Browsing Category

Odisha

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, ସୋସିଆଲ ମିଡିଆ ପୋଷ୍ଟ ପାଇଁ ହେବନି ଜେଲ୍

କଳିଙ୍ଗ ଜ୍ଯୋତି ବ୍ଯୁରୋ ନୂଆଦିଲ୍ଲୀ ୧୯/୦୭ : ସୂଚନା ପ୍ରଯୁକ୍ତି ବିଦ୍ୟା ଅଧିନିୟମର ଧାରା ‘୬୬ କ’ ଉପରେ ଐତିହାସିକ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରିବା ସହିତ ରଦ୍ଦ କରିଦେଇଛନ୍ତି। ଆଇଟି ଆକ୍ଟର ଏହି ଧାରା ସମ୍ବିଧାନର ଅନୁଚ୍ଛେଦ ‘୧୯(୧)କ’

ରାସନ ସାମଗ୍ରୀ ଆଣିଲା ବେଳେ ଫିଙ୍ଗର ପ୍ରିଣ୍ଟ ଦେବେନି ହିତାଧିକାରୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୭: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାସନ କାର୍ଡଧାରୀ ରାସନ ସାମଗ୍ରୀ ଆଣିଲା ବେଳେ ଆଉ ଫିଙ୍ଗରପ୍ରିଣ୍ଟ ଦେବେନି। ବିନା ଫିଙ୍ଗରପ୍ରିଣ୍ଟରେ ସେମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯିବ। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।

IMAର ସତର୍କ ବାଣୀ – ଭାରତରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ପ୍ରତିଦିନ ୩୪ ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ଦେଶରେ ମୋଟ କରୋନା ମାମଲା ୧୦ ଲକ୍ଷ ଟପିଲାଣି । ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ଓ ସ୍ଥିତି

କୋଭିଡ୍ ‌ଔଷଧ ‘ଫେବିଫ୍ଲୁ’ ବିଷୟରେ ମିଥ୍ୟା ଦାବି ଓ ଅଧିକ ଦର ଯୋଗୁଁ ଗ୍ଲେନ୍‌ମାର୍କକୁ କାରଣ ଦର୍ଶାଅ ନୋଟିସ୍ ଦେଲା…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୭ : କୋଭିଡ୍-୧୯ ଔଷଧ ‘ଫେଭିପାଇରାଭିୟର୍’ର ଜେନେରିକ୍ ସଂସ୍କରଣ ‘ଫେବିଫ୍ଲୁ’ ବିଷୟରେ ‘ମିଥ୍ୟା ଦାବି ଏବଂ ଅଧିକ ମୂଲ୍ୟ’ ସମ୍ବନ୍ଧରେ ଏହାର ନିର୍ମାତା ମୁମ୍ବାଇର ପ୍ରମୁଖ ଔଷଧ କମ୍ପାନି ଗ୍ଲେନ୍‌ମାର୍କକୁ ‘କେନ୍ଦ୍ରୀୟ ଡ୍ରଗ୍‌ସ୍ ଷ୍ଟାଣ୍ଡାର୍ଡ

ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହୋଇନି :ଆର୍‌ଏମ୍‌ଆର୍‌ସିର ଅନ୍ତରୀଣ ରିପୋର୍ଟ‌

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୧୯/୦୭ : ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଜୁଲାଇ ୧ରୁ ୧୮ ଭିତରେ ୮୨୦ ଜଣ ଆକ୍ରାନ୍ତ କେବଳ ଭୁବନେଶ୍ବର ସହରରେ ଚିହ୍ନଟ ହେଲେଣି। ଏବେ ବି ୬୨୪ଜଣ ସଂକ୍ରମିତ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପ୍ରତିଦିନ

ହସ୍ପିଟାଲ ଆଡମିଶନ୍‌ ନ କଲେ ଟୋଲ ଫ୍ରି ନଂ-୧୦୦କୁ ଜଣାନ୍ତୁ – ମୁଖ୍ୟ ଶାସନ ସଚିବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୭: ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆଡ୍‌ମିଶନ୍‌ ନେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ। ଯଦି କୌଣସି ହସ୍ପିଟାଲ ଆଡମିଶନ ନ କରେ ତେବେ ଟୋଲ ଫ୍ରି ନଂ-୧୦୦କୁ ଜଣାନ୍ତୁ ବୋଲି ସେ କହିଛନ୍ତି। ତେବେ ମୁଖ୍ୟ ଶାସନ ସଚିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କିମ୍ବା ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ମୂଳଦୁଆ ପକାଇବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଅଯୋଧ୍ୟା ୧୯/୦୭: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଏନେଇ ଆଜି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ ବସିଥିଲା। ବୈଠକରେ ଅଗଷ୍ଟ ୩ କିମ୍ବା ୫ ତାରିଖରେ ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର

ମାର୍ଚ୍ଚ 2021 ସୁଦ୍ଧା କରୋନା ଟିକା ଆରମ୍ଭ ହେବ: Zydus Cadila |

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭ : ଜାଇଡସ୍ କ୍ୟାଡିଲା ହେଲଥ କେୟାର ଲିମିଟେଡ୍ ଜୁଲାଇ 15 ରୁ COVID-19 ଟିକା ପାଇଁ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିଛି। ଏହି ସୂଚନା ପ୍ରଦାନ କରି ଜାଇଡସ୍ କ୍ୟାଡିଲାର ଚେୟାରମ୍ୟାନ୍ ତଥା ଏମଡି ପଙ୍କଜ ଆର ପଟେଲ କହିଛନ୍ତି ଯେ ଏକ ସମ୍ଭାବ୍ୟ ଟିକା

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପୁଣି ଥରେ ନିଜ ବୟାନରେ ଅଟଳ ଥିବା ଦୋହରାଇଲେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ :…

ମୁମ୍ବାଇ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୮/୦୭ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ କଙ୍ଗନା ରାଣାଓ୍ବତ ବଲିଉଡର ଅନେକ ବଡ଼ ବଡ଼ ଡାଇରେକ୍ଟର-ପ୍ରଡ୍ୟୁସର ଏବଂ ଅଭିନେତାଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ବଲିଉଡରେ ନେପୋଟିଜମ ଯୋଗୁଁ ସୁଶାନ୍ତ ସୁଇସାଇଡ ଭଳି ଚରମ ନିଷ୍ପତ୍ତି

ବଢୁଛି ସ୍ଥାନୀୟ ସଂକ୍ରମଣ; ଭୁବନେଶ୍ବରରେ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭: ଭୁବନେଶ୍ବରରେ ଶନିବାର ଆଉ ୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେନ୍ଦ୍ରରୁ ୪୧ଜଣ ଓ ସ୍ଥାନୀୟ ସଂକ୍ରମଣ ୪୬ଜଣ ରହିଛନ୍ତି । ଏ ନେଇ ବିଏମ୍‌ସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
error: Content is protected !!
Open chat