Browsing Category

Odisha

ଜୁଲାଇ ୩୧ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ଭୁବନେଶ୍ୱରରେ ଅଫିସ ଆସିବା କଟକଣା ଲଗାଇଲେ ଓଡ଼ିଶା ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୯/୦୭ : ଓଡ଼ିଶା ବିଶେଷକରି ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତ ସଂଖ୍ୟା ବଢିଚାଲିଥିବାରୁ ଓଡ଼ିଶା ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଅନୁସାରେ ଭୁବନେଶ୍ୱରକୁ ଦୈନିକ ଯିବାଆସିବା କରୁଥିବା ସରକାରୀ କର୍ମଚାରୀଙ୍କ

ମାର୍କ ଜୁକରବର୍ଗଙ୍କ ‘ମାସ୍କ ଅବତାର’ – ଫେସବୁକରେ ବଦଳାଇଲେ ପ୍ରୋଫାଇଲ୍ ଫଟୋ

କଳିଙ୍ଗ ଜ୍ୟୋତି ବ୍ୟୁରୋ ୦୯/୦୭ : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ମାର୍କ ଜୁକରବର୍ଗଙ୍କ ‘ମାସ୍କ ଅବତାର’। ଫେସବୁକ ପ୍ରତିଷ୍ଠାତାଙ୍କ ଏଭଳି ଅବତାରକୁ ଲୋକମାନେ ବେଶ ପସନ୍ଦ କରିଛନ୍ତି।କିଛି ଦିନ ଧରି ଫେସବୁକରେ ‘ଅବତାର’ ନାମକ ଏକ ଫିଚର ଖୁବ ଟ୍ରେଣ୍ଡ ହେଉଛି। ଯେଉଁଥିରେ

କଟକ ଶିଶୁଭବନରେ ପହଞ୍ଚିଲା କରୋନା : ଆଜି ସୁଦ୍ଧା ଦୁଇ ଶିଶୁ ଆକ୍ରାନ୍ତ

କଟକ, (କଳିଙ୍ଗ ଜ୍ୟୋତି), ୦୮/୦୭ : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ କଟକ ଶିଶୁଭବନରେ ପହଞ୍ଚିଛି କରୋନା ଭାଇରସ୍ । ଶିଶୁଭୁବନରେ ଦୁଇ ଜଣ କରୋନା ଆକ୍ରାନ୍ତ ଶିଶୁ ଚିହ୍ନଟ ହୋଇଛନ୍ତି । ଉଲ୍ଳେଖଯୋଗ୍ୟ ଯେ ୩ନମ୍ବର ୱାର୍ଡ଼ରେ ଜଣେ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ହୋମ କ୍ୱାରେଣ୍ଟାଇନରେ ରହିଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଝାଡଖଣ୍ଡ ୦୮/୦୭ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି। ଝାଡଖଣ୍ଡର ପାନୀୟ ଜଳ ଓ ପରିମଳ ମନ୍ତ୍ରୀ ମିଥିଲେଶ ଠାକୁର ଏବଂ ବିଧାୟକ ମଥୁରା ପ୍ରସାଦ ମହାତୋ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ

କଟକଣା ଲଗାଇଲେ ରାଜଭବନ କର୍ତ୍ତୃପକ୍ଷ : ଜୁଲାଇ ୩୧ ଯାଏଁ ରାଜଭବନକୁ ପ୍ରବେଶ ମନା

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୮/୦୭ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଭବନକୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଜୁଲାଇ 31 ତାରିଖ ଯାଏଁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ରାଜଭବନ କର୍ତ୍ତୃପକ୍ଷ। ଫୋନ୍, ଫ୍ୟାକ୍ସ, ମେଲରେ ଯୋଗାଯୋଗ ପାଇଁ ରାଜଭବନ

DG ଙ୍କ ସହ ବିବାଦ : ଜାମ୍ମ ଓ କାଶ୍ମୀର ଓଡ଼ିଆ ଆଇପିଏସ୍‌ ଅଫିସର୍‌ ବସନ୍ତ ରଥ ନିଲମ୍ବିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଜାମ୍ମୁକାଶ୍ମୀର ୦୮/୦୭: ଜାମ୍ମୁକାଶ୍ମୀରରେ ଅବସ୍ଥାପିତ ଆଇପିଏସ ବସନ୍ତ ରଥ ଆଜି ସସପେଣ୍ଡ ହୋଇଛନ୍ତି ।ଜାମ୍ମୁ ଓ କାଶ୍ମୀର ଓଡ଼ିଆ ଆଇପିଏସ୍‌ ଅଫିସର୍‌ ବସନ୍ତ ରଥଙ୍କୁ ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚରଣ ଆଭିଯୋଗରେ ନିଲମ୍ବିତ କରାଯାଇଛି। ଏ ନେଇ ସୂଚନା ଦେଇଛି

ରାଜଧାନୀରେ ଚେର ମାଡି ଚାଲିଛି କରୋନା : ଭୁବନେଶ୍ୱରରୁ ଆଜି କେବଳ୪୬ ଆକ୍ରାନ୍ତ ଚିହ୍ନଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୦୮/୦୭ : ଭୁବନେଶ୍ବର ସହରରେ ଆଜି ଆଉ ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୪୬ ଜଣ ପଜିଟିଭରୁ ୨୨ କ୍ବାରେଣ୍ଟିନ ଓ ୨୪ ଲୋକାଲ କଣ୍ଟ୍ରାକ୍ଟ କେସ୍ ରହିଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ୩ ଆକ୍ରାନ୍ତ ଘରୋଇ ହସ୍ପିଟାଲରୁ, ୪ ଟି

କେବଳ ନୂଆ ପଦବୀ ସୃଷ୍ଟି ଉପରେ ସାମୟିକ କଟକଣା, ଖାଲି ପଦବୀ ପୂର୍ବ ଭଳି ପୂରଣ କରାଯିବ : ସ୍ପଷ୍ଟୀକରଣ ଦେଲା ଅର୍ଥ…

ଭୁବନେଶ୍ବର, (କଳିଙ୍ଗ ଜ୍ୟୋତି), ୦୮/୦୭ : କରୋନା ଭୂତାଣୁ ଯୋଗୁ ରାଜ୍ୟ ରାଜକୋଷରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ବିଭାଗରେ ନୂଆ ନିଯୁକ୍ତି ସୃଷ୍ଟି ଉପରେ ଗତ ମଙ୍ଗଳବାର ରୋକ୍‌ ଲଗାଇଥିଲେ। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ

୬୪ ବର୍ଷିୟ ମୃତ ବୃଦ୍ଧ ପାଲଟିଲେ ‘ସୁପରସ୍ପ୍ରେଡର୍’ : ସଂସ୍ପର୍ଶରେ ଆସି ସୁନ୍ଦରଗଡ଼ ଜିଲ୍ଲାରେ ୨ ଦିନ ମଧ୍ୟରେ ୯୫…

ରାଉରକେଲା (କଳିଙ୍ଗ ଜ୍ୟୋତି) ୦୮/୦୭ : ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ବୃଦ୍ଧଙ୍କ ସଂସ୍ପର୍ଶରେ ଆସି ୨ ଦିନ ମଧ୍ୟରେ ୯୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡ଼ିଛି । ଯାହାଫଳରେ ବୃଦ୍ଧ ଜଣକ ଜିଲ୍ଲାର ଜଣେ ‘ସୁପରସ୍ପ୍ରେଡର୍’ ପାଲଟି ଯାଇଛନ୍ତି। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ

କରୋନା ବାୟୁରେ ବ୍ୟାପୁଛି ପ୍ରମାଣକୁ ସ୍ବୀକାର କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)

World Health Organization leaders at a press briefing on COVID-19, held on March 6 at WHO headquarters in Geneva. Here's a look at its history, its mission and its role in the current crisis. କଳିଙ୍ଗ ଜ୍ୟୋତି ବ୍ୟୁରୋ ଜେନେଭା,୦୮/୦୭ :
error: Content is protected !!
Open chat