Browsing Category
Odisha
ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ, ନାବାଳିକାକୁ ବାରମ୍ବାର ଦୁଷ୍କର୍ମ, ଗର୍ଭପାତ : ପୀଡିତାଙ୍କ ବୟାନ ରେକର୍ଡ କଲେ…
ରାଉରକେଲା (କଳିଙ୍ଗ ଜ୍ୟୋତି) ୨୫/୬: ବେଆଇନ୍ ଭାବେ ରାତିଅଧିଆ ନାବାଳିକାଙ୍କ ଗର୍ଭପାତ କରାଇବା ଘଟଣାରେ ନୂଆ ତଥ୍ୟା ସାମ୍ନାକୁ ଆସିଛି। ଏହି ଘଟଣାରେ ରାଏବଗା ଥାନାରେ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରେ ପୀଡିତାଙ୍କ ସାବତ ବାପାଙ୍କ ନାଁ ମଧ୍ୟ ରହିଛି। ପୀଡିତାଙ୍କ ସାବତ!-->…
‘ଆତ୍ମନିର୍ଭର ଭାରତ’ ଅଭିଯାନରେ ବଡ଼ ପେଣ୍ଠସ୍ଥଳୀ ହେବ ଯାଜପୁର : ଧର୍ମେନ୍ଦ୍ର ପ୍ରଧାନ
ଯାଜପୁର (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୦୬ : ଆଜି ଯାଜପୁର ବିଧାନସଭା ସ୍ତରୀୟ ଜନସମ୍ବାଦ ଭର୍ଚୁଆଲ ରାଲିରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଅଭିଯାନରେ ବଡ଼ ପେଣ୍ଠସ୍ଥଳୀ ହେବ ଓଡ଼ିଶାର ଯାଜପୁର ଜିଲ୍ଲା । ଶ୍ରୀ ପ୍ରଧାନ କହିଛନ୍ତି ଯାଜପୁରର!-->…
ରାଜଧାନୀରେ ମାଡ଼ି ଚାଲିଛି କରୋନା: ଆଜି ଚିହ୍ନଟ ହେଲେ ଆଉ ୩୮ ଆକ୍ରାନ୍ତ
ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି) ୨୫/୦୬ : ଭୁବନେଶ୍ଵରର ମହାନଗର ନିଗମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୁବନେଶ୍ଵରରେ ସର୍ବାଧିକ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୮ ପଜିଟିଭ୍ ମଧ୍ୟରୁ ୨୫ ଜଣ ହୋମ୍ କ୍ଵାରେଣ୍ଟାଇନ୍ ଓ ୧୩ ଜଣ ଲୋକାଲ କେସ୍।
ଚିହ୍ନଟ!-->!-->!-->!-->!-->…
ଆଜି ଭକ୍ତଙ୍କ ପାଇଁ ବାହାରିଲା ଆଡ଼ପ ଅବଢ଼ା
ପୁରୀ (କଳିଙ୍ଗ ଜ୍ୟୋତି) ୨୫/୦୬ : ବର୍ଷକରେ ଥରେ ଆଡ଼ପ ଅବଢ଼ା ବାହାରିଥାଏ। ଏଥିପାଇଁ ଭକ୍ତମାନେ ବର୍ଷସାରା ଅପେକ୍ଷା କରି ରହିଥାନ୍ତି। ଆଜି ସକାଳ ଧୂପରେ ବାହାରିଛି ଏହି ଆଡ଼ପ ଅବଢ଼ା। ଏହାକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟାଯାଉଛି। ଆଡ଼ପ ଅବଢା ପାଇବାକୁ ଭକ୍ତଙ୍କ ପାଇଁ ଟୋକନ୍ ବ୍ୟବସ୍ଥା!-->…
ବ୍ୟାଙ୍କକୁ ସିଲ୍ କଲା ପ୍ରଶାସନ : ବ୍ୟାଙ୍କ ମ୍ୟାନେଜର କରୋନା ପଜିଟିଭ୍।
ଗଜପତି (ଜ୍ୟୋତି ବ୍ୟୁରୋ) ୨୫/୦୬ : ପାରଳାଖେମୁଣ୍ଡି ଏସ୍ବିଆଇ ମୁଖ୍ୟ ଶାଖାରେ କରୋନା । ବ୍ୟାଙ୍କର ମ୍ୟାନେଜର୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ଜଣାପଡିବା ସମ୍ପୃକ୍ତ ବ୍ୟାଙ୍କକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ବ୍ୟାଙ୍କ ସିଲ୍ ନେଇ ଗଜପତି ଜିଲ୍ଲାପାଳ ଅନୁପମ!-->…
ଜୁଲାଇ ମାସ ୩୧ତାରିଖ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ – ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୫/୦୬ : ଜୁଲାଇ ୩୧ ତାରିଖ ପରେ ସ୍କୁଲ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏନେଇ ଏକ୍ସପର୍ଟ କମିଟି ହୋଇଛି ୧୦ ଦିନ ମଧ୍ୟରେ ଏନେଇ ରିପୋର୍ଟ ଆସିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।!-->…
ଭର୍ଚୁଆଲ ପ୍ଲାଟଫର୍ମରେ ଶୁଭାରମ୍ଭ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
କଳିଙ୍ଗ ଜ୍ୟୋତି ବ୍ୟୁରୋ : ପାରାଦ୍ୱୀପଠାରେ ମିଳିତ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଇଣ୍ଡିଆନ ଅଏଲ ଦ୍ୱାରା ଏହାର ବିଶୋଧନାଗାର ଓ ପେଟ୍ରୋକେମିକାଲ କମ୍ପେ୍ଲସ ସହ ୪୩ କୋଟି ଟଙ୍କାର ଏକ ପ୍ରଡକ୍ଟ ଆପ୍ଲିକେସନ ଓ!-->…
ରାଜ୍ୟରେ ଆଉ ୨୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ
କଳିଙ୍ଗ ଜ୍ୟୋତି ଭୁବନେଶ୍ବର ୨୫/୦୬ : ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ନୂଆକରି ୨୧୦ ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬ ହଜାରରେ ପହଞ୍ଚିଛି।ନୂଆକରି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନ୍!-->!-->!-->…
ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦ ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍
କଳିଙ୍ଗ ଜ୍ୟୋତି ସମ୍ବଲପୁର ୨୬/୦୬: ଆଜି ହୀରାକୁଦ ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ପାରମ୍ପରିକ ପୂଜାର୍ଚ୍ଚନା ପରେ ଏହି ଗେଟ୍ ଖୋଲାଯାଇଥିବାର ସୂଚନା ମିଳିଛି।ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ଜଳ ନିଷ୍କାସନ ହେବ ବୋଲି ଗତକାଲି ସୂଚନା!-->!-->!-->!-->!-->…
