Browsing Category

Odisha

କୋଭିଡ୍‌ ରୋଗୀଙ୍କ ପାଇଁ ଘରୋଇ ହସ୍‌ପିଟାଲ୍‌ରେ ୧୦ ପ୍ରତିଶତ ଶଯ୍ୟା ସଂରକ୍ଷିତ ରହିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୦୯/୦୮: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ୩୦ରୁ ଅଧିକ ଶଯ୍ୟା ରହିଥିବା ଘରୋଇ ହସ୍‌ପିଟାଲ୍‌ମାନେ ଏଣିକି ନିଜର ୧୦ ପ୍ରତିଶତ ଶଯ୍ୟା କୋଭିଡ୍‌

ରାଜ୍ୟରେ ଆଉ ୬୫ଟି ସିଭିଲ୍‌ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ୍‌) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌…

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୯/୦୮: ରାଜ୍ୟରେ ଆଉ ୬୫ଟି ସିଭିଲ୍‌ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ୍‌) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଜେଏମ୍‌ଏଫ୍‌ସି) କୋର୍ଟ ଖୋଲାଯିବ। ଏନେଇ ଓଡ଼ିଶା ହାଇକୋର୍ଟର ସ୍ବତନ୍ତ୍ର ଅଧିକାରୀ (ପ୍ରଶାସନିକ)ଙ୍କ ପକ୍ଷରୁ ୨୩ଟି ଜିଲାର ଜିଲା

କୋଭିଡ ମୃତ୍ୟୁହାର ହ୍ରାସ ପାଇଁ ଅଧିକ ସମ୍ବଳର ସର୍ବାଧିକ ଉପଯୋଗ କରି ଚିକିତ୍ସାଗତ ପରିଚାଳନାରେ ଉନ୍ନତି ଆଣିବାକୁ ରାଜ୍ୟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ତତ୍ପରତାପୂର୍ଣ୍ଣ ପରିଚାଳନା ବ୍ୟବସ୍ଥା ଯୋଗୁଁ ଦେଶରେ କୋଭିଡ-୧୯ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଏବେ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟାର ହାର ୨.୦୪ ଶତାଂଶ

କରୋନାରେ ୧୯୬ ଡାକ୍ତରଙ୍କ ମୃତ୍ୟୁ : ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା IMA

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮:କରୋନାରେ ସାରା ଦେଶରେ ୧୯୬ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରୁ ଅଧିଂକାଶ ସାଧରଣ ବିଭାଗ ଓ ଡାକ୍ତରି ଅଭ୍ୟାସ କରୁଥିବା ଡାକ୍ତର ଅଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ୍(IMA) ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ଏହି

ସ୍ବଚ୍ଛତା ମିସନ୍‌ରୁ ପ୍ରାପ୍ତ ଶିକ୍ଷା କରୋନା ଭାଇରସ୍ ଲଢ଼େଇରେ ଗୁରୁତ୍ବପୂର୍ଣ୍ଣ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮: ସ୍ବଚ୍ଛତା ମିସନ୍‌ରୁ ପ୍ରାପ୍ତ ଶିକ୍ଷା କରୋନାଭାଇରସ୍ ଲଢ଼େଇରେ ଗୁରୁତ୍ବପୂର୍ଣ୍ଣ ବୋଲି ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ର ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କୁଲ୍‌ ପିଲାମାନଙ୍କୁ ଉତ୍ସାହ ଦେଇ କହିଛନ୍ତି।

ବିଶ୍ୱର ୪ ନମ୍ବର ଧନୀରେ ପରିଣତ ହେଲେ ମୁକେଶ ଅମ୍ବାନି, ୮୦ ବିଲିୟନ୍‌ ଡଲାର ଟପିଲା ସମ୍ପତ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୯/୦୮: : କରୋନା ମହାମାରୀ ଯୋଗୁଁ ଅର୍ଥନୀତି ମାନ୍ଦାବସ୍ଥାର ସମ୍ମୁଖୀନ ହେଉଥିବାବେଳେ ଭାରତୀୟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନିଙ୍କ ପାଇଁ ଏବେ ଭଲ ସମୟ ଚାଲିଛି । ବିଶ୍ୱ ଧନୀ ତାଲିକାରେ ସେ ଗୋଟିକ ପରେ ଗୋଟିଏ ସିଡ଼ି ଚଢି

ରାମକୋ ସିମେଣ୍ଟ କାରଖାନା : ହରିଦାସପୁର କାରଖାନା ପାଇଁ ଜାଲ ଦସ୍ତଖତରେ ଗୋଚର, ଦେବୋତ୍ତର ଓ ସରକାରୀ ଜମି ହଡପ ଅଭିଯୋଗ…

ଗୋଚର,ଦେବୋତ୍ତର ଓ ସରକାରୀ ଜମି ହାତେଇଛି ରାମକୋଥାନୁଆଳ ସରପଞ୍ଚଙ୍କ ଦସ୍ତଖତ ଜାଲକରି ଜମି ହଡପ୍ସ୍ଥାନୀୟ ନିଯୁକ୍ତିକୁ ଜାଣିଶୁଣି ଉପେକ୍ଷାପରିବେଶ ମଞ୍ଜୁରୀକୁ ଫୁସରପଞ୍ଚ ଦେଲେ ଆନ୍ଦୋଳନ ଧମକ ପଦାରେ ପଡିଲା ରାମକୋ ସିମେଣ୍ଟ କାରଖାନାର ଭୟଙ୍କର କେଳଙ୍କାରୀ - ଏହି କଥା ଆଉ କେହି ନୁହେଁ ବରଂ

କୋଭିଡ୍ ସମୟରେ, JEE ମେନ୍ ୨୦୨୦ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮: କୋଭିଡ୍ ସମୟରେ JEE ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି। ଜାଣି ନିଅନ୍ତୁ କ’ଣ ରହିଛି ଏଥିରେ :- – COVID-୧୯ ହେତୁ, ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନେକ ସମୟ ଏବଂ

ବଲିଉଡ୍‌ର ଭେଟେରନା ଅଭିନେତା‌ ସଞ୍ଜୟ ଦତ୍ତ ଲୀଳବାତୀ ହସ୍‌ପିଟାଲ୍‌ରେ ଭର୍ତ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୮/୦୮: ବଲିଉଡ୍‌ର ଭେଟେରନା ଅଭିନେତା ତଥା ଦର୍ଶକଙ୍କ ସଞ୍ଜୁ ବାବା ସଞ୍ଜୟ ଦତ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ନିଶ୍ୱାସ-ପ୍ରଶ୍ୱାସ ନେବାର କଷ୍ଟ ଓ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର ଲୀଳବାତୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଭଦ୍ରକ ଜିଲ୍ଲା ବାଂଶଡା ଅନ୍ତର୍ଗତ ଷଣ୍ଢଗଢ଼ା ଗାଁରେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରି ହତ୍ୟା ଅଭିଯୋଗ : ୨ଅଭିଯୁକ୍ତ…

ଭଦ୍ରକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ପୂର୍ବ ଶତ୍ରୁତା ଓ ଟଙ୍କା ନେଣ-ଦେଣକୁ କେନ୍ଦ୍ର କରି, ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ଷଣ୍ଢଗଢ଼ା ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖବର ନେବାରୁ ଜଣାପଡିଛି ଯେ, ଷଣ୍ଢଗଡା ଗାଁର ଦୁଃଶାସନ ସାହୁଙ୍କ ପୁଅ
error: Content is protected !!
Open chat