ହସ୍ପିଟାଲ ଆଡମିଶନ୍‌ ନ କଲେ ଟୋଲ ଫ୍ରି ନଂ-୧୦୦କୁ ଜଣାନ୍ତୁ – ମୁଖ୍ୟ ଶାସନ ସଚିବ

0 428
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୭: ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆଡ୍‌ମିଶନ୍‌ ନେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ।

ଯଦି କୌଣସି ହସ୍ପିଟାଲ ଆଡମିଶନ ନ କରେ ତେବେ ଟୋଲ ଫ୍ରି ନଂ-୧୦୦କୁ ଜଣାନ୍ତୁ ବୋଲି ସେ କହିଛନ୍ତି। ତେବେ ମୁଖ୍ୟ ଶାସନ ସଚିବ ଏନେଇ ଟୁଇଟ୍‌ କରିବା ପରେ ଏହାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ରିଟୁଇଟ୍‌ କରିଛନ୍ତି। କୌଣସି ହସ୍ପିଟାଲ ଆଡ୍‌ମିଶନ ନ କଲେ ୧୦୦କୁ ଜଣାନ୍ତୁ।

ବିଶେଷକରି ଭୁବନେଶ୍ୱର ବାହାରୁ ଆସୁଥିବା ରୋଗୀଙ୍କୁ ଆଡମିଶନ ନ କଲେ ଜଣାନ୍ତୁ। କର୍ମଚାରୀଙ୍କୁ ସହାୟତା କରିବାକୁ କୁହାଯାଇଛି ବୋଲି ସିପି କହିଛନ୍ତି

Leave A Reply

Your email address will not be published.

5 × five =

error: Content is protected !!
Open chat