ ଜୈବ ବିବିଧତାକୁ ଧ୍ବଂସ କରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚୁଥିବା ଚୀନ୍କୁ କେବଳ ଚେକ୍ ଦେବା ନୁହେଁ; ବିଶ୍ବରେ ଭାରତ!-->…
ଆଇଏସ୍ଆଇର ସାଂଘାତିକ ଷଡ଼ଯନ୍ତ୍ର : ରାମ ମନ୍ଦିର ଭୂମି ପୂଜନ ପରେ ଦେଶରେ ବଡ଼ ଧରଣର ସାମ୍ପ୍ରଦାୟିକ ଦଙ୍ଗା ପାଇଁ କରୁଛି…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୮: ଭାରତରେ ସାଂପ୍ରଦାୟିକ ସଦ୍ଭାବ ଓ ଶାନ୍ତି ନଷ୍ଟ କରିବାକୁ ଚାହୁଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ। ଦେଶରେ ଏକ ବଡ଼ ଧରଣର ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରିଛି ଆଇଏସ୍ଆଇ। ଲକ୍ଷ୍ନୌରେ ଲୋକମାନଙ୍କ ମଧ୍ୟରେ ବିଶୃଙ୍ଖଳା!-->…