Browsing Category

Odisha

ପ୍ରତିରକ୍ଷାଙ୍କ ମନ୍ତ୍ରୀ ଜାମ୍ମୁ-କାଶ୍ମୀର ଗସ୍ତ ସହ ଅମରନାଥ ଦର୍ଶନ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଶ୍ରୀନଗର ୧୮/୦୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଜାମ୍ମୁ-କାଶ୍ମୀର ଗସ୍ତ କରିବା ସହିତ ବାବା ଅମରନାଥଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଘାଟିରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ରାଜନାଥଙ୍କ ସହିତ ଚିଫ୍‌ ଅଫ୍‌ ଡିଫେନ୍ସ

କରୋନା ସଂକ୍ରମଣରେ ଭାରତ ବିଶ୍ୱରେ ତୃତୀୟ ରାଷ୍ଟ୍ର ଭାବେ ୧୦ ଲକ୍ଷ ପାର କଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୭: ବିଶ୍ବରେ ତୃତୀୟ ରାଷ୍ଟ୍ର ଭାବେ ଭାରତରେ ସଂକ୍ରମଣ ମାମଲା ୧୦ ଲକ୍ଷ ଟପିଯାଇଛି। ପୂର୍ବରୁ ଆମେରିକା ଏବଂ ବ୍ରାଜିଲ୍‌ରେ ସଂକ୍ରମଣ ମାମଲା ୧୦ ଲକ୍ଷ ଟପିସାରିଛି। ଦେଶରେ କ‌ରୋନା ସଂକ୍ରମଣ ୯ ଲକ୍ଷ ଟପିବାର ମାତ୍ର ୩ ଦିନ ପରେ ୧୦ ଲକ୍ଷ ଟପିଛି। ଗତ

ଆଇପିଏଲ ସେପ୍ଟେମ୍ବର ୨୬ ତାରିଖରୁ ୟୁଏଇରେ ଆରମ୍ଭ ହେବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୭ : କରୋନା ଭାଇରସ ଯୋଗୁ ଆଇପିଏଲ ୨୦୨୦  ଅନିଶ୍ଚିତତା ଭିତରେ ରହିଥିଲା । ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ୨୬ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି । ବିସିସିଆଇ ର ସୂଚନା ଅନୁସାରେ ଏହି ମ୍ୟାଚ ଗୁଡିକ ଭାରତ ଭିତରେ ଖେଳ। ନଯାଇ

ରାଜ୍ୟରେ ଆଜି ପୁଣି ୫୯୧ କରୋନା ପଜିଟିଭ୍‌ ଚିହ୍ନଟ ,୧୯୭ ସ୍ଥାନୀୟ ସଂକ୍ରମିତ – ମୋଟ ଆକ୍ରାନ୍ତ ସଂଖ୍ୟା୧୬,୭୦୧ରେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭ : ସାରା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୫୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୯୪ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୯୭ ଜଣ ଚିହ୍ନଟ

ଘରୋଇ ଡାକ୍ତରଙ୍କ ପାଇଁ ନିର୍ଦେଶାବଳି ଜାରି କଲେ ସରକାର : ଇନଫ୍ଲୁଏଞ୍ଜା ଓ ନିଶ୍ୱାସରେ ସମସ୍ୟା ଥିବା ରୋଗୀଙ୍କ ତଥ୍ୟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭ : ଘରୋଇ/ପଲି କ୍ଲିନିକ୍ ଓ ନର୍ସିଂ ହୋମ୍‌ରେ ଘରୋଇ ଭାବେ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ନିର୍ଦେଶାନାମା ଜାରି ହୋଇଛି। ସଂପୃକ୍ତ ଡାକ୍ତରମା‌ନେ ଏଣିକି ସେମାନଙ୍କ କ୍ଲିନିକ୍‌କୁ ଆସୁଥିବା ଇନ୍‌ଫ୍ଲୁଏଞ୍ଜା ଓ

ଜୁଲାଇ ୩୧ ପର୍ଯ୍ୟନ୍ତ ବିପିୟୁଟିର ସମସ୍ତ ପରୀକ୍ଷା ସ୍ଥଗିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭ : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)ର ସମସ୍ତ ପରୀକ୍ଷା ସ୍ଥଗିତ। ଜୁଲାଇ ୩୧ ମଧ୍ୟରେ ହେବାକୁ ଥିବା ଏମ୍‌ବିଏ, ବି.ଟେକ୍‌, ବି.ଫାର୍ମା, ଏମ୍‌.ଏସ୍‌ସି(ଆଇଏନ୍‌ଟି) ଓ ଏମ୍‌ବିଏ(ପିଟି)ର ଶେଷ ସେମିଷ୍ଟର୍‌ ପରୀକ୍ଷାକୁ ଏବେ ସ୍ଥଗିତ

ଆଜି ଠାରୁ କଟକଣାରେ ୪ ଜିଲା, ୧ ସହର – ସଂଶୋଧିତ ନିର୍ଦ୍ଦେଶନାମା ଜାରି କଲେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭ : ରାଜ୍ୟରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଆଜି ଠାରୁ ୩୧ ତାରିଖ ପର୍ୟ୍ୟନ୍ତ ରାଜ୍ୟ ସରକାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲା ସମେତ ରାଉରକେଲା ମହାନଗରରେ ୧୪ ଦିନିଆ ଲକ୍‌ଡାଉନ୍‌ କଟକଣା ଜାରି କରିଛନ୍ତି। ଲକଡାଉନ ସମୟରେ ରାଜ୍ୟ ରାଜସ୍ୱ

ଅଭିନେତ୍ରୀ ଐଶ୍ୱର୍ୟ୍ୟା ଓ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୧୮/୦୭ : ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି ।  ୪୬ ବର୍ଷୀୟା ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ ତାଙ୍କ

ରାଜସ୍ଥାନରେ ହାଇ-ଭୋଲଟେଜ ରାଜନୈତିକ ଡ୍ରାମା : ବାଚସ୍ପତିଙ୍କ ନୋଟିସ ବିରୋଧରେ୧୯ ବିଦ୍ରୋହୀ ବିଧାୟକ ହାଇକୋର୍ଟଙ୍କ…

ଜୟପୁର / ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ :  ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜସ୍ଥାନ ପିସିସି ସଭାପତି ସଚିନ ପାଇଲଟଙ୍କ ସମେତ ୧୯ ଜଣ ବିଧାୟକଙ୍କୁ ନୋଟିସ ବିରୋଧରେ ହାଇକୋର୍ଟରେ ରୁଜୁ ମାମଲାର ଶୁକ୍ରବାର ଶୁଣାଣି ହୋଇଛି । ଏହାପୂର୍ବରୁ ଏହି

‘କରୋନା ଭୁତାଣୁ’ର ମନ୍ଦିର ପ୍ରବେଶ : ତିରୁପତି ବାଲାଜୀ ମନ୍ଦିରରେ ୧୪ ଜଣ ପୂଜାରୀଙ୍କ ସମେତ ୧୪୦ ଜଣ…

ତିରୁପତି / ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ବି ପଶିଛି କରୋନା । ସଂକ୍ରମଣ ରୋକିବାର ସମସ୍ତ ବନ୍ଦୋବସ୍ତ ସତ୍ତ୍ବେ ମନ୍ଦିର କର୍ମଚାରୀଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିଛି । ଜୁନ୍ ୮ ତାରିଖରେ ଅନଲକ୍ ୧ ପରେ ମନ୍ଦିର ଖୋଲା
error: Content is protected !!
Open chat