Browsing Category
Odisha
ରାଉରକେଲା ଆଇଜିଏଚରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୦୩/୦୭ : ରାଉରକେଲା ଆଇଜିଏଚରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବୁଧବାର ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା ପରେ ଏହି ୬୪ ବର୍ଷୀୟ ବ୍ୟକ୍ତି ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କର କରୋନା ଟେଷ୍ଟ!-->!-->!-->…
ବାହୁଡା ରେ ଆସିଲା ‘ବଳରାମ’ ଯୋଜନା । କାଳିଆ’ ପରେ ଭୂମିହୀନ ଚାଷୀଙ୍କ ପାଇଁ କୃଷି ଋଣ ଯୋଜନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୩/୦୭: ବାହୁଡା ରେ ଆସିଲା ‘ବଳରାମ’ ଯୋଜନା । କାଳିଆ’ ପରେ ଭୂମିହୀନ ଚାଷୀଙ୍କ ପାଇଁ କୃଷି ଋଣ ଯୋଜନା । ଏହି ଯୋଜନାରେ ରାଜ୍ୟର ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇ ଦିଆଯିବ । ପ୍ରାୟ ୧ ହଜାର ୪୦ କୋଟି ଟଙ୍କାର ଋଣ ଯୋଗାଣ ଲକ୍ଷ୍ୟ!-->!-->!-->…
ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି
କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୦୩/୦୭ : ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଅଧରପଣା ନୀତି। ତିନି ରଥ ଉପରେ ବିରାଜମାନ କରିଥିବା ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ବିଗ୍ରହ ସାମ୍ନାରେ ଏହି ନୀତି ସମ୍ପନ୍ନ ହେବ। ମଧ୍ୟାହ୍ନ ଧୂପ ପରେ ଅଧରପଣା ନୀତି ଅନୁଷ୍ଠିତ ହେବ।
!-->!-->!-->!-->!-->!-->!-->…
ସମ୍ ହସ୍ପିଟାଲରେ ହେବ କୋଭିଡ ଭ୍ୟାକ୍ସିନ୍ର ପରୀକ୍ଷଣ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୩/୦୭:ସମ୍ ହସ୍ପିଟାଲରେ ହେବ କୋଭିଡ୍-୧୯ ଭ୍ୟାକ୍ସିନ୍ର ପରୀକ୍ଷଣ। ମଣିଷ ଉପରେ ପରୀକ୍ଷଣ ଲାଗି ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମନୋନୀତ ଦେଇଛି। ଦେଶର ୧୩ ହସ୍ପିଟାଲ ମଧ୍ୟରେ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଭାବେ ସମ୍!-->…
ଦେଶର ସମସ୍ତ ପଞ୍ଜିକୃତ ଡାକ୍ତର କୋଭିଡ୍ ଟେଷ୍ଟ ଲାଗି ସୁପାରିସ କରିପାରିବେ : କେନ୍ଦ୍ର ସରକାର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : କରୋନାଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ,ଏଣିକି ଘରୋଇ ଡାକ୍ତରଙ୍କ ପ୍ରେସକ୍ରିପସନ ଆଧାରରେ ମଧ୍ୟ କରୋନା ଟେଷ୍ଟ ହୋଇପାରିବ। ଆଗରୁ କେବଳ ସରକାରୀ!-->!-->!-->…
ରୁଷରେ ହେଲା ସମ୍ବିଧାନ ସଂଶୋଧନ : ୨୦୩୬ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ ଭ୍ଲାଡ଼ିମିର ପୁଟିନ୍ ।
ମସ୍କୋ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୨/୦୭ : ଭ୍ଲାଡ଼ିମିର ପୁଟିନଙ୍କ ପରବର୍ତୀ କାର୍ଯ୍ୟକାଳ ୨୦୨୪ରେ ଶେଷ ହେଉଛି । ମାତ୍ର ଏହାପରେ ଆହୁରି ୧୨ ବର୍ଷ ମଧ୍ୟ ସେ କ୍ଷମତାରେ ଅର୍ଥାତ୍ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିପାରିବେ । ପୁଟିନଙ୍କ ମୁଖପାତ୍ର ଦିମିତ୍ରି ପେସକୋଭ କହିଛନ୍ତି ଯେ ଦେଶର!-->…
କରୋନା ରୋଗୀଙ୍କ ପାଇଁ ଭଲ ଖବର: ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୨/୦୭ : ରାଜ୍ୟରେ ପ୍ଲାଜମାଥେରାପିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପଦକ୍ଷେପ ଆରମ୍ଭ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା କରାଯାଇଛି ।
ଏହି!-->!-->!-->!-->!-->!-->!-->!-->!-->…
ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା : ମହାପ୍ରଭୁଙ୍କ ଅପାର କରୁଣା ଆମ…
ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣା ଆମ ସମସ୍ତଙ୍କୁ କୋଭିଡ୍-୧୯ ସହ ଲଢ଼ିବାକୁ ପ୍ରେରଣା ଯୋଗାଇବ ଏବଂ ଜୀବନରେ ସୁଖସମୃଦ୍ଧି ଆଣିଦେବ ବୋଲି!-->…
ଚତୁର୍ଦ୍ଧାମୂର୍ତ୍ତି ମହାପ୍ରଭୁଙ୍କ ସୁନାବେଶ ର ସିଧା ପ୍ରସାରଣ ଦେଖନ୍ତୁ ‘କଳିଙ୍ଗ ଜ୍ୟୋତି’ ରେ,
https://www.facebook.com/KalingaJyoti/videos/2732943717031110/
