Browsing Category
Odisha
ଫେସବୁକ ଯଦି ବେଶୀ ପସନ୍ଦ ତେବେ ଚାକିରି ଛାଡ଼ିଦିଅ : ଦିଲ୍ଲୀ ହାଇକୋର୍ଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୬/୦୭: ସରକାରଙ୍କ ନିର୍ଦେଶକୁ ବିରୋଧ କରି ଫେସବୁକ୍ ବ୍ୟବହାର କରିବାକୁ ଅଦାଲତରେ ପହଞ୍ଚିଥିବା ଜଣେ ବରିଷ୍ଠ ସାମରିକ ଅଧିକାରୀଙ୍କୁ ଦିଲ୍ଲୀ ହାଇକୋର୍ଟ ଅତ୍ୟନ୍ତ କଠୋର ବାଣୀ ଶୁଣାଇଛନ୍ତି । ଅଦାଲତ କହିଛନ୍ତି ଯେ ଯଦି ଆପଣଙ୍କୁ ଫେସବୁକ୍ ବେଶୀ ପସନ୍ଦ!-->…
ଅଶ୍ୱିନୀ ହସ୍ପିଟାଲରେ ଗୁରୁତର କରୋନା କରୋନା ଆକ୍ରାନ୍ତଙ୍କୁ ଦିଆଗଲା ପ୍ରଥମ ପ୍ଲାଜ୍ମା ଥେରାପି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୬/୦୭ : ରାଜ୍ୟରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ବ୍ୟବସ୍ଥା କଟକ ଏସ୍ସିବି ମେଡିକାଲଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟିତ୍ ହୋଇଛି। ଏହାପରେ ପରେ SCBରେ ୪ ପ୍ଲାଜମା ସଂଗୃହୀତ ହୋଇଛି।
!-->!-->!-->!-->!-->…
ଆରମ୍ଭ ହେଲା ପ୍ଲାଜମା ଥେରାପି, ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ ପ୍ଲାଜମା ଥେରାପି : ମୁଖ୍ୟମନ୍ତ୍ରୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୬/୦୭:ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଅପରାହ୍ନ ପ୍ରାୟ ୫.୩୦ରେ ଭିଡିଓ!-->…
କରୋନା ଭ୍ୟାକସିନ୍ ତିଆରି କରୁଥିବା ଭାରତୀୟ କମ୍ପାନୀ Zydus ଆରମ୍ଭ କରିଛି ମାନବ ପରୀକ୍ଷଣ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୬/୦୭ : ଭାରତୀୟ ଔଷଧ କମ୍ପାନୀ Zydus Cadilla ବୁଧବାର ଦିନ କହିଛି ଯେ ,ଭ୍ୟାକସିନ ପାଇଁ ମାନବ ପରୀକ୍ଷଣ ଆରମ୍ଭ କରିଛି | କମ୍ପାନୀ କହିଛି ଯେ ZYCoV-D, ପ୍ଳାସମିଡ୍ ଡିଏନଏ ଭ୍ୟାକସିନକୁ ପ୍ରି-କ୍ଲିନିକାଲ୍ ଟକ୍ସିସିଟି ଅଧ୍ୟୟନରୁ ସୁରକ୍ଷିତ ବୋଲି!-->…
ବିଶ୍ୱର ବଡ଼ ବଡ଼ ନେତା, ଶିଳ୍ପପତି ଯଥା ବାରାକ ଓବାମା, ବେଞ୍ଜାମିନ , ଡାରେନ ବଫ, ବିଲ ଗେଟସଙ୍କ ଆକାଉଂଟ ହ୍ୟାକ : ଟୁଇଟ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୬/୦୭: ବିଶ୍ୱର ବଡ ବଜ ହସ୍ତୀଙ୍କ ଟ୍ୱିଟର ଆକାଉଂଟକୁ ହକ କଲେ ହ୍ୟାକର । ରାଜନେତା, ବଡ ବ୍ୟବସାୟୀ, ସେଲିବ୍ରେଟିଙ୍କ ଟ୍ୱିଟର ଆକାଉଂଟ ହ୍ୟାକ ହୋଇଯାଇଛି । ଟ୍ୱିଟର ଆକାଉଂଟ ହ୍ୟାକ କରିବା ପରେ ହ୍ୟାକର ସେହି ଟୁଇଟର ହ୍ୟାଣ୍ଡଲରୁ ଟ୍ୱିଟ୍ ବିଟ କଏନ!-->…
କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ଲାଇନ୍ କ୍ଲାସ୍ର ସମୟ ସୀମାନେଇ ମାର୍ଗଦର୍ଶିକା ଜାରି : ଛୋଟ ପିଲା ଅଧଘଣ୍ଟାରୁ ଅଧିକ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୬/୦୭ : କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍ଡାଉନ୍ ଜାରି ହୋଇଛି। ଏପରିସ୍ଥଳେ ସମସ୍ତ ସ୍କୁଲ କଲେଜକୁ ମାର୍ଚ୍ଚ ୧୬ ଠାରୁ ବନ୍ଦ କରାଯାଇଛି। ଫଳରେ ୨୪ କୋଟିରୁ ଅଧିକ ଛାତ୍ରୀଛାତ୍ରଙ୍କ ଶିକ୍ଷା ପ୍ରଭାବିତ ହୋଇଛି। ଛାତ୍ରୀଛାତ୍ରମାନେ ଅନ୍ଲାଇନ୍ କ୍ଲାସ୍!-->…
କରୋନା ପାଇଁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ସ୍କୁଲ ଆଡମିଶନ ତାରିଖ ବଢିଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୬/୦୭ : କରୋନା ପାଇଁ ସ୍କୁଲରେ ଆଡମିଶନ ତାରିଖ ବଢାଇଲେ ସରକାର । ଆଡମିଶନ ତାରିଖ ଅଗଷ୍ଟ ୧୪ ଯାଏଁ ବୃଦ୍ଧି କରିଛି ଗଣଶିକ୍ଷା ବିଭାଗ ।
ପୂର୍ବରୁ ଜୁନ ୮ ଆଡମିଶନ୍ ଆରମ୍ଭ ହୋଇ ଜୁଲାଇ 15 ତାରିଖ ଭିତରେ ସାରିବାକୁ ନିର୍ଦ୍ଦେଶ ଥିଲା । ସେହିପରି!-->!-->!-->!-->!-->…
ଭଲ ଇଂରାଜୀ କହିଲେ ଚଳିବନି, ପ୍ରତିଶୃତିବଦ୍ଧତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ: ଅଶୋକ ଗେହଲଟ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ଜୟପୁର ୧୬/୦୭ : ରାଜସ୍ଥାନ ରାଜନୈତିକ ପାଣିପାଗ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କୁ ପଦରୁ ହଟାଇବାରେ ସକ୍ଷମ ହୋଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣି ସଚିନଙ୍କ ଉପରେ ବର୍ଷିଛନ୍ତି।
ସଚିନ ବିଧାୟକଙ୍କୁ!-->!-->!-->!-->!-->…
ରାଜ୍ୟ କଂଗ୍ରେସ ନେତୃତ୍ୱ ଏବେ ପରିବର୍ତ୍ତନ ହେବାର ନାହିଁ : ରଂଜୀବ ବିଶ୍ୱାଳ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୫/୦୭ : ରାଜ୍ୟରେ ପିସିସି ନେତୃତ୍ୱ ପରିବର୍ତ୍ତନକୁ ଚାଲିଛି ଚର୍ଚ୍ଚା। ହେଲେ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ରଂଜୀବ ବିଶ୍ୱାଳ । ସେ କହିଛନ୍ତି, ତାଙ୍କ ପାଖରେ ଥିବା ତଥ୍ୟ ଅନୁସାରେ ରାଜ୍ୟର କଂଗ୍ରେସ ମଙ୍ଗୁଆଳ ଏବେ ବଦଳିବାର ନାହିଁ କିମ୍ବା!-->…
ବଦଳିଲା କମିସନରେଟ୍ ପୁଲିସର କଳେବର : ଉମାଶଙ୍କର ଦାଶ ହେଲେ ଭୁବନେଶ୍ୱର ଡିସିପି, ସୌମ୍ୟା ମିଶ୍ର ଟ୍ରାଫିକ ଡିସିପି…
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୫/୦୭ : ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ରାଜ୍ୟ ସରକାର ଭୁବନେଶ୍ୱରର ୫ମ ଡିସିପି ଭାବରେ ତାଙ୍କ ନାମ ଘୋଷଣା କରିଛନ୍ତି। କମିସନରେଟ୍ ପୁଲିସର ଭୁବନେଶ୍ୱର ଡିସିପି ଭାବରେ ଉମାଶଙ୍କର ଦାଶଙ୍କୁ ଦାୟିତ୍ବ ଦିଆଯାଇଛି। ଖୁବ୍ଶୀଘ୍ର ସେ!-->…
