Browsing Category
Odisha
ଗାଁର ନାଁ ‘ରଙ୍ଗବତୀ’ – ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ‘ବିଲୁଙ୍ଗ’ର ନାମ…
ସମ୍ବଲପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୭ : ଗାଁର ନାଁ ‘ରଙ୍ଗବତୀ’ - ଏହା କୌଣସି ସଂଳାପ ନୁହେଁ ବରଂ ଏକ ଗାଁର ନାମ, ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ 'ବିଲୁଙ୍ଗ' କୁ ‘ରଙ୍ଗବତୀ’ ଗାଁ ନାଁରେ ନାମିତ କରାଯାଇଛି। 'ବିଲୁଙ୍ଗ' ନାଁରେ ନାମିତ ଗାଁ ବିଶ୍ଵପ୍ରସିଦ୍ଧ!-->…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟିକା ପ୍ରସ୍ତତି ନେଇ ସେରମ୍ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହ କଥା ହେଲେ :…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୨/୦୭:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ କରୋନା ଟିକା ମାଗିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନୱାଲାଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ବେଳେ ନବୀନ ତାଙ୍କର ସହଯୋଗ ଲୋଡ଼ିଛନ୍ତି। ଟିକା ପରୀକ୍ଷଣ ସଫଳ ହେଲେ ଓଡ଼ିଶାକୁ!-->…
ବିଶ୍ବରେ ଆମେରିକା ପରେ ଭାରତରେ ଅଧିକ କରୋନା ଭାଇରସ୍ ପରୀକ୍ଷା ହେଉଛି : ଡୋନାଲ୍ଡ୍ ଟ୍ରମ୍ପ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : କରୋନାଭାଇରସ୍ ସଂକ୍ରମଣ ପରୀକ୍ଷା କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ବରେ ଅଗ୍ରଣୀ ଏବଂ ଭାରତ ଦ୍ବିତୀୟ ସ୍ଥାନରେ ଥିବା କଥା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଟ୍ରମ୍ପ୍!-->!-->!-->…
ଆଜି ଓଡିଶାର ନବନିର୍ବାଚିତ ୪ ରାଜ୍ୟସଭା ସାଂସଦଙ୍କ ଶପଥ ଗ୍ରହଣ : ସମସ୍ତ ୪ ସାଂସଦଙ୍କ ଓଡିଆରେ ଶପଥ ପାଠ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୨/୦୭ : ଆଜି ନବନିର୍ବାଚିତ ରାଜ୍ୟସଭା ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇଛନ୍ତି । ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ମୁଜିବୁଲ୍ଲା ଖାନ (ମୁନା ଖାନ), ସୁଜିତ କୁମାର, ମମତା ମହନ୍ତ ଓ ସୁବାସ!-->…
ଆଇଟି ଓ ବିପିଓ କମ୍ପାନୀର କର୍ମଚାରୀ ଡିସେମ୍ବର ୩୧ ଯାଏ ଘରେ ରହି କାମ କର – ଦୂରସଂଚାର ବିଭାଗ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : ଡିସେମ୍ବର ୩୧ ଯାଏ ଘରେ ରହି କାମ କରିବେ ଆଇଟି ଓ ବିପିଓ କମ୍ପାନୀର କର୍ମଚାରୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୂରସଂଚାର ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। କର୍ମଚାରୀମାନେ କିଭଳି ଘରେ ରହି କାମ କରିବେ, ଏଥିପାଇଁ ବ୍ୟବସ୍ଥା କରିବାକୁ!-->…
ଦିଲ୍ଲୀ ବିମାନବନ୍ଦର ଜାରି କଲା ନୂଆ କୋଭିଡ୍-୧୯ ଗାଇଡ୍ଲାଇନ୍ : ବିଦେଶୀ ଯାତ୍ରୀଙ୍କ ପାଇଁ ୭ ଦିନିଆ ବାଧ୍ୟତାମୂଳକ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀର ସ୍ଥିତି ଅଣାୟତ୍ତ ରହିଛି। ଏପରିସ୍ଥଳେ ଅଧିକ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ବିଦେଶୀ ଯାତ୍ରୀଙ୍କ ଲାଗି ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଏଣିକି ବିଦେଶୀ ଯାତ୍ରୀ ୭ ଦିନିଆ!-->…
‘ଓଡ଼ିଶା ୱାନ’ – ରାଜ୍ୟ ସରକାରଙ୍କ ଦ୍ୱାରା ସବୁ ନାଗରିକ ସେବା ପାଇଁ ‘ସିଙ୍ଗଲ-ୱିଣ୍ଡୋ ୱେବ…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୨/୦୭ : ରାଜ୍ୟ ସରକାର ଯୋଗାଇଦେଉଥିବା ସମସ୍ତ ନାଗରିକ ସେବା ଗୋଟିଏ ଓ୍ବେବ୍ ପୋର୍ଟାଲ୍ ଓଡ଼ିଶା ଓ୍ବାନ୍ରେ ଉପଲବ୍ଧ ହେବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି!-->…
ଭାରତରେ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ବିଶ୍ୱ ହାର ଠାରୁ କମ – କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଓଏସଡି ରାଜେଶ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : ଭାରତରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିଚାଲିଥିଲେ ମଧ୍ୟ ପ୍ରତି ନିୟୁତ ଜନସଂଖ୍ୟା ପିଛା ଏହା ସମଗ୍ର ବିଶ୍ୱର ସର୍ବନିମ୍ନ ସ୍ତରରେ ରହିଛି । ବିଶ୍ୱରେ ହାରାହାରି ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ୭୭ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ!-->…
କରୋନା ପଜିଟିଭ ରେଟ୍ ୫% ହ୍ରାସ କରିବାକୁ ଭାରତ ସରକାରଙ୍କ ଲକ୍ଷ୍ୟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : ଦେଶରେ ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ପ୍ରତିଦିନ ପ୍ରାୟ ୪୦ ହଜାର ପଜିଟିଭ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏସବୁ ଭିତରେ ଭାରତ ସରକାର କରୋନା ପଜିଟିଭ ରେଟ୍ ୫% ହ୍ରାସ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।
!-->!-->…
ଦେଶରେ ଗୋଟିଏ ଦିନରେ ୩୭,୭୨୪ଟି ପଜିଟିଭ୍ କେସ୍ , ୬୪୮ ମୃତ :ସଂକ୍ରମିତ ସଂଖ୍ୟା ୧୨ ଲକ୍ଷ ନିକଟତର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : ଭାରତରେ କରୋନା ସଂକ୍ରମିତ ସଂଖ୍ୟା ବୁଧବାର ୧୨ ଲକ୍ଷ ନିକଟତର ହୋଇଛି। ଗତ ୨୪ ଘଣ୍ଟାରେ ୩୭ ହଜାର ୭୨୪ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୯୨ ହଜାର ୯୧୫କୁ ବୃଦ୍ଧି ପାଇଛି। ରାତି ସୁଦ୍ଧା ଏହା ୧୨ ଲକ୍ଷ ଅତିକ୍ରମ!-->…
