Browsing Category
Odisha
ସିବିଏସ୍ଇ ପରି ଓଡ଼ିଆ ମାଧ୍ୟମ ସ୍କୁଲ୍ ସିଲାବସ୍କୁ ବି ହ୍ରାସ କରାଯିବ: ଗଣଶିକ୍ଷା ମନ୍ତ୍ରୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୩/୦୭ : ଏଣିକି ସିବିଏସ୍ଇ ଭଳି ଓଡ଼ିଆ ମାଧ୍ୟମ ସ୍କୁଲ୍ରେ ମଧ୍ୟ ପାଠ୍ୟଖସଡ଼ା କମାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏ ବର୍ଷ କରୋନା ପରିସ୍ଥିତି ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ଦେବା ପରେ!-->…
କରୋନା ଟିକାକୁ ନେଇ ବଡ଼ ବୟାନ ଦେଲା “ହୁ” : ୨୦୨୧ ପ୍ରାରମ୍ଭ ପର୍ଯ୍ୟନ୍ତ ଟିକା ବ୍ୟବହାରର ଆଶା ନାହିଁ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ :କରୋନା ଭୂତାଣୁକୁ ହରାଇବା ପାଇଁ ଏବେ ଅନେକ ଦେଶ ଲାଗିପଡ଼ିଛନ୍ତି। ଏ ନେଇ ଲୋକଙ୍କୁ ସୁସ୍ଥ କରିବା ଲକ୍ଷରେ ଏବେ ବୈଜ୍ଞାନିକମାନ ବିଭିନ୍ନ ପ୍ରକାରର କରୋନା ଟିକା ଉପରେ ଗବେଷଣା ଆରମ୍ଭ କରିଛନ୍ତି। ମହାମାରୀ କରୋନା ବିରୋଧୀ ଲଢ଼େଇ ଏବେ ନିର୍ଣ୍ଣାୟକ!-->…
ଆମେରିକୀୟ ଉଦ୍ୟୋଗପତିଙ୍କୁ ଭାରତରେ ନିବେଶ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦି।
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : ଭାରତରେ ନିବେଶ କରିବାକୁ ଆମେରିକୀୟ ନିବେଶକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ । ଆମେରିକା-ଭାରତ ବ୍ୟବସାୟ ପରିଷଦ ଦ୍ୱାରା ଆୟୋଜିତ ଇଣ୍ଡିଆ ଆଇଡିଆ ସମ୍ମିଳନୀ ୨୦୨୦କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ସେ!-->…
ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ
କଳିଙ୍ଗ ଜ୍ୟୋତି ବ୍ୟୁରୋ ବାଲେଶ୍ୱର ୨୩/୦୭: ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ଆଇଟିଆର୍ ପରିସରରେ ଟ୍ୟାଙ୍କ ନିରୋଧୀ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ ହୋଇଛି। ଭାରତୀୟ ସେନାର ଧ୍ରୁବ ହେଲିକପ୍ଟର ସହିତ ଏହି କ୍ଷେପଣାସ୍ତ୍ର ବ୍ୟବହାର କରାଯିବ। ମେକ୍ ଇନ୍ ଇଣ୍ଡିଆ!-->…
ଭଦ୍ରକ ଜିଲ୍ଲାରେ ଧାରା ଶ୍ରାବଣ ମାସରେ ଶୁଖିଲା ପଡିଛି ଚାଷଜମି,ବର୍ଷା ଅଭାବରୁ ଧାନତଳି ନଷ୍ଟ ହେବାକୁ ବସିଛି।
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭଦ୍ରକ ୨୩/୦୭ : ଧାରା ଶ୍ରାବଣମାସରେ ବର୍ଷା ବିନା ଶୁଖିଲା ପଡିଛି ଚାଷଜମି । ପାଣି ବିନା ଚାଷ ଜମି ଫାଟି ଆଁ କଲାଣି, ଏ ଦୃଶ୍ଯ ଭଦ୍ରକ ଜିଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ଓଳଗ, ସୁନାଦରପୁର ଆଦି ଅଞ୍ଚଳର, ଚୈତ୍ର ବୈଶାଖରେ ଅଦିନିଆ ମେଘ ଯୋଗୁଁ ଚାଷ!-->…
ଭାରତର ବୈଦେଶିକ ନୀତି ନିରପେକ୍ଷ ରହିବ ବୋଲି ଆଶା କରୁଛୁ : ଚୀନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୩/୦୭ : ଚୀନ ସହ ବିବାଦ ପରେ ଭାରତ ଧୀରେ ଧୀରେ ଆମେରିକା ଢଳୁଥିବାରୁ ଆଗାମୀ ଦିନରେ ବିଶ୍ୱର ସାମରିକ ସମୀକରଣରେ ଏକ ବଡ଼ ପରିବର୍ତ୍ତନ ଆସିବା ଆଶା କରାଯାଉଛି । କିନ୍ତୁ ଚୀନ ଏହାକୁ ନେଇ ଚିନ୍ତିତ ହୋଇପଡ଼ିଛି । ଚୀନ ପକ୍ଷରୁ ବୁଧବାର ଦିନ କୁହାଯାଇଛି ଯେ!-->…
ରେକର୍ଡ ମୁହାଁ ଓଡ଼ିଶା : ଆଜି ରାଜ୍ୟରେ ପୁଣି ୧୨୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ !! – ମୋଟ ଆକ୍ରାନ୍ତଙ୍କ…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୩/୦୭ : ରାଜ୍ୟରେ ଆଜି ପୁଣି ୧୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୧୦୯୯ କୁ ବୃଦ୍ଧି ପାଇଛି। ଓଡ଼ିଶାରେ ୧,୨୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭ଟି!-->…
ରାଉରକେଲାର ଆଇଜିଏଚରେ ଖୋଲିବ ପ୍ଲାଜମା ବ୍ୟାଙ୍କ : ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୩/୦୭ : ରାଉରକେଲାରରେ ଆଇଜିଏଚ ଖୋଲିବ ପ୍ଲାଜମା ବ୍ୟାଙ୍କ । ଏହାଦ୍ୱାରା ପଶ୍ଚିମ ଓଡିଶାର ବିିଭିନ୍ନ ଜିଲ୍ଲାରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ । ସୁନ୍ଦରଗଡ ଜିଲ୍ଲାର କୋଭିଡ୍ ପରିଚାଳନା ସ୍ଥିତି ସମୀକ୍ଷା କରି!-->…
ପ୍ରତିଦିନ ନୂଆ ରେକର୍ଡ଼ ପଥେ ଭାରତ : ଦେଶରେ ଆଜି ରେକର୍ଡ଼ ସଂଖ୍ୟକ ସର୍ବାଧିକ ୪୫, ୭୨୦ ଜଣ ନୂଆ କରୋନା ଆକ୍ରାନ୍ତ…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୩/୦୭ : ଆଜି ବି ଦେଶରେ ୪୫, ୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୩୮, ୬୩୫ କୁ ବୃଦ୍ଧି ପାଇଛି ଏବଂ ୪, ୨୬, ୧୬୭ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୭, ୮୨, ୬୦୬ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ!-->…
କଟକ ସହରରୁ ଆଉ ୫୪ କରୋନା ପଜିଟିଭ୍ ଚିହ୍ନଟ : ୩୨ କରୋନା ଆକ୍ରାନ୍ତ ସହ ଚିନ୍ତା ବଢ଼ାଇଲା ଖଟବିନ ସାହି
କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୨୩/୦୭: ସହରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ସହରରୁ ପୁଣି ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୫୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ!-->…
