Browsing Category
Odisha
ଭାରତର ପ୍ରଥମ ସ୍ୱଦେଶୀ କରୋନା ଟିକା ‘କୋଭାକ୍ସିନ’ର ମାନବ ପରୀକ୍ଷଣକୁ ଅନୁମତି : ଆସନ୍ତାକାଲି ଠାରୁ…
ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୭ : ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍ସ)ର ନୈତିକ କମିଟି ଶନିବାର କରୋନା ଭୂତାଣୁ ପାଇଁ ସ୍ୱଦେଶୀ ଟିକା କୋଭାକ୍ସିନର ମାନବ ପରୀକ୍ଷଣକୁ ଅନୁମତି ଦେଇଛି। ଏମ୍ସରେ କମ୍ୟୁନିଟି ମେଡିସିନ୍ ସେଣ୍ଟରର ପ୍ରଫେସର!-->…
ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୬ କୋଟି ଟପିଲା
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୯/୦୭ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟରରେ ଅନୁସରଣକାରୀଙ୍କ ସଂଖ୍ୟା ୬ କୋଟିକୁ ବୃଦ୍ଧି ପାଇଛି। ବର୍ତ୍ତମାନ ୬ କୋଟି ଲୋକ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁସରଣ କରୁଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ!-->…
ଖୁସି ଖବର : ରାଜ୍ୟରେ ସଫଳ ହେଉଛି ‘ପ୍ଲାଜମା ଥେରାପି’ – ଓଡିଶାରେ ଗୁରୁତର ଆକ୍ରାନ୍ତ ୬ ଜଣ…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୭ : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଓଡିଶାରେ ସଫଳ ହୋଇଛି ପ୍ଲାଜମା ଥେରାପି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ପ୍ଲାଜମା ଥେରାପି ଚିକିତ୍ସା କରାଯାଇଥିଲା ।!-->…
‘ଟ୍ଵିନ-ସିଟି’ ପାଲଟିଛି ମହାମାରୀର ଚରାଭୁଇଁ : ଆଜି ପୁଣି ରାଜଧାନୀରୁ ୫୨ ଜଣ ଓ କଟକ ସହରରୁ ୧୬ ଜଣ ନୂଆ…
ଭୁବନେଶ୍ୱର / କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୭ : ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୫୨ ଜଣ ଓ କଟକ ସହରରୁ ୧୬ ଜଣ ନୂଆ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାରା ରାଜ୍ୟରେ କରୋନା ମହାମାରୀ ବଢି ଚାଲିଥିବା ବେଳେ ସେଥିରୁ ବାଦ୍ ପଡିନି ରାଜଧାନୀ ଭୁବନେଶ୍ୱର ଓ କଟକ ସହର।!-->…
ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲାଗିବା ପରେ ଭାରତ ୨୦୦ ଆପ ତିଆରି କରିଛି : କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭ : ଜାତୀୟ ସୁରକ୍ଷା ତଥା ଡାଟା ଗୋପନୀୟତା କାରଣରୁ କେନ୍ଦ୍ର ସରକାର ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଭାରତୀୟଙ୍କ ତଥ୍ୟର ଗୋପନୀୟତା ହେଉଛି ସେମାନଙ୍କର ମୌଳିକ ଅଧିକାର ଏବଂ ଏ ନେଇ କୌଣସି ପ୍ରକାରେ ଆପୋଷ ବୁଝାମଣା ହୋଇପାରିବ!-->…
କରୋନା କାୟାରେ ପାର୍ବଣ ୠତୁ ଫିକା ପଡିବ : କଟକରେ ଏ ବର୍ଷ ହେବନି ଗଣେଶ ପୂଜା – ଦଶହରା ମଧ୍ୟ ଧୁମଧାମରେ ହେବ…
କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୭ : କରୋନା ମାହାମାରୀ ପାଇଁ ଏ ବର୍ଷ ରାଜ୍ୟରେ ସବୁ ଉତ୍ସବ ଫିକା ପଡ଼ିଛି। କରୋନା କରୋନା ପାଇଁ କଟକରେ ପୂଜା କଟକଣା । ମହାମାରୀ କରୋନା କାରଣରୁ ଚଳିତ ବର୍ଷ କଟକ ସହରରେ ଗଣେଶ ପୂଜା ମଧ୍ୟ ହେବ ନାହିଁ। ଏଭଳି ସ୍ଥିତି ଯଦି ଲାଗି ରହିଲା ତେବେ!-->…
ପ୍ଲାଜମା ଦାନ ପାଇଁ କୋଭିଡ଼ ଯୋଦ୍ଧାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୧୯/୦୭: ପ୍ଲାଜମା ଦାନ କରିବାକୁ ଥିବା କୋଭିଡ଼ ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନଡ଼ିଆରଏଫ, ହୋମଗାର୍ଡ଼ ଓ ଅଗ୍ନିଶମ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଗୁରୁତର କରୋନା ରୋଗୀଙ୍କ ପାଇଁ ଏହି ପ୍ଲାଜମା!-->…
ଗୋଷ୍ଠୀ ସଂକ୍ରମଣ ମୁହାଁ କେରଳ !! ସୂଚନା ଦେଲେ ମୁଖ୍ୟମନ୍ତ୍ରୀ – କୋଭିଡ-୧୯ ଗୋଷ୍ଠୀ ସଂକ୍ରମଣରେ ଭାରତର ପ୍ରଥମ…
ତିରୁଅନନ୍ତପୁରମ,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୯/୦୭ : କେରଳରେ ପ୍ରଥମ କରି କୋଭିଡ-୧୯ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ । କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଶୁକ୍ରବାର ଦିନ ନିଶ୍ଚିତ କରିଛନ୍ତି ଯେ, ରାଜଧାନୀ!-->…
ରାଜ୍ୟରେ ଆଜି ଆଉ ୭୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୫ ଆକ୍ରାନ୍ତଙ୍କ ମୃତ୍ୟୁ : ମୋଟ ପଜିଟିଭଙ୍କ ସଂଖ୍ୟା ୧୭ ହଜାର…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୧୮/୦୭ : ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ସେହିପରି ରାଜ୍ୟରୁ ଆଜି ଆଉ ୭୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟର ୨୫ଟି ଜିଲାରୁ ଚିହ୍ନଟ ୭୩୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା!-->…
ତିନି ବିଧାୟକ ରାଜଧାନୀରେ ୩ କୋଭିଡ୍ କେୟାର ସେଣ୍ଟର ପାଇଁ ବିଏମସିକୁ ଦାନ କଲେ ଦେଢ଼ କୋଟି ଟଙ୍କା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୭:ରାଜଧାନୀରେ ଥିବା ଦୁଇଟି କୋଭିଡ୍ ହସ୍ପିଟାଲରେ ରାଜଧାନୀ ସମେତ ସାରା ରାଜ୍ୟର କରୋନା ଆକ୍ରାନ୍ତଙ୍କର ଚିକିତ୍ସା ହେଉଛି। ଏବେ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଭୁବନେଶ୍ବରରେ କରୋନା ଆକ୍ରାନ୍ତ!-->…
