Browsing Category
Odisha
ବି ଏମ ସି କମିଶନରଙ୍କ ସୂଚନା : ଆଗାମୀ ୪ସପ୍ତାହ ଗୁରୁତ୍ବପୂର୍ଣ୍ଣ, ରାଜଧାନୀରେ ସଟ୍ଡାଉନ ନେଇ ନିଆଯାଇପାରେ ନିଷ୍ପତ୍ତି
ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୯/୦୬:କରୋନା କଟକଣା ନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା ଦେଇଛନ୍ତି ଯେ, ଆଗକୁ ସଟଡାଉନ ନେଇ ନିଷ୍ପତ୍ତି ସରକାର ନେବେ । ରାଜଧାନୀରେ ବସ୍ତିଗୁଡିକ ପାଇଁ ବିଏମ୍ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଆଗକୁ ୩ରୁ ୪ ସପ୍ତାହ ଆମ ପାଇଁ!-->…
କରୋନା ବ୍ରେକିଙ୍ଗ : ଆଜି ଭୁବନେଶ୍ୱରରୁ ଆଉ ୨୫ ଆକ୍ରାନ୍ତ ଚିହ୍ନଟ, ୨୩ଟି ଲୋକାଲ୍ କେସ୍
ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୯/୦୬ : ସୋମବାର ଭୁବନେଶ୍ୱରରୁ ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୨ଟି ହୋମ୍ କ୍ୱାରେଣ୍ଟିନ୍, ୨୩ଟି ଲୋକାଲ୍ କଣ୍ଟାକ୍ଟସ୍ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ୨୩ଟି ସ୍ଥାନୀୟ ମାମଲା!-->…
କାର୍ଯ୍ୟରେ ଯୋଗଦେବାର ପ୍ରଥମ ଦିନ ପୂର୍ବରୁ ଭୁବନେଶ୍ୱରରେ ଓଏଫଏସ ଅଫିସରଙ୍କ ଆତ୍ମହତ୍ୟା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୬:ଓଏଫଏସ୍ ଅଫିସରଙ୍କ ଆତ୍ମହତ୍ୟା । ରାଜଧାନୀ ଖଣ୍ଡଗିରି ଡୁମଡୁମା ଫେଜ୍-୪ ଅଂଚଳରୁ ଆସିଛି ଏଭଳି ଖବର । ଏକ ଓଢ଼ଣୀରେ ଝୁଲି ଆତ୍ମହତ୍ୟା କରିଛନ୍ତି ଓଏଫଏସ୍ ପାଇଥିବା ଅଭିଳାଷ ସୂରୂପ ମହାପାତ୍ର । ସେ ଆଜି ନୂତନଭାବେ କାର୍ଯ୍ୟରେ ଯୋଗ!-->!-->!-->!-->!-->…
ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଯୁବ ସମ୍ବାଦ ଭର୍ଚୁଆଲ ରାଲି ଅନୁଷ୍ଠିତ
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୯/୦୬ : ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବପିଢି ମାନଙ୍କୁ ନିଜ ଗୁରୁଜନ ମାନଙ୍କ ସହ କଥାବର୍ତା କରିବା ଓ ସେମାନଙ୍କୁ ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡିବା ପାଇଁ ଆହ୍ୱାନ କରିଛନ୍ତି । ଏହି ମର୍ମରେ ରାଜ୍ୟ!-->!-->!-->…
ଦଶରଥପୁର ପୁଣି ନୂଆ ୧୩ ଆକ୍ରାନ୍ତ ଚିହ୍ନଟ : ହୋମ କ୍ୱାରେଣ୍ଟାଇନ ପାଇଁ ବଢିଲା ଚିନ୍ତା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଯାଜପୁର୨୯/୦୬: ୧୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସଂଘରୋଧ କେନ୍ଦ୍ରରେ ଥିବାବେଳେ ଜଣେ ହୋମ କ୍ୱାରେଣ୍ଟାଇନରେ ଥିଲେ । ପାଲଟପୁର ପଂଚାୟତ କଣ୍ଟିବାଙ୍କ ଗ୍ରାମର ୬୪ ବର୍ଷିୟା ବୃଦ୍ଧା ଦିଲ୍ଲିରୁ ଫେରିଥିବାବେଳେ ସେ ଶାସ୍ତ୍ରୀଜି ନୋଡାଲ ବିଦ୍ୟାଳୟ ସଂଘରୋଧ!-->!-->!-->…
ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନସର ହସ୍ପିଟାଲର ୨ନର୍ସ କରୋନା ପଜିଟିଭ୍ : କୋଭିଡ ହସ୍ପିଟାଲରେ ଭର୍ତ୍ତି
କଳିଙ୍ଗ ଜ୍ୟୋତି କଟକ ୨୯/୦୬ : କଟକ ବଡ଼ ଡାକ୍ତରଖାନା ସନ୍ନିକଟ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଗବେଷଣା କେନ୍ଦ୍ରରେ ୨ଜଣ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୨ ଜଣ ନର୍ସ ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଆଚାର୍ଯ୍ୟ ହରିହରର କର୍କଟ ରୋଗ ଗବେଷଣା!-->!-->!-->!-->!-->…
ଜୁଲାଇ ମାସ ୨ ତାରିଖ ରେ ପ୍ରବଳ ବର୍ଷା: ୪ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୬: ଏବେ ମୌସୁମୀ ଦୁର୍ବଳ ରହିଛି। ତେଣୁ କିଛି ସ୍ଥାନରେ ବର୍ଷା ହେଉଛି। ଏଥିସହ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପ ପରିମାଣ ବର୍ଷା ହେବାକୁ ଥିବାବେଳେ ଜୁଲାଇ ୨ତାରିଖରେ!-->!-->!-->…
ବିଡିଏ ଅଫିସ୍ରେ ସୁରକ୍ଷାକର୍ମୀ କରୋନା ଆକ୍ରାନ୍ତ : ପ୍ଲାନିଂ ବିଭାଗ ଖୋଲିବା ୫ଦିନ ପରେ ନିଷ୍ପତ୍ତି
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୯/୦୬: : ବିଡିଏର ପ୍ଲାନିଂ ବିଭାଗର ସୁରକ୍ଷାକର୍ମୀ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ବିଏମ୍ସି କାର୍ଯ୍ୟାଳୟକୁ ସିଲ୍ କରି ବିଶୋଧନ କରାଯାଇଛି। ଏବେ ସଟ୍ଡାଉନ୍ ଥିବାରୁ କର୍ମଚାରୀ ଆସିନାହାନ୍ତି କି କୌଣସି ଲୋକ ଆସିନାହାନ୍ତି। କିନ୍ତୁ!-->!-->!-->…
ଜୁଲାଇ ମାସ ୯ ତାରିଖ ରୁ ବିପିୟୁଟି ଫାଇନାଲ ସେମିଷ୍ଟର ପରୀକ୍ଷା ହେବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର, ୨୯/୦୬: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି)ର ଫାଇନାଲ ସେମିଷ୍ଟର ପାଇଁ ସମ୍ଭାବ୍ୟ ତାଲିକା ପ୍ରକାଶ ପାଇଛି। ଜୁଲାଇ ୯ରୁ ଅନ୍ଲାଇନ ପରୀକ୍ଷା ହେବା ନେଇ ତାରିଖ ଘୋଷଣା ହୋଇଛି। ଏହି ପରୀକ୍ଷା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।!-->!-->!-->!-->!-->…
ପୂର୍ବତନ ଏମ୍ସ ନିର୍ଦ୍ଦେଶକଙ୍କ ବଡ଼ ବୟାନ – କହିଲେ,ସଂଖ୍ୟା ଦେଖି ଲାଗୁଛି ଓଡିଶା ଗୋଷ୍ଠୀ ସଂକ୍ରମଣ ଆଡ଼କୁ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୬: ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର । ଦେଶ ଓ ରାଜ୍ୟରେ ଏବେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏବେ ଯେଭଳି ଭାବରେ ଆକ୍ରାନ୍ତ ସଂଖ୍ୟା ବଢୁଛି ଜଣାପଡୁଛି!-->!-->!-->…
